ସାମ୍ନାକୁ ଆସିଲା କରୋନା ବ୍ୟାପିବାର ଆଉ ଏକ ବାଟ, ସ୍କ୍ରିନିଂ ବେଳେ ବି ସଂକ୍ରମିତ ହେଉଛି ମାରାତ୍ମକ ଭାଇରସ୍; ଜାଣନ୍ତୁ…
ବର୍ତ୍ତମାନ ସାରା ବିଶ୍ୱବାସୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି କରୋନା। କରୋନା ଯୋଗୁ ପ୍ରତିଦିନ ଏକାଧିକ ଲୋକଙ୍କ ଜୀବନ ଯାଉଥିବାରୁ ଏହି ରୋଗକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଛି। ମୁଖ୍ୟତଃ ଏହାର ଔଷଧ ବାହାରି ନଥିବାରୁ କରୋନାକୁ ନେଇ ଲୋକେ ଅଧିକ ଆତଙ୍କିତ ଅଛନ୍ତି। ତେବେ…