Browsing Tag

coronavirus update

ଦେଶରେ କରୋନା ସ୍ଥିତି ସଙ୍ଗୀନ, ୩ ଲକ୍ଷ ୭୯ ହଜାରରୁ ଅଧିକ ନୂଆ ପଜିଟିଭ୍‌ ଚିହ୍ନଟ

ଦେଶରେ ସଙ୍ଗୀନ ହେବାରେ ଲାଗିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୭୯ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ୩୦ ଲକ୍ଷ ଉପରେ ଆକ୍ଟିଭ୍‌ କେସ୍‌ ରହିଛି। ଅନ୍ୟପଟେ ୨୪ ଘଣ୍ଟାରେ ୩ ହଜାର ୫୯୬ ଜଣଙ୍କ ମୃତ୍ୟୁ ହୋଇଛି। ଆମେରିକାରେ ଆକ୍ଟିଭ କେସ୍‌ ରହିଛି ୬୦…

ସାମାନ୍ୟ ଆସ୍ୱସ୍ତିକର ଖବର ଦେଉଛି କରୋନା ! ଦେଶରେ ୨୪ ଘଣ୍ଟାରେ ୫୫,୩୪୨ ନୂଆ କେସ, ୭୦୬ ଲୋକଙ୍କର ଗଲା ପ୍ରାଣ

ନୂଆଦିଲ୍ଲୀ : ଦେଶରେ ଆସ୍ୱସ୍ତିକର ଖବର ଦେଉଛି କରୋନା, କମୁଛି କରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ କରୋନା ୫୫ ହଜାର ୩୪୨ ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ୭୦୬ ଲୋକଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ନୂଆ କେସ ବିଷୟରେ କହିବା ତ ଏହି ସଂଖ୍ୟା ଗତ ଦୁଇ ମାସ ଭିତରେ…

ଆଜି ରାଜ୍ଯରେ ୨୫୮୯ କରୋନା ପଜିଟିଭ୍ ଚିହ୍ନଟ, ଗଲା ୧୦ଜଣଙ୍କ ମୁଣ୍ଡ

ଭୁବନେଶ୍ବର: ଆଜି ରାଜ୍ଯରେ ୨୫୮୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମୁଦାୟ ୨୯ଟି ଜିଲ୍ଲାରୁ ଏହି ସମସ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୧୫୭୪ ଏବଂ ଲୋକାଲ୍ କେସରୁ ୧୦୧୫ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା…

ଆଜି ଭୁବନେଶ୍ବରରୁ ୨୧ ଏବଂ କଟକରୁ ୩୨ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ଭୁବନେଶ୍ୱରରୁ ୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ସଙ୍ଗରୋଧରୁ ୧୬, ସ୍ଥାନୀୟ ଅଞ୍ଚଳରୁ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୪୯ଜଣ ସଂକ୍ରମିତ। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ସିଏମସିରୁ ୩୨…

ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନା: ଆଜି ଦିନକରେ ସର୍ବାଧିକ ୫୬୧ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଜି ସର୍ବାଧିକ ୫୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ୱାରେଣ୍ଟାଇନରୁ ୪୨୫ ଆକ୍ରାନ୍ତ ଥିବା ବେଳେ ୧୩୬ ଜଣ ଲୋକାଲ୍ କେସରୁ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧୦୬କୁ ବୃଦ୍ଧି ପାଇଛି। ଏନେଇ ସୂଚନା…

ଗଞ୍ଜାମରେ ପୁଣି ୭୬ କରୋନା ପଜିଟିଭ୍ ଚିହ୍ନଟ‌, ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୦୩୧କୁ ବୃଦ୍ଧି

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ପୁଣି ୭୬ କରୋନା ପଜିଟିଭ୍ ଚିହ୍ନଟ‌ । ଗତ ୨୪ ଘଣ୍ଟାରେ ଏମାନେ ସଂକ୍ରମିତ ହୋଇଥିବା ନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ତେବେ ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୦୩୧କୁ ବୃଦ୍ଧି ପାଇଛି । ନୂଆ ସଂକ୍ରମିତଙ୍କ ଭିତରେ ୧୪…

ସାରା ବିଶ୍ୱରେ ୪ଲକ୍ଷ ଟପିଲା କରୋନା ମୃତ୍ୟୁସଂଖ୍ୟା, ଦେଶରେ ୭ହଜାରରୁ ଅଧିକ ମୁଣ୍ଡ ନେଲାଣି ମହାମାରୀ

ନୂଆଦିଲ୍ଲୀ: ସାରା ବିଶ୍ୱରେ ୪ଲକ୍ଷ ଟପିଛି ମୃତ୍ୟୁସଂଖ୍ୟା। ୪ଲକ୍ଷ ୮ହଜାର ୨୩୮ଜଣଙ୍କ ଜୀବନ ନେଲାଣି ଏହି ମାରାତ୍ମକ ଭାଇରସ୍‌। ଏଯାଏ ୭୧ଲକ୍ଷ ୮୯ହଜାର ୫୭୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆମେରିକାରେ ସର୍ବାଧିକ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ରହିଛନ୍ତି। ୭ହଜାର ଟପିଲା ଦେଶରେ କରୋନା…

