Browsing Tag

couple arrested

ରାଜଧାନୀରେ ୨ ମହଲା କୋଠା ହଡ଼ପ ଯୋଜନା ପଣ୍ଡ, ବନ୍ଧା ହେଲେ ଧୂର୍ତ୍ତ ଦମ୍ପତି

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଦୁଇ ମହଲା କୋଠା ହଡ଼ପ ଯୋଜନା ପଣ୍ଡ । ବନ୍ଧା ହେଲେ ମାଷ୍ଟର ମାଇଣ୍ଡ ଦମ୍ପତି । ନକଲି ରେଜିଷ୍ଟ୍ରି ରେକର୍ଡ ଓ ଦୁଷ୍କର୍ମ ମାମଲାରେ ଘର ମାଲିକଙ୍କୁ ଛନ୍ଦିବାକୁ ଉଦ୍ୟମ କରିଥିଲେ । ଶେଷରେ ନିଜ ଫାନ୍ଦରେ ଛନ୍ଦି ହୋଇଛନ୍ତି । ଚନ୍ଦଶେରପୁର ପୋଲିସ ଦମ୍ପତିଙ୍କୁ…

ଯାଜପୁର: POS ମେସିନ ଲଗାଇବା ଆଳରେ ଦୋକାନୀମାନଙ୍କୁ ଚୂନ ଲଗାଉଥିବା ଠକ ଦମ୍ପତି ଗିରଫ

ଯାଜପୁର ରୋଡ(କେନ୍ୟୁଜ୍): ବିଭିନ୍ନ ଦୋକାନରେ POS ବା ପଏଣ୍ଟ ଅଫ ସେଲ ମେସିନ ଲଗାଇବା ଆଳରେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରୁଥିବା ଦମ୍ପତିଙ୍କ ଗ୍ୟାଙ୍ଗକୁ କାବୁ କରିବାକୁ ସକ୍ଷମ ହୋଇଛି ଯାଜପୁର ପୋଲିସ। ଏହି ଠକଙ୍କ ଠାରୁ ନଗଦ  ଲକ୍ଷ ଟଙ୍କା,୬୩ଟି ଏଟିଏମ କାର୍ଡ,ଗୋଟିଏ କ୍ରେଡିଟ କାର୍ଡ,୭ଟି…

ଯାଜପୁର: ଜିଲ୍ଲାପରିଷଦ ସଭ୍ୟାଙ୍କ ଚରିତ୍ରକୁ ଇଙ୍ଗିତ କରି ଆପତ୍ତିନକ ପୋଷ୍ଟ କରିବା ଅଭିଯୋଗରେ ଦମ୍ପତି ଗିରଫ  

ଯାଜପୁର ଟାଉନ(କେନ୍ୟୁଜ୍): ସାମାଜିକ ଗଣମାଧ୍ୟମ ଫେସବୁକରେ ଆପତ୍ତିନକ ପୋଷ୍ଟ କରିବା ଅଭିଯୋଗରେ ପୁଣି ଥରେ ଦମ୍ପତି ଗିରଫ । ଯାଜପୁର ଦଶରଥପୁର ବ୍ଲକ ୭ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟା ମାମିନା ମଲ୍ଲିକଙ୍କ ଚରିତ୍ରକୁ ଇଙ୍ଗିତ କରି ପାଲଟପୁର ପଞ୍ଚାୟତର ଜ୍ୟୋତ୍ସ୍ନା ମହାପାତ୍ର ଏବଂ ସ୍ଵାମୀ…

ସପିଂ ମଲରେ ପ୍ରେମ ନିବେଦନ କଲେ ପ୍ରେମିକ, ତାପରେ ଦୁହିଁଙ୍କୁ. . .

ଇରାନର ସପିଂ ମଲରେ ଲୋକଙ୍କ ଭିଡ ମଝିରେ ରିଂ ପିନ୍ଧାଇବାରୁ ଏକ ଯୋଡିକୁ ଗିରଫ କରାଯାଇଛି। ଏହି ମାମଲା ଉତ୍ତର ସହର ଅରକର ଅଟେ। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ମଧ୍ୟ ପୋଷ୍ଟ କରାଯାଇଛି। ଯେଉଁଠି ଦେଖା ଯାଉଛି ଯେ ଯୁବକ ନିଜର ପ୍ରେମିକାକୁ ଭିଡ ମଝିରେ ମୁଦି ପିନ୍ଧାଉଛି। ଭୂମିରେ ଗୋଲାପ…