Browsing Tag

coronavirus latest update

କରୋନା ସଂକ୍ରମଣରେ ଦେଶର ୧୨ ତମ ସ୍ଥାନରେ ଓଡ଼ିଶା, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରକାଶ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୩ ହଜାର ୬୦୭ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁସ୍ଥତା ହାର ରହିଛି ୭୯.୮୪ ପ୍ରତିଶତ । ଆକ୍ଟିଭ କେସ ରହିଛି ୩୨ ହଜାର ୯୭୩ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଓଡ଼ିଶା ଏବେ ଦେଶରେ ୧୨ ତମ ସ୍ଥାନରେ ରହିଛି । ଗତକାଲି ଖୋର୍ଦ୍ଧାରୁ ୧୦୩୭ ଜଣ ସୁସ୍ଥ…

ଆଜି ରାଜ୍ଯରେ ୩୬୪୫ କରୋନା ପଜିଟିଭ୍ ଚିହ୍ନଟ, ଗଲା ଆଉ ୮ଜଣଙ୍କ ଜୀବନ

ଭୁବନେଶ୍ବର: ଆଜି ରାଜ୍ଯରେ ୩୬୪୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୨୧୫୧ ଏବଂ ଲୋକାଲ୍ କେସରୁ ୧୪୯୪ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୧,୫୮,୬୩୦ରେ ପହଁଚିଛି। ଏମାନଙ୍କ ୧,୨୨,୦୨୪ ସୁସ୍ଥ ହୋଇ…

ରାଜ୍ଯରେ ଆଜି ୨୮ଟି ଜିଲ୍ଲାରୁ ୧୪୮୪ ପଜିଟିଭ୍ ଚିହ୍ନଟ, ମୋଟ ପଜିଟିଭଙ୍କ ସଂଖ୍ଯା ୩୭,୬୮୧କୁ ବୃଦ୍ଧି

ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ରାଜ୍ୟର ୨୮ଟି ଜିଲ୍ଲାରୁ ଆଉ ୧୪୮୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍‌ରୁ ୮୮୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୫୯୫ । ସୁସ୍ଥ ହୋଇଛନ୍ତି ୧୧୧୯ ଜଣ ଆକ୍ରାନ୍ତ । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୮୮ ପଜିଟିଭ୍‌…

ଦେଶରେ ୧୧ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା, ୨୪ଘଣ୍ଟାରେ ସର୍ବାଧିକ ୨୦୦୩ ମୃତ

ନୂଆଦିଲ୍ଲୀ: ଦେଶରେ ୧୧ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା। ୨୪ଘଣ୍ଟାରେ ସର୍ବାଧିକ ୨୦୦୩ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଏହାସହ ୧୦ ହଜାର ୯୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ…

ଦକ୍ଷିଣ ଆମେରିକାରେ ମୋଟ୍‌ ସଂକ୍ରମଣ ମାମଲା ୧୦ ଲକ୍ଷ ଟପିଲା, ୫୦ ହଜାରରୁ ଅଧିକଙ୍କ ମୃତ୍ୟୁ

ଆମେରିକା: କରୋନା ମହାମାରୀ ଏବେ ଦକ୍ଷିଣ ଆମେରିକାରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ଦକ୍ଷିଣ ଆମେରିକାରେ ସ୍ଥିତି ଉଦ୍‌ବେଗଜନକ। ବିଶ୍ବରେ ସର୍ବାଧିକ ସଂକ୍ରମଣ ମାମଲା‌ ଥିବା ୧୦ ରାଷ୍ଟ୍ର ମଧ୍ୟରେ ଦକ୍ଷିଣ ଆମେରିକାର ୪ଟି ରାଷ୍ଟ୍ର ରହିଛି। ତେବେ ଦକ୍ଷିଣ ଆମେରିକାରେ ମୋଟ୍‌ ସଂକ୍ରମଣ…