ସମଗ୍ର ବିଶ୍ୱପାଇଁ ମୁଣ୍ଡବିନ୍ଧା ସାଜିଥିବା ଭାଇରସର ନାଁ କାହିଁକି ରଖାଯାଇଛି କରୋନା, ଜାଣନ୍ତୁ ଏହା ପଛର କାରଣ
କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱବାସୀ ଚିନ୍ତିତ ଅଛନ୍ତି। ଚୀନରୁ ବ୍ୟାପୁଥିବା ଏହି ଭାଇରସ ଯୋଗୁ ବର୍ତ୍ତମାନ ସର୍ବାଧିକ ଇଟାଲୀବାସୀଙ୍କ ମୃତ୍ୟୁ ଘଟିଛି। ଏହି ଭାଇରସ ଏବେ ୧୯୧ଟି ଦେଶକୁ ବ୍ୟାପିସାରିଲାଣି।
ତେବେ ପ୍ରକୃତରେ କରୋନା ଭାଇରସର ସୃଷ୍ଟି କେମିତି ହେଲା ତାହାର ରହସ୍ୟ ଏବେ…