Browsing Tag

corruption

ଆସାମର ଲେଡି ସିଙ୍ଘମ୍‌ ଅଫିସର ଜନମୋନି ରାଭା ଗିରଫ; ଭାବୀ ସ୍ୱାମୀଙ୍କ ସହ ମିଶି ଲୋକଙ୍କଠୁ ଠକିଥିଲେ ଲକ୍ଷାଧିକ ଟଙ୍କା

ଆସାମର ଲେଡି ସିଙ୍ଘମ୍‌ ନାଁରେ ଚର୍ଚ୍ଚାକୁ ଆସିଥିବା ପୋଲିସ ଅଫିସର ଜନମୋନି ରାଭାଙ୍କୁ ଏକ ଠକେଇ ମାମଲାରେ ଗିରଫ କରାଯାଇଛି। ଗତ ମାସରେ ହିଁ ଜନମୋନି ନିଜ ଭାବୀ ସ୍ୱାମୀଙ୍କ ହାତରେ ହାତକଡ଼ି ପକାଇଥିଲେ। ମଙ୍ଗେତରଙ୍କୁ ଗିରଫ କରାଇ ଜନମୋନି ସେତେବେଳେ ବେଶ୍‌ ଚର୍ଚ୍ଚାକୁ ଆସିଥିଲେ। ଆଉ ଏବେ ସେ…

ଚର୍ଚ୍ଚିତ ମହିଳା ଏସ୍‌ଆଇ ଜୁନମୋନି ରାଭାଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ! ଖୁବ୍‌ଶୀଘ୍ର ହୋଇପାରନ୍ତି ଗିରଫ

ନିକଟରେ ନିଜ ଭାବୀ ସ୍ୱାମୀଙ୍କୁ ଠକେଇ ଅଭିଯୋଗରେ ଗିରଫ କରିଥିବା ମହିଳା ସବ୍‌ ଇନ୍ସପେକ୍ଟର ଜୁନମୋନି ରାଭା ଏବେ ପୁଣିଥରେ ଚର୍ଚ୍ଚାରେ। ଏଥର ଭାବୀ ସ୍ୱାମୀ ନୁହଁନ୍ତି, ବରଂ ସେ ନିଜେ ଫସିଛନ୍ତି। ତାଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ ଆସିଛି। ଆସାମ ପୋଲିସରେ ସବ୍‌ ଇନ୍ସପେକ୍ଟର ରୂପେ…

ମହଙ୍ଗା ପଡ଼ିଲା ବସୁନ୍ଧରା ଯୋଜନାରେ ଦୁର୍ନୀତି: ଭଦ୍ରକ ତିହିଡ଼ି ତହସିଲଦାରଙ୍କ ସମେତ ୫ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭଦ୍ରକ (କେନ୍ଯୁଜ୍): ମହଙ୍ଗା ପଡ଼ିଲା ବସୁନ୍ଧରା ଯୋଜନାରେ ଦୁର୍ନୀତି । ଭଦ୍ରକ ଜିଲ୍ଲା ତିହିଡ଼ି ତହସିଲଦାରଙ୍କ ସମେତ ୫ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ । ଏମାନଙ୍କ ଭିତରେ ଚାରି ଜଣ ପୂର୍ବତନ ଆରଆଇ ଅଛନ୍ତି । ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଗିରଫ ଅଭିଯୁକ୍ତମାନେ…

ବରଗଡ଼ ଝାରବନ୍ଧ ତହସିଲଦାରଙ୍କ ନାଁରେ ସାଂଘାତିକ ଅଭିଯୋଗ, ବିଭାଗ ତରଫରୁ ତଦନ୍ତ ଆରମ୍ଭ

ବରଗଡ଼ (କେନ୍ୟୁଜ୍‌) : ତହସିଲଦାରଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଲେ ପଥରକ୍ୱାରୀ ମାଲିକ । ବରଗଡ ଜିଲ୍ଲା ଝାରବନ୍ଧ ତହସିଲଦାରଙ୍କ ବିରୁଦ୍ଧରେ ଏହି ଅଭିଯୋଗ ହୋଇଛି । ଲହୁଣୀଧରା ଠାରେ ଥିବା ଜଣେ ପଥରକ୍ୱାରୀ ମାଲିକ ଅଜୟ ସାହୁଙ୍କ ଠାରୁ ଝାରବନ୍ଧ ତହସିଲଦାର କୁଆଡ଼େ ବଟି ମାଗିଥିଲେ । ଏହା…

