କରୋନା ସଂକ୍ରମଣରେ ଦେଶର ୧୨ ତମ ସ୍ଥାନରେ ଓଡ଼ିଶା, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରକାଶ
ଭୁବନେଶ୍ବର: ଗତକାଲି ରାଜ୍ୟରେ ୩ ହଜାର ୬୦୭ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁସ୍ଥତା ହାର ରହିଛି ୭୯.୮୪ ପ୍ରତିଶତ । ଆକ୍ଟିଭ କେସ ରହିଛି ୩୨ ହଜାର ୯୭୩ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଓଡ଼ିଶା ଏବେ ଦେଶରେ ୧୨ ତମ ସ୍ଥାନରେ ରହିଛି ।
ଗତକାଲି ଖୋର୍ଦ୍ଧାରୁ ୧୦୩୭ ଜଣ ସୁସ୍ଥ…