Browsing Tag

cough syrup

୮୦ ଲିଟର କଫ ସିରପ ସହ ମାରୁତି ଭ୍ୟାନ ଜବତ, ଜଣେ ଗିରଫ

ବାଙ୍ଗିରିପୋଷି :  ମୟୂରଭଞ୍ଜ ଜିଲ୍ଲା କୁଳିଅଣା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ବିପୁଳ ପରିମାଣର ବେଆଇନ କଫ ସିରପ ଜବତ ହୋଇଛି । ଗତକାଲି ଅପରାହ୍ନ ସମୟରେ କୁଳିଅଣା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗାଙ୍ଗରାଜ ଠାରେ ଏକ ମାରୁତି ଭ୍ୟାନ୍ ଉପରେ ସନ୍ଦେହ ହୋଇଥିଲା । ଫଳରେ ପୋଲିସ ଗାଡ଼ି…

ନିଶା କାରବାର ଅଭିଯୋଗ, ୨ ବେପାରୀଙ୍କୁ କୋର୍ଟ ଚାଲାଣ

ପୁରୀ(କେନ୍ୟୁଜ):  ନିଶା କାରବାର ଅଭିଯୋଗରେ ପୁରୀ କୁମ୍ଭାରପଡ଼ା ଥାନା ପୋଲିସ ଦୁଇ ଜଣ ନିଶା ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ବେପାରୀ ବାଘଆଖଡ଼ା ମଠ ଲେନର ସଞ୍ଜୟ କୁମାର ସାହୁ ଓ ମୋହନ ଭୋଇ। ସେମାନଙ୍କ ଠାରୁ ୪୬ଟି କଫ ସିରଫ ବୋତଲ ,ଗୋଟିଏ ସ୍କୁଟି ଓ ଅନ୍ୟାନ୍ୟ ନିଶା…

ବେଆଇନ କଫ ସିରପ ଚାଲାଣ ବେଳେ ୧୮ ବେପାରୀଙ୍କୁ ମାଡ଼ି ବସିଲା ବଲାଙ୍ଗିର ପୋଲିସ

ବଲାଙ୍ଗିର(କେନ୍ୟୁଜ୍): ଦାମୀ ଗାଡ଼ିରେ ଚୋରା ଚାଲାଣ। ଵଲାଙ୍ଗିର ପୋଲିସକୁ ବଡ ସଫଳତା । ବେଆଇନ କଫ ସିରପ ଚାଲାଣ ବେଳେ ୧୮ ବେପାରୀଙ୍କୁ ଗିରଫ କରିଛି ପୋଲିସ। ଜବତ ହୋଇଛି ୧୭ ଶହ ଅଧିକ ବୋତଲ। ବେଆଇନ ଭାବେ କଫ୍ ସିରପ ଚାଲାଣ ହେଉଥିବା ଖବର ପାଇ ଅଚାନକ ଚଢ଼ାଉ କରିଥିଲା ପୋଲିସ। ଵଲାଙ୍ଗିର ସହର…

ଭାରତର ୭ଟି କଫ୍‌ ସିରପ୍‌ ବ୍ୟାନ୍‌ କଲା WHO; ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ନକଲି ଔଷଧକୁ କଦାପି ବରଦାସ୍ତ କରାଯିବ ନାହିଁ

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଭାରତର ୭ଟି କଫ୍‌ ସିରପ୍‌ ଉତ୍ପାଦନକାରୀ କମ୍ପାନୀକୁ ବ୍ୟାନ୍‌ କରିଦେଇଛି। ଆଫ୍ରିକୀୟ ଦେଶ ଗାମ୍ବିଆ ସମେତ ସାରା ବିଶ୍ୱରେ ୩୦୦ ଲୋକଙ୍କ ମୃତ୍ୟୁ ପାଇଁ ସଙ୍ଗଠନ ସେମାନଙ୍କୁ ଦାୟୀ କରିଛି। ସେପଟେ ଏହି ମାମଲାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ…

