Browsing Tag

couple

ମାଓବାଦୀଙ୍କ ବର୍ବରକାଣ୍ଡ, ପୋଲିସ ଇନଫର୍ମର ସନ୍ଦେହରେ ଦମ୍ପତିଙ୍କୁ କଲେ ହତ୍ୟା

କନ୍ଧମାଳ (କେନ୍ୟୁଜ): କନ୍ଧମାଳରେ ମାଓବାଦୀଙ୍କ ବର୍ବରକାଣ୍ଡ । ଗୋଛାପଡ଼ା ଥାନା ସାଲୁଗୁଡ଼ା ପଞ୍ଚାୟତ କୁସେରୀ ଗାଁରେ ଦଂପତିଙ୍କୁ ହତ୍ୟା । ଗତକାଲି ରାତିରେ ସ୍ବାମୀ ଡାହିରା କହଁର ଓ ପତ୍ନୀ ବତାସୀ କହଁରଙ୍କୁ ମାଓବାଦୀମାନେ ଘରେ ପଶି ଗୁଳି କରି ହତ୍ୟା କରିଛନ୍ତି । ପୋଲିସ ଇନଫର୍ମର ସନ୍ଦେହରେ…

ଠାର ସାହାଯ୍ୟରେ ମନ ଦିଆନିଆ, ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଦିବ୍ୟାଙ୍ଗ

କଥାରେ ଅଛି ଖନି ବୁଝେ ଖନାର ଠାର । ତା ଠାର ଅନ୍ୟ କିଏ ବୁଝଇ । ମନ ଦେଲି ତତେ ଏକଥା ମୁଁ ଶଦ୍ଦରେ ପ୍ରକାଶ କରିପାରୁନି ସତ । କିନ୍ତୁ ତମେ ବୁଝିଯାଅ ଯେ ମୁଁ ତମକୁ ଭଲପାଏ କେତେ । ହଁ ଆଜ୍ଞା, କାନକୁ ଶୁଭୁନାହିଁ କି କଥା କହିପାରନ୍ତି ନାହିଁ ତଥାପି ଠାର ସାହାଯ୍ୟରେ ହୃଦୟ ଦେଇ ବିବାହ ବନ୍ଧନ ରେ…

କାହିଁକି ଦମ୍ପତିଙ୍କୁ ‘ହଂସୋ କା ଜୋଡା’ କୁହାଯାଏ ଏବଂ ଏହାର ଅର୍ଥ କ’ଣ?

ପ୍ରେମରେ ଥିବା ଲୋକଙ୍କ ପାଇଁ ଏହି ଫେବୃଆରୀ ମାସ ଅତ୍ୟନ୍ତ ସ୍ୱତନ୍ତ୍ର । କାରଣ ଏହି ମାସ ପାଳନ କରାଯାଏ ଭାଲେଣ୍ଟାଇନ୍ସ ସପ୍ତାହ । ଏହି ସମୟରେ ସେମାନେ ନିଜ ସାଥୀକୁ ନିଜର ପ୍ରେମ ବ୍ୟକ୍ତ କରିଥାନ୍ତି । ଆପଣ ନିଶ୍ଚିତ ଭାବରେ ଫିଲ୍ମ ମାନଙ୍କରେ 'ଦୋ ହଂସୋ କା ଯୋଡ଼ା' ଶୁଣିଥିବେ, ଯାହା ସାଧାରଣ…

ଚୀନରେ ଦମ୍ପତିଙ୍କୁ ମିଳିଲା ଫାଶୀ, ନିଜର ଦୁଇ ଶିଶୁଙ୍କୁ ୧୫ ତାଲା ବିଲ୍ଡିଂରୁ ଫିଙ୍ଗି ଦେଇଥିଲେ

ଚୀନରେ ଜଣେ ଦମ୍ପତିଙ୍କୁ ଫାଶୀ ଦଣ୍ଡ ମିଳିଛି । ଚେଙ୍ଗାକିଙ୍ଗ୍‌ରେ ଏକ ଆପାର୍ଟମେଣ୍ଟର ୧୫ ତାଲା ବିଲ୍ଡିଂରୁ ନିଜର ୨ ଶିଶୁଙ୍କୁ ଫିଙ୍ଗିବା ମାମଲାରେ ଅଭିଯୁକ୍ତ ଏବଂ ତାଙ୍କ ପ୍ରେମିକାଙ୍କୁ ଫାଶୀ ଦଣ୍ଡ ଦିଆଯାଇଛି । ଦେଶର ସର୍ବୋଚ୍ଚ ଅଦାଲତ ନିକଟରେ ଦମ୍ପତିଙ୍କ ପାଇଁ ମୃତ୍ୟୁ ଦଣ୍ଡାଦେଶ ଘୋଷଣା…

