ଜାପାନ ଜାହାଜରେ ଥିବା ୨ ଭାରତୀୟ କରୋନା ଆକ୍ରାନ୍ତ! ଭାରତୀୟ ଦୂତାବାସକୁ ଜଣାଇବା ସହ ଚିକିତ୍ସା ପାଇଁ ପଦକ୍ଷେପ ଆରମ୍ଭ
ଜାପାନରେ ଅଟକିଥିବା ଜାହାଜ ପ୍ରିନ୍ସେସ ଡାଏମଣ୍ଡରେ ରହିଥିବା ଯାତ୍ରୀ ଓ କ୍ର୍ୟୁ ମେମ୍ବରଙ୍କ ମଧ୍ୟରୁ ୨ ଜଣ ଭାରତୀୟ କରୋନା ଆକ୍ରାନ୍ତ । ଜାହାଜରେ ଥିବା ମୋଟ୍ ୧୭୪ ଜଣ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ଜଣ ଭାରତୀୟ ଥିବା ଜାପାନ ସରକାର ସ୍ପଷ୍ଟ କରିଛନ୍ତି । ଜାପାନ ସ୍ଥିତ…