ପଞ୍ଚାୟତକୁ ଆସିଥିବା ମନରେଗା, ଆବାସ ଭଳି ଅନେକ ଯୋଜନାରେ ମହାଦୁର୍ନୀତି ! ଅନଶନରେ ସମିତି ସଭ୍ୟ

ଦଶରଥପୁର(କେନ୍ଯୁଜ୍):ହରିଲୁଟ୍‌ ଅଭିଯୋଗ । ପଞ୍ଚାୟତକୁ ଆସିଥିବା ମନରେଗା, ଆବାସ ଭଳି ଅନେକ ଯୋଜନାରେ ମହାଦୁର୍ନୀତି ଅଭିଯୋଗ । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଜରୀ ପଞ୍ଚାୟତର ସମିତି ସଭ୍ୟ ଶ୍ରୀ ସାମଲ ଏହି ଅଭିଯୋଗ କରିଛନ୍ତି ।ପୂର୍ବରୁ ପଞ୍ଚାୟତରାଜ ବିଭାଗ ଓଡ଼ିଶା, ଜିଲ୍ଲାପାଳ,ପ୍ରକଳ୍ପ…

ଯଶିପୁର ସେବା ସମବାୟ ସମିିତିରେ ଦୁର୍ନିତି ଅଭିଯୋଗ: ମୃତ ବ୍ୟକ୍ତିଙ୍କ ନାଁରେ ଟଙ୍କା ଉଠାଇ କରାଯାଇଛି ହଡପ !

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ଥିବା ଯଶିପୁର ସେବା ସମବାୟ ସମିିତିରେ ଦୁର୍ନିତି ଅଭିଯୋଗ । ମଲା ଲୋକଙ୍କ ଜାଲ ଦସ୍ତଖତ କରି ଟଙ୍କା ଉଠାଣ ହୋଇଥିବା ଅଭିଯୋଗ ହୋଇଛି । ଘଟଣା ଅନୁଯାୟୀ, ଯଶିପୁର ପଂଚାୟତର ବଳସାହି ଗାଁର ଦିନବନ୍ଧୁ ସାହୁଙ୍କର ୨୦୦୯ ମସିହାରେ ମୃତ୍ୟୁ ବରଣ…

କେନ୍ଦୁଝର: ପରିବହନ କାର୍ଯ୍ଯାଳୟରେ ବ୍ଯାପକ ଦୁର୍ନୀତି! ଜବତ ଗାଡ଼ିକୁ କିପରି ମିଳିଲା ଫିଟନେସ ସାର୍ଟିଫିକେଟ ?

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ପରିବହନ ବିଭାଗର ଚାଲିଛି ବେଧଡ଼ ଦୁର୍ନୀତି । ଏହାର ଉଦାହରଣ ହେଉଛି ଗାଡି ନ ଦେଖି ଫିଟନେସ୍ ଦେବା ଯାହାକି ପରିବନ ବିଭାଗର ନିୟମକୁ ଫୁ କରିବା ସଦୃଶ୍ଯ। କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଅଂସେଇକଳା ନିକଟରୁ ଖଣିଜ ପଥର ଚୋରି ଅଭିଯୋଗରେ ଜଙ୍ଗଲ ବିଭାଗ…

ସ୍ୱଚ୍ଛ ଭାରତ ମିଶନ୍‌ରେ ପିସି କାରବାର, ନିଲମ୍ବିତ ହେଲେ ନବରଙ୍ଗପୁର ଝରିଗାଁ ବିଡିଓ ଓ ଜେଇ

ଉମରକୋଟ (କେ ନ୍ୟୁଜ୍‌) : ସ୍ୱଚ୍ଛ ଭାରତ ମିଶନ୍‌ରେ ଦୁର୍ନୀତି ଅଭିଯୋଗ ପରେ ନିଲମ୍ବିତ ହୋଇଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ବାହାଦୂର ସିଂ ଧୁରୁଆ ଏବଂ ଜେଇ ସୁନୀଲ ସାମଲ । ସ୍ୱଚ୍ଛ ଭାରତ ମିଶନ ପାଇଖାନା ଟଙ୍କା ହଡ଼ପ ଅଭିଯୋଗରେ କାର୍ଯ୍ୟରୁ…