ଦମ୍ପତିଙ୍କୁ ଧକ୍କା ଦେଲା ଡମ୍ଫର : ଛିଣ୍ଡି ଗଲା ସ୍ୱାମୀର ହାତ, ସ୍ତ୍ରୀ ମୃତ

ଜଳେଶ୍ୱର (କେନ୍ୟୁଜ): ଶାଶୁଙ୍କ ଶ୍ରାଦ୍ଧ ଉତ୍ସବ ରେ ଯୋଗଦେବାକୁ ଯାଉଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଶିକାର ହେଲେ ସ୍ବାମୀ -ସ୍ତ୍ରୀ। ଦୁର୍ଘଟଣାରେ ସ୍ବାମୀଙ୍କ ହାତ ଛିଣ୍ତି ବାହାରି ଯାଇଥିବା ବେଳେ ସ୍ତ୍ରୀଙ୍କ ଦୁଇଟି ଗୋଡ କଟି ଯାଇଥିଲା। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ…

ଘରେ ପଶି ଦମ୍ପତିଙ୍କୁ ହାଣିଲା ଯୁବକ, ସ୍ତ୍ରୀ ସହ ପରକୀୟା ପ୍ରୀତି ଥିବା ସନ୍ଦେହ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ପାଣ୍ଡରା କିମ୍ଭିରିଆ ବସ୍ତିରେ ଯୁବକଙ୍କ ଉନ୍ମୁତ କାଣ୍ଡ। ଘରେ ପଶି ସ୍ୱାମୀ ସ୍ତ୍ରୀଙ୍କୁ ଛୁରା ମାଡ଼ କରିଛି ଯୁବକ। ଏହି ଆକ୍ରମଣରେ ଗୁରୁତର ହୋଇଥିବା ସ୍ୱାମୀ ସ୍ତ୍ରୀଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ କଟକ scbକୁ ସ୍ଥାନାନ୍ତର କରାଯାଇଛି।…

ସ୍ୱାମୀଙ୍କ ଏପରି କାମ ପତ୍ନୀଙ୍କ କ୍ରୋଧକୁ ବଢାଇଦିଏ, ଆପଣ ପୂର୍ବରୁ ହୋଇଯାଆନ୍ତୁ ସାବଧାନ

ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କରେ ପରସ୍ପର ମଧ୍ୟରେ ଝଗଡା ଏବଂ ଭଲପାଇବା ଲୁଚି ରହିଥାଏ। ସମ୍ପର୍କରେ ହସଖୁସି, ଥଟାମଜା ଇତ୍ୟାଦି ଭରି ରହିଥାଏ। କିନ୍ତୁ ବେଳେ ବେଳେ ଆପଣଙ୍କ କିଛି ଏପରି କାମ ପତ୍ନୀଙ୍କ କ୍ରୋଧକୁ ବଢାଇଦିଏ। ଯଦି ଆପଣଙ୍କ ନିଜ ପତ୍ନୀଙ୍କ କ୍ରୋଧରୁ ନିଜକୁ ବଞ୍ଚାଇବାକୁ ଚାହୁଁଚନ୍ତି…

ଛାଡ଼ପତ୍ର ପରେ ବି ପ୍ରେମରେ ପଡିଲେ ଦୂରେଇ ଯାଇଥିବା ଦମ୍ପତି, ଲୋକେ କହିଲେ ପ୍ରେମ ହେବ ତ ଏମିତି

ଅନେକ ପ୍ରେମ କାହାଣୀ ବିଷୟରେ ଶୁଣିଥିବେ। କିଛି ହୁଏତ ଆପଣଙ୍କୁ ହସାଇ ଥିବ ଆଉ କିଛି କନ୍ଦାଇ ଥିବ। ହେଲେ ବର୍ତ୍ତମାନ କିଛି ଦମ୍ପତିଙ୍କ ମଧ୍ୟରେ ଏପରି କଳହ ସୃଷ୍ଠି ହେଉଛି ଯାହାର ଶେଷ ହେଉଛି ଛାଡ଼ପତ୍ର। କିନ୍ତୁ ଆପଣ କେବେ ଭାବୁଛନ୍ତି କି ଛାଡ଼ ପତ୍ର ପରେ ଦମ୍ପତି ପ୍ରେମରେ ପଡିଛନ୍ତି ବୋଲି।…

