Browsing Tag

coronavirus odisha update

ରାଜ୍ୟରେ ଆଜି ପୁଣି ୯ ଜଣଙ୍କ ଜୀବନ ନେଲା କରୋନା, ମୋଟ୍ ମୃତ୍ୟୁସଂଖ୍ୟା ୩୩୩କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଜି ୯ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ କୋଭିଡ୍ ଜନିତ ମୃତ୍ୟୁସଂଖ୍ୟା ୩୩୩ରେ ପହଁଚିଛି। ଏମାନଙ୍କ ଭିତରୁ ସମ୍ବଲପୁରରୁ ସର୍ବାଧିକ ୪ଜଣଙ୍କର ମୃତ୍ଯୁ ହୋଇଥିବାବେଳେ, କଟକରୁ ୨ ଜଣ ମୃତ୍ଯୁବରଣ କରିଛନ୍ତି । ଏହାସହିତ କେନ୍ଦୁଝର,ଗଞ୍ଜାମ ଓ ନୟାଗଡ ଜଣେ ଲେଖାଁଏ…

ରାଜ୍ଯରେ ଆଜି ସର୍ବାଧିକ ୧୯୮୧ କରୋନା ପଜିଟିଭ୍ ଚିହ୍ନଟ, ୯ ଜଣଙ୍କ ନେଲା ଜୀବନ ମାରାତ୍ମକ ଭାଇରସ୍

ଭୁବନେଶ୍ବର: ରାଜ୍ଯରେ ରେକର୍ଡ ଉପରେ ରେକର୍ଡ ଭାଙ୍ଗିବାରେ ଲାଗିଛି କରୋନା ଭାଇରସ୍ । ଆଜି ସର୍ବାଧିକ ୧୯୮୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମୁଦାୟ ୩୦ଟି ଜିଲ୍ଲାରୁ ଏହି ସମସ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୧୨୨୫ ଏବଂ ଲୋକାଲ୍…

ଆଜି ରାଜ୍ଯରେ ୬ଜଣଙ୍କ ମୁଣ୍ଡ ନେଲା କରୋନା, ୧୦୦ପାର୍ କଲା ମୃତକଙ୍କ ସଂଖ୍ଯା

ଭୁବନେଶ୍ବର : ରାଜ୍ୟରେ ଆଜି ପୁଣି ୬ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୧୦୩ ଛୁଇଁଲା। ୬ଜଣଙ୍କ ଭିତରେ କେନ୍ଦ୍ରାପଡାରୁ ଜଣେ ୬୩ ବର୍ଷିୟ ପୁରୁଷ ରହିଛନ୍ତି । ସେ କରୋନାରେ ସଂକ୍ରମିତ ଥିବା ସହିତ ଡାଇବେଟିସ୍, ହାଇପରଟେନସନ୍ ଏବଂ…

ଗଞ୍ଜାମରେ ସଂକ୍ରମଣ ସାଙ୍ଗକୁ ବଢୁଛି ମୃତ୍ୟୁ ସଂଖ୍ୟା, ଗୋଟିଏ ଦିନରେ ୫ ଜଣ ପ୍ରାଣ ହରାଇଲେ

ଭୁବନେଶ୍ବର : ରାଜ୍ଯରେ କରୋନା ନେଲା ଆଉ ୬ ଆକ୍ରାନ୍ତଙ୍କ ଜୀବନ । ଗଞ୍ଜାମରୁ ୫ ଓ ଗଜପତିରୁ ଜଣେ କରୋନା ସଂକ୍ରମିତ ମୃତ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୯୭ରେ ପହଁଚିଛି । ତେବେ ଗଞ୍ଜାମରେ ମୋଟ ମୃତ୍ଯୁ ସଂଖ୍ଯା ୫୯ ଏବଂ ଗଜପତିରେ ୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ…