ବେଆଇନ କଫ ସିରଫ ବିକ୍ରି ଅଭିଯୋଗରେ ଜଣେ ଗିରଫ

ପୁରୀ(କେନ୍ୟୁଜ ):  ଆଶ୍ରମ ଛକ ନିକଟରେ ବେଆଇନ କଫ ସିରଫ ବିକ୍ରି କରିବା ଅଭିଯୋଗରେ ଜଣକୁ ଗିରଫ କରିଛି ପୁରୀ ତାଳବଣିଆ ଥାନା ପୋଲିସ । ଗିରଫ ଅଭିଯୁକ୍ତ ମୋଚିସାହି ଅଞ୍ଚଳର ସୁନୀଲ ମହାପାତ୍ର । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ତାଳବଣିଆ ଥାନା ପୋଲିସ ଆଶ୍ରମ ଛକ ନିକଟରେ ଚଡାଉ କରି ଅଭିଯୁକ୍ତକୁ…

ଡାକ୍ତରଙ୍କ ବିନା ପରାମର୍ଶରେ ପିଲାଙ୍କୁ ଦିଅନ୍ତୁ ନାହିଁ ସର୍ଦ୍ଦି,କଫ୍‌ ସିରପ୍‌, ଅଧିକ ଆଣ୍ଟିବାୟୋଟିକ ସେବନ ହ୍ରାସ…

ନୂଆଦିଲ୍ଳୀ : କିଛି ଦିନ ତଳେ ଉଜବେକିସ୍ତାନରେ କଫ୍‌ ସିରଫ ଖାଇ ୧୮ ଶିଶୁଙ୍କର ପ୍ରାଣହାନୀ ଘଟିଥିବା ଜଣାଯାଇଛି । ନୋଏଡା ସ୍ଥିତ ଏକ ଭାରତୀୟ କମ୍ପାନୀର ଏହି କଫ୍‌ ସିରପ୍‌ ଖାଇବା ଦ୍ୱାରା ଶିଶୁମାନଙ୍କର ସ୍ୱାସ୍ଥ୍ୟ ବିଗିଡିବା ସହ ମୃତ୍ୟୁ ଘଟିଥିଲା ବୋଲି ସେଠାକାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…

WHOର ଚେତାବନୀ, ଯେତେ କାଶ ହେଲେ ବି ଏବେ ଏହି ୪ Cough syrupକୁ ବ୍ୟବହାର କରିବାକୁ କରାଯାଇଛି ମନା

ନୂଆଦିଲ୍ଲୀ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୁଧବାରରେ ଭାରତରେ ମୈଡେନ ଫାର୍ମାସ୍ୟୁଟିକଲ ଲିମିଟେଡ ପକ୍ଷରୁ ପ୍ରସ୍ତୁତ ହୋଇଥିବା କଫ-ଜ୍ୱର ସିରପକୁ ନେଇ ଆଲର୍ଟ ଜାରି କରିଛି। ବର୍ତ୍ତମାନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସ୍କାନରରେ ଭାରତରେ ପ୍ରସ୍ତୁତ ହେଉଥିବା କଫ୍ ସିରପ୍ । ଭାରତୀୟ କଫ୍ ସିରପ୍ ଯୋଗୁଁ…

କଫ ସିରପରେ ରନ୍ଧା ହୋଇଥିବା ଚିକେନ୍‌ କ’ଣ ଭଲ କରୁଛି କରୋନା! ୩୦ ମିନିଟ୍‌ ଧରି ରାନ୍ଧି ଖାଉଛନ୍ତି ଲୋକେ; ଖୁବ୍‌…

୨୦୧୯ଠାରୁ କରୋନା ସାରା ବିଶ୍ୱରେ ଏମିତି ବିନାଶ ଆଣିଛି, ଯାହାକୁ ଆଜି ପର୍ଯ୍ୟନ୍ତ ରୋକା ଯାଇପାରି ନାହିଁ। ଟିକାକରଣ ସତ୍ତ୍ୱେ ବିଶ୍ୱରେ କରୋନାର ତୃତୀୟ ଲହର ପିକ୍‌ ଉପରେ ଅଛି। ଏମିତିରେ ପ୍ରଥମରୁ ହିଁ ଲୋକେ କରୋନା ପାଇଁ ଘରୋଇ ଉପଚାର ଗ୍ରହଣ କରି ଆସୁଛନ୍ତି। ଭାରତରେ ଯେଉଁଠି ଲୋକମାନେ ପ୍ରଚୁର…