ଏହି ଦମ୍ପତି ସବୁବେଳେ ରୁହନ୍ତି ନ୍ୟୁଡ୍‌! କୁହନ୍ତି, ‘ପୋଷାକ ପିନ୍ଧିଲେ ଅଶାନ୍ତ ଲାଗେ’; ଜାଣନ୍ତୁ କିଏ ସେମାନେ

ବଲିଉଡ୍‌ ଅଭିନେତା ରଣବୀର ସିଂ ନିଜର ନ୍ୟୁଡ୍‌ ଫଟୋଶୁଟ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ମହିଳାଙ୍କ ଭାବନାକୁ ଆଘାତ ପହଞ୍ଚାଇବା ଏବଂ ସେମାନଙ୍କ ଗାରିମା କ୍ଷୁର୍ଣ୍ଣ କରିବା ଅଭିଯୋଗରେ ପୋଲିସ ମାମଲା ରୁଜୁ କରିଛି। ରଣବୀରଙ୍କ ବିରୋଧରେ ଯେଉଁ ଧାରାରେ ମାମଲା ରୁଜୁ ହୋଇଛି, ତାହା ଅନୁସାରେ…

ଦୁଇ ବର୍ଷ ଧରି ପରସ୍ପରକୁ ଡେଟ୍‌ କରୁଥିଲେ ଯୁବତୀ, କିନ୍ତୁ ଏବେ ଜାଣିଲେ ସେମାନଙ୍କ ବାପା ଜଣେ

ଦୁଇ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଏବେ ଏକ କପଲଙ୍କୁ ସନ୍ଦେହ ହୋଇଛି ଯେ କାଳେ ସେମାନଙ୍କ ବାପା ଜଣେ। ଏହି ଆଶଙ୍କାରେ ଏବେ ଏହି ଯୋଡ଼ି ନିଜ ଡିଏନ୍‌ଏ ଟେଷ୍ଟ କରାଇବାକୁ ଚିନ୍ତା କରୁଛନ୍ତି। ଏମିତି କହି ଭିଡିଓ ସେୟାର କରିଛନ୍ତି ଏକ ସମଲିଙ୍ଗୀ ଯୋଡ଼ି। ଏହି ଯୋଡ଼ି ଭାବୁଛନ୍ତି ବୋଧେ…

ମହିଳାଙ୍କୁ ପସନ୍ଦ ନୁହେଁ ଏମିତି ପୁରୁଷ, କାହିଁକି ଜାଣନ୍ତୁ ….

କୌଣସି ପୁରୁଷଙ୍କ ସହ କଥା ହେବା ସମୟରେ ମହିଳା ସେମାନଙ୍କ ମଧ୍ୟରେ ଅନେକ କଥା ମାର୍କ କରନ୍ତି । ଏହାରି ଭିତରେ ଯଦି ଆପଣ କାହାକୁ ନିଜର ହୃଦୟ ଦେଇ ଦଉଛନ୍ତି ତେବେ ତ ଆପଣକୁ ତାଙ୍କ ବିଷୟରେ ଜାଣିବା ନିହାତି ଦରକାର । କିନ୍ତୁ ବଡକଥା ଆପଣଙ୍କୁ ଯେଉଁ ଝିଅଟି ମନ ଦଉଛି ତାର ପସନ୍ଦ ନା ପସନ୍ଦକୁ ନେଇ…

ଭାଲେଣ୍ଟାଇନ୍‌ ଡେ’ରୁ କପଲ ନିଜକୁ ଚେନ୍‌ରେ ବାନ୍ଧି କରୁଥିଲେ ଏହି କାମ, ହେଲା ଦୟନୀୟ ଅବସ୍ଥା

ମହଙ୍ଗା ପଡ଼ିଲା ନିଜକୁ ଜଞ୍ଜିରରେ ବାନ୍ଧି ପ୍ରେମ କରିବା। ଶେଷରେ ଜଞ୍ଜିର କାଟି ଅଲଗା ହେଲେ ଏକାଠି ରହୁଥିବା କପଲ। ୟୁକ୍ରେନ୍‌ର ଏହି କପଲ ନିଜ ପ୍ରେମକୁ ପରୀକ୍ଷା କରିବା ପାଇଁ ଗତ ଭାଲେଣ୍ଟାଇନ୍‌ ଡେ’ରେ ପରସ୍ପର ସହ ଚେନ୍‌ରେ ବାନ୍ଧି ହୋଇଥିଲେ। ୧୨୩ ଦିନ ପରେ ଉଭୟେ ଚେନ୍‌ କାଟି ଅଲଗା…