Browsing Tag

coronavirus kit business

ବିପର୍ଯ୍ୟସ୍ତ ଅର୍ଥନୀତିରେ କରୋନା କିଟ୍‌ ପ୍ରସ୍ତୁତ କରି ବ୍ୟବସାୟ କରିବାକୁ ଭାରତ ସମେତ ବିଭିନ୍ନ ଦେଶରେ ପ୍ରତିଯୋଗିତା

କରୋନା ଭାଇରସ ଯୋଗୁ ଏବେ ଭାରତ ସମେତ ଶତାଧିକ ଦେଶକୁ ଲକଡାଉନ କରି ଦିଆଯାଇଛି। ଖୁବ ଦ୍ରୁତ ଗତିରେ ଭାଇରସ ବ୍ୟାପୁଥିବାରୁ ଏହାକୁ ରୋକିବାକୁ ସବୁ ରାଜ୍ୟରେ ମଧ୍ୟ ଚଳାଚଳ ବନ୍ଦ କରି ଦିଆଯାଇଛି। ଭାଇରସ ବ୍ୟାପିବାକୁ ସିନା ଲକଡାଉନ କରି ରୋକି ହେବ କିନ୍ତୁ ଏହାର ସିଧାସଳଖ ପ୍ରଭାବ ସମଗ୍ର ବିଶ୍ୱ…