Browsing Tag

corpona update in india

ଦେଶରେ ୫୦ ଲକ୍ଷ ପାର ହେଲା ଆକ୍ରାନ୍ତ ସଂଖ୍ୟା, ଗତ ୨୪ ଘଣ୍ଟାରେ ୯୦ ହଜାର ନୂଆ ପଜିଟିଭ କେସ

ଦେଶବ୍ୟାପୀ କରୋନା ସଂକ୍ରମଣ ହାର ଦିନ କୁ ଦିନ ବଢ଼ିବାରେ ଲାଗିଛି । ଗତ କିଛି ଦିନ ହେବ ସଂକ୍ରମିତ ମାମଲା ହାରାହାରି ୯୦ ହଜାର ଚିହ୍ନଟ ହେଉଛନ୍ତି । ବୁଧବାର ଅର୍ଥାତ ଗତ ୨୪ ଘଣ୍ଟା ଭିତରେ ୯୦୧୨୩ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ଆକ୍ରାନ୍ତ ସଂଖ୍ୟା ୫୦ ଲକ୍ଷ ପାର…