ରାଜ୍ୟ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ଦୁର୍ନୀତି ଓ ଅପାରଗତା ଯୋଗୁଁ ଜଣେ ଜେଲ ଡିଆଇଜିଙ୍କ ସମେତ ୭ ଅଧିକାରୀଙ୍କୁ…

ଭୁବନେଶ୍ବର: ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ। ଦୁର୍ନୀତି ଓ ଅପାରଗତା ଯୋଗୁଁ ଜଣେ ଜେଲ ଡିଆଇଜିଙ୍କ ସମେତ ୭ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର। ତାଲିକାରେ ଅଛନ୍ତି ଜଣେ ଜେଲ ଡିଆଇଜି, ଜଣେ କମାଣ୍ଡାଣ୍ଟ, ଜଣେ ଡିଏସ୍‌ପି, ଜଣେ ଡେପୁଟି କମାଣ୍ଡାଣ୍ଟ,…

ଯାଜପୁର : ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ, ଗୋଟିଏ ପରିବାର ହାତେଇଛି ଚାରିଟି ଘର

ଯାଜପୁର (କେନ୍ୟୁଜ୍) : ସରକାରୀ ଯୋଜନାରେ ଏଭଳି ଚଞ୍ଚକତା କରାଯାଉଛି । ଯେଉଁଥି ପାଇଁ ଯୋଗ୍ୟ ହିତାଧିକାରୀ ଯୋଜନାରୁ ଲାଭ ପାଇ ପାରୁନାହାନ୍ତି । ଏମିତି ଏକ ଘଟଣା ନଜରକୁ ଆସିଛି ଯାଜପୁର ଜିଲ୍ଲାରେ । ଏଠି ଆବାସ ବଂଟନରେ ଘୋର ଦୁର୍ନୀତି ହୋଇଛି । ଆବାସ ଯୋଜନାରୁ ଯୋଗ୍ୟ ହିତାଧିକାରୀ ବଞ୍ଚିତ…

ଦୁର୍ନୀତିଖୋର୍‌ ଅଫିସରଙ୍କୁ ସରକାରୀ ଛାଟ, ୩ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର(କେନ୍ୟୁଜ୍): ଦୁର୍ନୀତିଖୋର୍‌ ଅଫିସରଙ୍କୁ ଛାଟ । ଗୋଟିଏ ଦିନରେ ଆଜି ୩ ଜଣ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଜଣେ ଓଏଫ୍‌ଏସ୍‌ଙ୍କ ସମେତ ପୂର୍ତ୍ତ ବିଭାଗର ଦୁଇ ଅଫିସରଙ୍କୁ ଚାକିରି ସରିବା ଆଗରୁ ଅବସର ଦିଆଯାଇଛି। ବାଧ୍ୟତାମୂଳକ ଅବସର…

ପଞ୍ଚମ ପାଳିର ସରକାରରେ ଆକ୍ଟିଭ୍‌ ମୁଡ୍‌ରେ ନବୀନ, ଦୁର୍ନୀତି ବିରୋଧରେ ନେଉଛନ୍ତି କଡା ଅଭିମୁଖ୍ୟ

ଭୁବନେଶ୍ବର(କେନ୍ୟୁଜ୍): ଦୁର୍ନୀତି ବିକାଶର ବଡ଼ ପ୍ରତିବନ୍ଧକ । ଦୁର୍ନୀତି ବିରୋଧରେ ପଞ୍ଚମ ପାଳିର ସରକାରରେ କଠୋର ପଦକ୍ଷେପ ନେଉଛନ୍ତି ମୁଖ୍ୟମନ୍ତ୍ରୀ । ଶୁକ୍ରବାର ୧୬ ଜଣ ଅଧିକାରୀଙ୍କୁ ବହିଷ୍କାର କରାଯାଇଛି । ଏକ ମାସ ମଧ୍ୟରେ ବହିଷ୍କୃତ ହୋଇଛନ୍ତି ୩୭ ଜଣ । ଆଗକୁ ଦୁର୍ନୀତି ଅଭିଯୋଗ ଥିବା…