Browsing Tag

coronavirus symptomps

ସ୍ୱାଦ ଓ ଗନ୍ଧ ବାରି ନ ପାରିବା କରୋନା ରୋଗୀଙ୍କ ପାଇଁ ଏକ ଭଲ ସଙ୍କେତ, ଜାଣନ୍ତୁ କେମିତି

ସ୍ୱାଦ ଓ ଗନ୍ଧ ବାରି ନ ପାରିବା କରୋନାର ଏକ ଲକ୍ଷଣ। ପ୍ରଥମେ ପ୍ରଥମେ ଏହି ଲକ୍ଷଣ ଜଣାପଡ଼ୁନଥିବା ବେଳେ ଧୀରେ ଧୀରେ ଏହା ଏକ ପ୍ରମୁଖ ଲକ୍ଷଣ ପାଲଟିଯାଏ। ଯାହା ଫଳରେ ରୋଗୀକୁ ବହୁ ସମସ୍ୟା ହୋଇଥାଏ। କିଛି ଲୋକଙ୍କ ଠାରେ ଏହି ସମସ୍ୟା ଜଲଦି ଠିକ୍‌ ହୋଇଯାଏ ତ ଆଉ କିଛିଙ୍କ ପାଖରେ ଠିକ୍‌ ହେବାକୁ…

କରୋନା ସଂକ୍ରମିତ ହେବା ପରେ ପ୍ରଥମେ ନଜର ଆସିବ ଏହି ଲକ୍ଷଣ, କ୍ରମରେ ହେଲା ଚିହ୍ନଟ

କରୋନା ଭାଇରସ୍‌କୁ ନେଇ ଆମେରିକାର ବୈଜ୍ଞାନିକଙ୍କୁ ବଡ଼ ସଫଳତା ମିଳିଛି। ଆମେରିକାର ବୈଜ୍ଞାନିକମାନେ ଏବେ କରୋନାର ଲକ୍ଷଣକୁ କ୍ରମରେ ଚିହ୍ନଟ କରିଛନ୍ତି, ଯାହା ସାହାଯ୍ୟରେ ସହଜରେ ଜାଣିହେବ ବ୍ୟକ୍ତିଙ୍କୁ କରୋନା ହୋଇଛି କି ନାହିଁ। ଆମେରିକାର ବୈଜ୍ଞାନିକମାନେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ…

ସାମ୍ନାକୁ ଆସିଲା ଆଉ ଏକ ତଥ୍ୟ: ଗନ୍ଧ ଓ ସ୍ୱାଦ ବାରି ନ ପାରିବା, ହୋଇପାରେ କରୋନାର ପ୍ରାଥମିକ ଲକ୍ଷଣ ! ରିପୋର୍ଟ ଜାରି…

ଗନ୍ଧ କିମ୍ବା ବାସ୍ନା ଶୁଙ୍ଘି ନ ପାରିବା ଏବଂ ସ୍ୱାଦ ବାରି ନ ପାରିବା ବି ହୋଇପାରେ କରୋନା ଭାଇରସ ସଂକ୍ରମଣର ପ୍ରାଥମିକ ଲକ୍ଷଣ । ଏ ନେଇ ବ୍ରିଟିଶ ବୈଜ୍ଞାନିକମାନେ ନିଜ ରିପୋର୍ଟରେ ଦାବି କରିଛନ୍ତି । ରିପୋର୍ଟ ମୁତାବକ, ସଂକ୍ରମଣ ଯୋଗୁ ଜ୍ଵାଳାମୟ ବା ଉତ୍ତେଜକ ସ୍ଥିତି ଲାଗିରହିଥାଏ,…

କାଶ ଥଣ୍ଡା ହେଉଥିଲେ ଆଦୌ ଡରନ୍ତୁନି, ଘରେ ବସି ମୋବାଇଲରେ ଜାଣନ୍ତୁ ଆପଣଙ୍କୁ କରୋନା ହୋଇଛି କି ନାହିଁ

କରୋନା ଭାଇରସ ଯୋଗୁ ବଢ଼ୁଥିବା ସମସ୍ୟାକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀ, ରାଜସ୍ଥାନ, ପଞ୍ଜାବ ଭଳି ସହରରେ କର୍ଫ୍ୟୁ ଲଗାଇଦିଆଯାଇଛି। ଭାରତରେ କରୋନା ଭାଇରସରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪୦୦ ଟପିସାରିଲାଣି। ଏଣୁ ସଂକ୍ରମଣ ଯେଭଳି ଆଉ ନ ବଢ଼ିବ ତାହାକୁ ଦୃଷ୍ଟିରେ ରଖି ଭାରତୀୟ ରେଲୱେ ମାର୍ଚ୍ଚ…