Browsing Tag

corporator

୫୦ ଲକ୍ଷର ଲାଞ୍ଚ ନେଇ ବନ୍ଧା ହେଲେ କର୍ପୋରେଟର, ଦୋକାନ ଭାଙ୍ଗି ଦେବେ କହି ଦେଉଥିଲେ ଧମକ

୫୦ ଲକ୍ଷର ଲାଞ୍ଚ ନେଇ ବନ୍ଧା ହେଲେ କର୍ପୋରେଟର। ମହାରାଷ୍ଟ୍ରର ଭିବଣ୍ଡୀ ନିଜାମପୁର ମହାନଗରପାଳିକାର ଜଣେ କଂଗ୍ରେସ କର୍ପୋରେଟରଙ୍କୁ ୫୦ ଲକ୍ଷ ଟଙ୍କାର ଲାଞ୍ଚ ନେଉଥିବା ବେଳେ ଆଣ୍ଟି କରପସନ୍‌ ବ୍ୟୁରୋ(ଏସିବି) ଗିରଫ କରିଛି। ପରିବା ମାର୍କେଟରେ ଜଣେ ଦୋକାନ ମାଲିକ ଠାରୁ ସେ ୫୦ ଲକ୍ଷ ଟଙ୍କାର…