ବଲାଙ୍ଗିରରେ ୧୪ ହଜାର ୪ଶହ ବୋତଲ କଫ୍‌ ସିରପ୍‌ ଜବତ, ୨ ଗିରଫ

ବଲାଙ୍ଗିର: ବଲାଙ୍ଗିରରେ ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ। ୧୪ ହଜାର ୪ଶହ ବୋତଲ କଫ୍‌ ସିରପ୍‌ ଜବତ କରିଛି କଣ୍ଟାବାଞ୍ଜି ପୋଲିସ । ଏହାସହ ୨ ଜଣଙ୍କୁ ଗିରଫ କରାଯାଇଛି। ଏକ ଟ୍ରକରେ କଫ୍‌ ସିରପ୍‌ ଚାଲାଣ ହେଉଥିବା ପୋଲିସ ଖବର ପାଇଥିଲା । ଗାଡିଟି କଣ୍ଟାବାଞ୍ଜି ରାସ୍ତାରେ ଯାଉଥିବାବେଳେ…

ପୁରୀ କୁମ୍ଭାରପଡ଼ା ଥାନା ପୋଲିସର ଚଢ଼ାଉ: ଜବତ ହେଲା ବ୍ୟାପକ କଫ୍‌ ସିରପ୍‌ ଓ ନିଶା ବଟିକା, ଦୁଇ ଗିରଫ

ପୁରୀ: ପୁରୀ କୁମ୍ଭାରପଡ଼ା ଥାନା ପୋଲିସ ଚଢ଼ାଉ କରି ଜବତ କରିଛି ବ୍ୟାପକ କଫ୍‌ ସିରପ୍‌ ଓ ନିଶା ବଟିକା । ଅବାଧରେ ବେଆଇନ ବିକ୍ରି କରୁଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । କ୍ରିଷ୍ଣା ଗାର୍ଡେନରେ ବେଆଇନ ଭାବେ ଅପମିଶ୍ରିତ କଫ୍‌ ସିରପ୍‌ ପ୍ରସ୍ତୁତ ହେଉଥିବା ଖବର ପାଇଁ ପୋଲିସ…

ପିଲାଙ୍କୁ ଦିଆଯାଉଥିବା କଫ୍‌ ସିରପ୍‌ ପାଇଁ ଯାଉଛି ଜୀବନ, ୮ଟି ରାଜ୍ୟରେ ହେଲା ବ୍ୟାନ୍‌

କୋଲ୍ଡ ବେଷ୍ଟ-ପିସି (Coldbest-PC) ନାମକ କଫ୍‌ ସିରପ୍‌ ପିଲାମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବାରେ ଲାଗିଛି। ଯାହା ବ୍ୟାନ୍‌ ହେବା ପରେ ମଧ୍ୟ ମାର୍କେଟ୍‌ ରେ ଚୋରାରେ ବିକ୍ରି ହେଉଛି। ବାସ୍ତବରେ କାଶ ଏବଂ ଥଣ୍ଡା ସମୟରେ ଦିଆଯାଉଥିବା ଏହି ସିରପ୍‌ରେ ବିଷଧର ରସାୟନ ମିଳିଛି। ଯେଉଁ…

ତୁରନ୍ତ କାଶରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ତେବେ ସେବନ କରନ୍ତୁ ଏହି ସିରପ୍

ପ୍ରାୟତଃ ଲୋକମାନଙ୍କୁ ଅନେକ ସମୟରେ କାଶ ହୋଇଥାଏ। କିନ୍ତୁ ଏହା ସାଧାରଣ କଥା ନୁହେଁ କାରଣ କାଶ ଏକ ସଂକ୍ରମଣ ରୋଗ ହୋଇଥିବାରୁ ଏହା ପ୍ରତ୍ୟେକ ବୟସର ଲୋକମାନଙ୍କୁ ପ୍ରଭାବିତ କରିଥାଏ। ଏହାକୁ ଅଣଦେଖା ନକରି ଉପଯୁକ୍ତ ସମୟରେ ଉପଚାର କରିବା ଉଚିତ। କାଶ ପାଇଁ ଆପଣ ଔଷଧ ସେବନ କରିଥାନ୍ତି, କିନ୍ତୁ…