ପୁଣିଥରେ କରୋନା ସଂକ୍ରମିତ ହେଲେ ଭାରତର ପ୍ରଥମ କୋଭିଡ୍ ରୋଗୀ
ପୁଣିଥରେ କରୋନା ସଂକ୍ରମିତ ହେଲେ ଭାରତର ପ୍ରଥମ କୋଭିଡ୍ ରୋଗୀ। ମଙ୍ଗଳବାର ଦିନ ସ୍ୱାସ୍ଥ୍ୟ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି। ତ୍ରିଶୁରର ଡାକ୍ତର ଜେ ରିନା କହିଛନ୍ତି- ସେ ପୁଣିଥରେ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କ ଆରଟିପିସିଆର ରିପୋର୍ଟ ପଜିଟିଭ୍ ଆସିଛି। ମାତ୍ର ଆଣ୍ଟିଜେନ୍…