Browsing Tag

coronavirus world news

ରୁହନ୍ତୁ ସତର୍କ! ସମୁଦ୍ରରେ ମିଳିଲା ୫,୫୦୦ ନୂତନ ଭାଇରସ୍‌; ନୂଆ ରୋଗର ହୋଇପାରେ କାରଣ…

ଗତ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଆମେ କରୋନା ଭାଇରସ୍‌ ସହ ଜୁଝି ହେଉଛେ। ଏବେ ବୈଜ୍ଞାନିକମାନେ ସମୁଦ୍ରରେ ୫,୫୦୦ ନୂଆ ଭାଇରସ୍‌ ଆବିଷ୍କାର କରିଛନ୍ତି। ଆମେରିକାସ୍ଥିତ ଓହାୟୋ ଷ୍ଟେଟ୍‌ ୟୁନିଭର୍ସିଟିର ଗବେଷକମାନେ କହିଛନ୍ତି ଯେ କରୋନା ଭଳି ଏହା ମଧ୍ୟ RNA ଭାଇରସ୍‌। ଚିନ୍ତାଜନକ ବିଷୟ…

ନାକରୁ ବାହାରୁଥିବା ପାଣିର ଗୋଟିଏ ବୁନ୍ଦା ବି କୋଭିଡ୍‌ ସଂକ୍ରମଣ ପାଇଁ ଯଥେଷ୍ଟ! ରିସର୍ଚ୍ଚରୁ ହେଲା ଖୁଲାସା; ଜାଣନ୍ତୁ…

ବ୍ରିଟେନରେ ହୋଇଥିବା ଏକ ନୂତନ ଅନୁସନ୍ଧାନରୁ ଜଣା ପଡ଼ିଛି ଯେ କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ନାକରୁ ବାହାରୁଥିବା ପାଣିର ଗୋଟିଏ ବି ସୂକ୍ଷ୍ମ ବୁନ୍ଦା ସଂସ୍ପର୍ଶରେ ଆସିଲେ ଅନ୍ୟ ଜଣେ ବ୍ୟକ୍ତି କୋଭିଡ୍-୧୯ର ଶିକାର ହୋଇ ପାରନ୍ତି। ଏହି ଅନୁସନ୍ଧାନର ପ୍ରାରମ୍ଭରେ ଅଂଶଗ୍ରହଣକାରୀଙ୍କ ଶରୀରରେ…

କରୋନାର ଆଉ ଏକ ଲହରି କବଳରେ ସାରା ବିଶ୍ୱ! ଆମେରିକାରେ ଖରାପ ହେବାରେ ଲାଗିଛି ସ୍ଥିତି, କିଛି ଦେଶରେ କଡ଼ା ଲକ୍‌ଡାଉନ

ୟୁରୋପୀୟ ଦେଶମାନଙ୍କରେ କରୋନା ମହାମାରୀର ପ୍ରକୋପ ପୁଣିଥରେ ବଢ଼ିବାରେ ଲାଗିଛି। ଟିକାକରଣ ସତ୍ତ୍ୱେ ମାମଲାରେ ବୃଦ୍ଧି ଘଟୁଛି। ସ୍ଥିତି ଗତବର୍ଷ ନଭେମ୍ବର ଭଳି ହୋଇ ଯାଇଛି। ସେପଟେ ମହାମାରୀରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଦେଶ ଆମେରିକାରେ କରୋନା ମାମଲା ପୁଣି କାୟା ବିସ୍ତାର କରି…

‘କରୋନା ସେହିଦିନ ଶେଷ ହେବ, ଯେଉଁଦିନ ବିଶ୍ୱ ଏହାକୁ ଶେଷ କରିବାକୁ ଚାହିଁବ! ଏମିତି କହି ଦୁନିଆକୁ ପୁଣି ଚେତାବନୀ ଦେଲା…

କରୋନା ଭାଇରସ୍‌ର ପ୍ରକୋପ ଯଦିଓ ଏବେ ସାମାନ୍ୟ କମିଛି, କିନ୍ତୁ ସମ୍ପୂର୍ଣ୍ଣ ରୂପେ ଶେଷ ହୋଇ ନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO)ର ପ୍ରମୁଖ ଟେଡ୍ରୋସ୍‌ ଏଧାନମ୍‌ ଘେବ୍ରେୟେସସ୍‌ ପୁଣିଥରେ ଦୁନିଆକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି କି, କରୋନା ଭାଇରସ୍‌ ମହାମାରୀ ଏ ପର୍ଯ୍ୟନ୍ତ ଶେଷ…

ଭାରତରେ କୋଭିଡ ସ୍ଥିତିର ମଜା କରିବା ଚୀନକୁ ପଡ଼ିଲା ଭାରି, ଖୋଦ ଚୀନ ନାଗରିକଙ୍କ ପ୍ରତିବାଦ ପରେ ଇଣ୍ଟରନେଟରୁ ହଟାଗଲା…

ଚୀନ କମ୍ୟୁନିଷ୍ଟ ପାର୍ଟି(ସିସିପି) ତରଫରୁ ଇଣ୍ଟରନେଟ ମିଡିଆରେ ଜାରି ଏକ ପୋଷ୍ଟରେ ଭାରତର କୋଭିଡ ସଙ୍କଟର ମଜା ବନାଯାଇଛି। କିନ୍ତୁ ଭାରତର ଖରାପ ଛବି ଦେଖେଇବାର ଚୀନର ଏହି କୁପ୍ରୟାସ ଓଲଟା ନିଜର ଛବି ଉପରେ ଭାରି ପଡିଯାଇଛି। ଏକ ରିପୋର୍ଟ ଅନୁସାରେ, ଇଣ୍ଟରନେଟରେ ଯେଉଁ ଆକାଉଣ୍ଟରୁ ଏଭଳି…

ଦିନକୁ ଦିନ ବଢିବାରେ ଲାଗିଛି ମହାମାରୀର ଉଗ୍ର ରୂପ: ଆସନ୍ତୁ ଜାଣିବା କରୋନାକୁ ନେଇ ଦେଶ ବିଦେଶର କିଛି ଅପଡେଟ୍ ଖବର

ଦିନକୁ ଦିନ କରୋନା ନିଜର ଉଗ୍ର ରୂପ ଦେଖାଇଚାଲିଛି । ସାରା ବିଶ୍ବର ଏବେ ଏହି ମହାମାରୀ କବଳରେ କବଳିତ । ତେବେ ଦେଶ ବିଦେଶରେ କରୋନାକୁ ନେଇ ଆସନ୍ତୁ ଜାଣିବା କିଛି ଅପଡେଟ୍ ଖବର : -ବର୍ତ୍ତମାନ ସୁଦ୍ଧା ୨୧୩ଟି ଦେଶରେ ନିଜର କାୟା ବିସ୍ତାର କରିସାରିଛି କରୋନା ମହାମାରୀ -ସାରା ବିଶ୍ବରରେ…