Browsing Tag

coronavirus odisha news

ଆଜି ରାଜ୍ୟରେ ୮୩୮୬ କରୋନା ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୧୮୪୦

ସଂକ୍ରମଣରେ ଲାଗୁନି ବ୍ରେକ୍‌। ରାଜ୍ୟରେ ୮ହଜାର ଟପିଲା ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦୈନିକ ସଂକ୍ରମଣରେ ୨୭% ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୮୩୮୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୪୦ ଜଣ…

ଆଜିଠୁ ବରଗଡ଼ ଜିଲ୍ଲା ସଟଡାଉନ୍, କରୋନା ପଜିଟିଭ ସଂଖ୍ୟା ବଢିଚାଲିଥିବାରୁ ଅଗଷ୍ଟ ୩ଯାଏ ବଳବତ୍ତର ରହିବ କଟକଣା

ବରଗଡ଼: ଆଜିଠୁ ତିନିଦିନ ପାଇଁ ବରଗଡ଼ ଜିଲ୍ଲା ସଟଡାଉନ ଘୋଷିତ। ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଜିଲ୍ଲାକୁ ସଟଡାଉନ ଘୋଷଣା କରିଛନ୍ତି। ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବଢିଚାଲିଥିବାରୁ ଅଗଷ୍ଟ ୩ତାରିଖ ଯାଏ ସଟଡାଉନ ଘୋଷଣା କରାଯାଇଛି। ତେବେ ସକାଳ ୬ଟାକୁ ୯ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ…

ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନା: ଆଜି ଦିନକରେ ସର୍ବାଧିକ ୫୬୧ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଜି ସର୍ବାଧିକ ୫୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ୱାରେଣ୍ଟାଇନରୁ ୪୨୫ ଆକ୍ରାନ୍ତ ଥିବା ବେଳେ ୧୩୬ ଜଣ ଲୋକାଲ୍ କେସରୁ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧୦୬କୁ ବୃଦ୍ଧି ପାଇଛି। ଏନେଇ ସୂଚନା…

ଭୁବନେଶ୍ୱରରୁ ୨ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ନୂଆ କରୋନା ପଜିଟିଭ୍ ମାମଲା ସାମ୍ନାକୁ ଆସିଥିବା ନେଇ କୁହାଯାଇଛି । ବିଏମସି ନିଜର ଟ୍ୱିଟର ଏନେଇ ସୂଚନା ଦେଇ କହିଛି କି, ଆଜି ଭୁବନେଶ୍ୱରରେ ୨ଟି ନୂଆ ମାମଲା ଆସିଛି। ତେବେ ସୂଚନା ଥାଉକି ବିଏମସି ଅଞ୍ଚଳରେ ୯୮…

ରାଜ୍ୟରେ ଆଉ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫୯୩କୁ ବୃଦ୍ଧି

ଭୁବନେଶ୍ବର: ପୁଣି ରାଜ୍ୟରେ ଆଉ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩ କୁ ବୃଦ୍ଧି ପାଇଛି । ତେବେ ୧୦ଜିଲ୍ଲାରୁ ଏହି ୭୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୭୪ଜଣ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବାବେଳେ ୨ଜଣ ସ୍ଥାନୀୟ…

ରାଜ୍ୟରେ ୨୭ ଜିଲ୍ଲାକୁ ବ୍ୟାପି ସାରିଲା କରୋନା, ବାକି ରହିଲା ଆଉ ୩ଜିଲ୍ଲା : ଜାଣନ୍ତୁ ଏବେ ସୁଦ୍ଧା କେଉଁଠୁ କେତେ?

ଭୁବନେଶ୍ବର: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬କୁ ବୃଦ୍ଧି ପାଇଛି। ଏବେ ସୁଦ୍ଧା ୨୭ ଜିଲ୍ଲାକୁ ବ୍ୟାପି ସାରିଛି କରୋନା ସଂକ୍ରମଣ। ତେବେ ଆଉ ମାତ୍ର ବାକି ରହିଲା ୩ଟି ଜିଲ୍ଲା। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆସନ୍ତୁ ଜାଣିବା ଏବେ…