Browsing Tag

coronavirus updates

ସବୁ ରେକର୍ଡ ଭାଙ୍ଗିଲା କରୋନା: ଦେଶରେ ପ୍ରଥମ ଥର ପାଇଁ ଦିନକରେ ଏକ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରଣର ସବୁ ରେକର୍ଡ ଭାଙ୍ଗିଲା କରୋନା । ଗୋଟିଏ ଦିନରେ ଏକ ଲକ୍ଷରୁ ଅଧିକ ପଜିଟିଭ୍‌ । ପ୍ରଥମ ଥର ପାଇଁ ରେକର୍ଡ ଏକ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଦେଶରେ ଗତ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ଗୋଟିଏ ଦିନରେ ସବୁଠୁ ଅଧିକ ୯୮ ହଜାର…

ଆମେରିକାରେ ହାହାକାର, କରୋନାର ନୂଆ ଲହରୀ ଯୋଗୁ ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଛି ୨ ଲକ୍ଷ ନୂଆ କେସ୍‌

ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାରେ କରୋନା ଭାଇରସ୍‌ର ନୂଆ ଲହରୀ ହାହାକାର ସୃଷ୍ଟି କରିଛି। ଆମେରିକାରେ ଗତ ୨୪ ଘଣ୍ଟାରେ କରୋନା ଭାଇରସ୍‌ର ୨ ଲକ୍ଷରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ କୋଟି ୫୫ ଲକ୍ଷ ୯ ହଜାର ୧୮୪ ରେ…

କରୋନା ସୁସ୍ଥତା ହାରରେ ସମଗ୍ର ଦେଶରେ ଷଷ୍ଠ ସ୍ଥାନରେ ଓଡ଼ିଶା

ଭୁବନେଶ୍ବର: ଦୀର୍ଘ ୬ମାସ ହେଲା କରୋନା କାୟାରେ ସାରା ବିଶ୍ବ କବଳିତ । ଏହି ପରିପେକ୍ଷୀରେ ଗତକାଲି ସୁଦ୍ଧା ଓଡ଼ିଶାରେ କରୋନା ସୁସ୍ଥତା ହାର ରହିଛି ୮୧ ଦଶମିକ ୬୭ ପ୍ରତିଶତ। ଯଦି ପ୍ରତିଦିନର ସୁସ୍ଥତା ହାର ଉପରେ ନଜର ପକାଇବା, ତେବେ ଓଡ଼ିଶା ସମଗ୍ର ଦେଶରେ ଷଷ୍ଠ ସ୍ଥାନରେ ରହିଛି। ୯୭.୩ ପ୍ରତିଶତ…

ଭୁବନେଶ୍ୱରରେ ଆଉ ୧୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଉ ୧୨ କରୋନା ଆକ୍ରାନ୍ତ ଚିହ୍ନଟ । ଏହି ପଜିଟିଭଙ୍କ ଭିତରୁ ହୋମ୍ କ୍ୱାରେଣ୍ଟାଇନରୁ ୪ ଓ ଲୋକାଲ କେସ ୮ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହାକୁ ମିଶାଇ ଭୁବନେଶ୍ବରରେ ସମୁଦାୟ ୩୩୨ କରୋନା ପଜିଟିଭ୍ ଚିହ୍ନଟ…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୪୫ ନୂଆ କରୋନା ଆକ୍ରାନ୍ତ, ଖାଲି ଗଞ୍ଜାମରୁ ୯୬ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୪୫ ନୂଆ କରୋନା ଆକ୍ରାନ୍ତ । ଏହାକୁ ମିଶରଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏମାନଙ୍କ ଭିତରୁ କ୍ୱାରେଣ୍ଟାଇନ ସେଣ୍ଟରୁ ୨୧୪ ଜଣ ଓ ଲୋକାଲ୍ କେସରୁ ୩୧ଜଣ ଚିହ୍ନଟ।…

ରାଜ୍ଯରେ ଆଉ ୬୭ଟି କରୋନା ପଜିଟିଭ୍ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ଯା ୧୩୩୬ରେ ପହଁଚିଲା

ଭୁବନେଶ୍ବର: ବଢିବାରେ ଲାଗିଛି କରୋନା ମହାମାରୀ । ରାଜ୍ୟରେ ପୁଣି ନୂଆ ୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା…

ଆମେରିକାରେ ଗୋଟିଏ ଦିନରେ ୨୨୦୦ ଜଣଙ୍କ ମୃତ୍ୟୁ, ୩୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ

ଆମେରିକା: ଆମେରିକାରେ ଲାଗୁନି କରୋନା ବ୍ରେକ୍‌। ସଂକ୍ରମିତ ହୋଇଛନ୍ତି ୧୦ଲକ୍ଷ ୯୫ହଜାର। USAରେ ଗୋଟିଏ ଦିନରେ ୨୨୦୦ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ ୬୩ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। ଦିନକରେ ପ୍ରାୟ ୩୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଶ୍ୱର ୨୧୨ଟି…