ଆଜି ରାଜ୍ଯରେ ୬୭୩ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦ରେ ପହଞ୍ଚିଲା

ଭୁବନେଶ୍ବର: ଆଜି ରାଜ୍ଯରେ ୬୭୩ କରୋନା ପଜିଟିଭ୍ ଚିହ୍ନଟ । କ୍ୱାରେଣ୍ଟାଇନ ସେଣ୍ଟରରୁ ୪୪୬ ଓ ସ୍ଥାନୀୟ ଅଞ୍ଚଳରୁ ୨୨୭ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦ରେ ପହଞ୍ଚିଛି । ଗଞ୍ଜାମରୁ ସର୍ବାଧିକ ୨୩୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ସମୁଦାୟ ୨୩ଟି ଜିଲ୍ଲାରୁ…

ବଢୁଛି ସଂକ୍ରମଣ ଗଡୁଛି ମୁଣ୍ଡ : ଆଜି ଆଉ ୪ ପରେ ରାଜ୍ଯରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ହେଲା ୮୩

ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୪ ଜୀବନ । ଏହାକୁ ମିଶାଇ ମୋଟ କରୋନା ମୃତ୍ୟୁସଂଖ୍ୟା ୮୩ରେ ପହଞ୍ଚିଲା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗଞ୍ଜାମରୁ ୨ ଜଣ, ଅନୁଗୁଳ ଓ ଗଜପତିରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ତେବେ…

ରାଜ୍ଯରେ ଆଉ ୪ ଜୀବନ ନେଲା କରୋନା

ଭୁବନେଶ୍ବର: ରାଜ୍ୟରେ କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ମୃତକ ୪ଜଣ ପୁରୁଷ । ସେମାନଙ୍କ ମଧ୍ୟରୁ ୩ ଜଣ ଗଞ୍ଜାମର…

ରାଜ୍ୟରେ ପୁଣି ୨୨୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଗଞ୍ଜାମରୁ ସର୍ବାଧିକ ୯୫ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୨୨୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ପଜିଟିଭ ସଂଖ୍ୟା ୭୫୪୫କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୯୩ ଜଣ କ୍ଵାରେଣ୍ଟିଂନ ସେଣ୍ଟରର ହୋଇଥିବା ବେଳେ ୩୬ ଜଣ ସ୍ଥାନୀୟ ବାସିନ୍ଦା ଥିବା ଜଣାପଡିଛି । ଏନେଇ ସୂଚନା ଓ ଲୋକ…

ରାଜ୍ଯରେ ଆଉ ୨୦୬ କରୋନା ପଜିଟିଭ୍ ଚିହ୍ନଟ, ମାଲକାନଗିରିରେ ସର୍ବାଧିକ ୩୬ଜଣ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ଆଉ ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ । ୨୦୬ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୧୯୨, ଲୋକାଲ୍ କଣ୍ଟାକ୍ଟ ୧୪ଜଣ ଚିହ୍ନଟ ହୋଇଥିବା ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫ରେ ପହଞ୍ଚିଛି। ତେବେ…

ଭୁବନେଶ୍ୱରରୁ ୨ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ନୂଆ କରୋନା ପଜିଟିଭ୍ ମାମଲା ସାମ୍ନାକୁ ଆସିଥିବା ନେଇ କୁହାଯାଇଛି । ବିଏମସି ନିଜର ଟ୍ୱିଟର ଏନେଇ ସୂଚନା ଦେଇ କହିଛି କି, ଆଜି ଭୁବନେଶ୍ୱରରେ ୨ଟି ନୂଆ ମାମଲା ଆସିଛି। ତେବେ ସୂଚନା ଥାଉକି ବିଏମସି ଅଞ୍ଚଳରେ ୯୮…

ରାଜ୍ୟରେ ଆଉ ୧୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଗଜପତିରୁ ସର୍ବାଧିକ ୪୧ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ ଆଉ ୧୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୭୦ ରେ ପହଞ୍ଚିଲା । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ୧୮ଟି ଜିଲ୍ଲାରୁ ଏହି ୧୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ…

ରାଜ୍ୟରେ ଆଉ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫୯୩କୁ ବୃଦ୍ଧି

ଭୁବନେଶ୍ବର: ପୁଣି ରାଜ୍ୟରେ ଆଉ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩ କୁ ବୃଦ୍ଧି ପାଇଛି । ତେବେ ୧୦ଜିଲ୍ଲାରୁ ଏହି ୭୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୭୪ଜଣ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବାବେଳେ ୨ଜଣ ସ୍ଥାନୀୟ…