ଜୁଲାଇ ୩୧ଯାଏଁ ରାଜ୍ୟର ସମସ୍ତ ସ୍କୁଲ୍, କଲେଜ ଓ କୋଚିଙ୍ଗ୍ ସେଣ୍ଟର୍ ବନ୍ଦ

ଭୁବନେଶ୍ବର:  ଆଜି ସମଗ୍ର ଦେଶରେ ଅନ୍‌ଲକ୍-୧ ଆରମ୍ଭ ହୋଇଥିବା ବେଳେ ରାଜ୍ୟରେ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଓଡ଼ିଶା ସରକାର ଜୁନ୍ ମାସ ପାଇଁ ନୂଆ ଗାଇଡ୍ ଲାଇନ୍ ଘୋଷଣା କରିଛନ୍ତି। ଏ ସଂକ୍ରାନ୍ତରେ ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇ…

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୭୪ ହଜାର ପାର କରିଥିବାବେଳେ ୪ହଜାର ୯୭୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନ ଗଡିବା ସହ ଦେଶରେ ବଢୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ସର୍ବାଧିକ ୨୬୫ ଜଣଙ୍କ ମୁଣ୍ଡ ନେଇଛି କୋରନା ଭାଇରସ । ସାମ୍ନାକୁ ଆସିଛି ୭ ହଜାର ୯୬୪ ପଜିଟିଭ କେସ୍‌ ରେକର୍ଡ । ଏପର୍ଯ୍ୟନ୍ତ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୭୪ ହଜାର ପାର କରିଥିବାବେଳେ ମୃତ୍ୟୁ ସଂଖ୍ୟା ୪ହଜାର…

ରାୟଗଡା ଜିଲ୍ଲାକୁ ଛୁଇଁ ପାରିନି କରୋନା ମହାମାରୀ, ଆଜି ବି ରହିଛି ଗ୍ରୀନ୍ ଜୋନରେ

ରାୟଗଡା: ସାରା ବିଶ୍ବ ତଥା ଦେଶରେ ଧିରେଧିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି । ଆମ ରାଜ୍ୟରେ ମଧ୍ଯ ଏବେ ସୁଦ୍ଧା ୨୯ଟି ଜିଲ୍ଲାରେ ଏହି ମହାମାରୀ ନିଜର କାୟା ବିସ୍ତାର କରିସାରିଥିବାବେଳେ ଏଥିରୁ ବାଦ ପଡିଛି ମାତ୍ର ଗୋଟିଏ ଜିଲ୍ଲା ।…

ବରଗଡ଼ ଜିଲ୍ଳାରୁ ଆଉ ୬ କରୋନା ପଜିଟିଭ୍ ଚିହ୍ନଟ, ଦୁଇଟି ବ୍ଲକକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା

ବରଗଡ଼: ବରଗଡ଼ ଜିଲ୍ଳାରୁ ଆଉ ୬ କରୋନା ପଜିଟିଭ୍ ଚିହ୍ନଟ। ତେବେ ଜିଲ୍ଳାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ରେ ପହଞ୍ଚିଲା । ତେବେ ୬ କରୋନା ପଜିଟିଭଙ୍କ ଭିତରୁ ଭେଡେନ୍ ବ୍ଲକର ୪ ଜଣ ଓ ଭଟଲି ବ୍ଲକର ୨ ଜଣ ଥିବା ଜଣାପଡିଛି । ଏନେଇ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଲେ ବରଗଡ଼ ଜିଲ୍ଳାପାଳ ।…

ଦିନକୁ ଦିନ ବଢିବାରେ ଲାଗିଛି ମହାମାରୀର ଉଗ୍ର ରୂପ: ଆସନ୍ତୁ ଜାଣିବା କରୋନାକୁ ନେଇ ଦେଶ ବିଦେଶର କିଛି ଅପଡେଟ୍ ଖବର

ଦିନକୁ ଦିନ କରୋନା ନିଜର ଉଗ୍ର ରୂପ ଦେଖାଇଚାଲିଛି । ସାରା ବିଶ୍ବର ଏବେ ଏହି ମହାମାରୀ କବଳରେ କବଳିତ । ତେବେ ଦେଶ ବିଦେଶରେ କରୋନାକୁ ନେଇ ଆସନ୍ତୁ ଜାଣିବା କିଛି ଅପଡେଟ୍ ଖବର : -ବର୍ତ୍ତମାନ ସୁଦ୍ଧା ୨୧୩ଟି ଦେଶରେ ନିଜର କାୟା ବିସ୍ତାର କରିସାରିଛି କରୋନା ମହାମାରୀ -ସାରା ବିଶ୍ବରରେ…