ସବୁ ରେକର୍ଡ ଭାଙ୍ଗିଲା କରୋନା: ଦେଶରେ ପ୍ରଥମ ଥର ପାଇଁ ଦିନକରେ ଏକ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରଣର ସବୁ ରେକର୍ଡ ଭାଙ୍ଗିଲା କରୋନା । ଗୋଟିଏ ଦିନରେ ଏକ ଲକ୍ଷରୁ ଅଧିକ ପଜିଟିଭ୍ । ପ୍ରଥମ ଥର ପାଇଁ ରେକର୍ଡ ଏକ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଦେଶରେ ଗତ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ଗୋଟିଏ ଦିନରେ ସବୁଠୁ ଅଧିକ ୯୮ ହଜାର…