ସୁରତରୁ ବସ୍‌ ଯୋଗେ ଭଦ୍ରକ ଜିଲ୍ଲାକୁ ଫେରୁଛନ୍ତି ୫୬ ଶ୍ରମିକ

ଭଦ୍ରକ: ସୁରତରୁ ବସ୍‌ ଯୋଗେ ଭଦ୍ରକ ଜିଲ୍ଲାକୁ ଫେରୁଛନ୍ତି ୫୬ ଶ୍ରମିକ। ଲକ୍‌ଡାଉନ୍‌ ଯୋଗୁ ଓଡିଶା ବାହାରେ ଫସି ରହିଥିବା ଶ୍ରମିକମାନେ ଓଡିଶା ମୁହାଁ ହୋଇଛନ୍ତି। ସୁରତରୁ ଏକ ବସ୍‌ ଯୋଗେ ଓଡିଶାକୁ ବାହାରିଛନ୍ତି ୫୬ଜଣ ଶ୍ରମିକ। ଗତକାଲି ରାତିରେ ଏକ ବସ ଭଡ଼ା କରି ୫୬ଜଣ ଶ୍ରମିକ ଓଡିଶା ଅଭିମୁଖେ…

ଆସିଲା ଆଜିର ନୂଆ ୭ କରୋନା ପଜିଟିଭଙ୍କ ତଥ୍ୟ: ସୁନ୍ଦରଗଡ଼ରୁ ୪ ଆକ୍ରାନ୍ତ ଗୋଟିଏ ପରିବାରର, ଭଦ୍ରକରୁ ୩

ଭୁବନେଶ୍ବର: ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ୪ ଓ ଭଦ୍ରକରୁ ୩ ଜଣ ଅଛନ୍ତି । ଏହାକୁ ମିଶାଇ ସୁନ୍ଦରଗଡ଼ରେ ୧୦ ଓ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି । ସୁନ୍ଦରଗଡ଼ର ନୂଆ ୪…

କରୋନାର କରାଳ ରୂପ, ଶେଷରେ ଆଖି ବୁଜିଲା ୪ ମାସର ଶିଶୁ

କେରଳ : କରୋନାରେ ଆଖି ବୁଜିଲା ୪ ମାସର ଶିଶୁ । ଆଜି ସକାଳେ କେରଳ କୋଝିକୋଡେ ମେଡିକାଲ୍ କଲେଜରେ ପିଲାଟି ପ୍ରାଣ ହରାଇଥିବା ଜଣାପଡିଛି । ଗତକାଲି ମାଲାପୁରାମର ଏହି ୪ ମାସର ଶିଶୁଟିର କରୋନା ଟେଷ୍ଟ କରାଯାଇଥିବାବେଳେ ତାର ପଜିଟିଭ୍ ରିପୋର୍ଟ ଆସିଥିଲା । ତେବେ ଆଜି ସକାଳେ ସେ ପ୍ରାଣ…

ଓଡ଼ିଶା-ପଶ୍ଚିମବଙ୍ଗ ପ୍ରବେଶ ପଥରେ କଡ଼ା ପହରା, ବ୍ୟାପକ ଟ୍ରାଫିକ୍‌ କର୍ମଚାରୀ ମୁତୟନ

ଓଡ଼ିଶା-ପଶ୍ଚିମବଙ୍ଗ ପ୍ରବେଶ ପଥରେ କଡ଼ା ପହରା। ପଶ୍ଚିମବଙ୍ଗରୁ ବାଲେଶ୍ୱରକୁ ୩୭ଟି ଓ ମୟୂରଭଞ୍ଜକୁ ୨୨ଟି ରାସ୍ତାରେ ବାରିକେଡ କରାଯାଇଛି । ବାଲେଶ୍ୱରରେ ୩୭ଟି ରାସ୍ତା ମଧ୍ୟରୁ ୩୫ଟି ସମ୍ପୂର୍ଣ୍ଣ ବାରିକେଡ କରାଯାଇଛି । ଅନ୍ୟ ୨ଟି ରାସ୍ତାରେ କଡ଼ାକଡ଼ି ଯାଞ୍ଚ କରାଯାଉଛି। ଲକ୍ଷ୍ମଣନାଥ ଚେକ୍‌…

ଆକ୍ସନ ମୋଡ଼ରେ ଯାଜପୁର ଜିଲ୍ଲା ପ୍ରଶାସନ: ଲକଡାଉନ ନିୟମ ଉଲ୍ଲଙ୍ଘନ କରିଥିବା ବ୍ୟବସାୟୀଙ୍କର ସିଲ୍ ହେଲା ଦୋକାନ

ଯାଜପୁର(କେନ୍ୟୁଜ): ଆକ୍ସନ ମୋଡ଼ରେ ଯାଜପୁର ଜିଲା ପ୍ରଶାସନ । ସାରା ଦେଶରେ ମହାମାରୀ କରୋନାକୁ ନେଇ ସରକାର ଚିନ୍ତିତ ଥିବାବେଳେ ଲୋକମାନଙ୍କୁ ଘରୁ ନବାହାରିବା ସହ ସାମାଜିକ ଦୂରତାକୁ ଅବଲମ୍ବନ କରିବା ପାଇଁ ବାରମ୍ବାର ପରାମର୍ଶ ଦିଆଯାଉଛି । ତଥାପି କିଛି ମୁଷ୍ଟିମେୟ ଵ୍ୟକ୍ତି ସରକାରଙ୍କ ନିୟମକୁ…