କରୋନାର ଡେଲ୍ଟା ଭାରିଏଣ୍ଟ ପାଇଁ ବାଙ୍ଗଲାଦେଶରେ ପୁଣିଥରେ ଲକଡାଉନ ବ୍ୟବସ୍ଥା ଲାଗୁ
କରୋନା ଭୟରେ ସାରା ଦୁନିଆରେ ସରକାର ଲକଡାଉନ ଓ ସଟଡାଉନ ଭଳି ନିୟମ ଲାଗୁ କରିବା ସହ ମାସ୍କ, ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ୱ ବଢ଼ାଇଛନ୍ତି। ସଂକ୍ରମଣ ସଂଖ୍ୟାକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେଉଥିବା ବେଳେ ଏବେ କିଛି ଦେଶରେ ଲକଡାଉନ ଓ ସଟଡାଉନ ବ୍ୟବସ୍ଥାକୁ କୋହଳ କରାଯାଇଛି। କିନ୍ତୁ…