ବାପାର ଅମାନୁଷିକ କାଣ୍ଡ ପରେ ମୃତ୍ୟୁ ସହ ସଂଗ୍ରାମ କରୁଛି ପୁଅ, ଏପଟେ ସରିଲା ବୋହୂର ସତ୍କାର
ବାଙ୍କୀ/କଟକ: ଘରଦ୍ୱାର ସବୁ ଜଳି ପୋଡି ଛାରଖାର୍ । କେଉଁଠି ଦରପୋଡା ପୋଷାକ ପଡିଛି ତ କେଉଁଠି ଆସବାବ ପତ୍ର ଜଳି ଯାଇଛି । କେଉଁଠି ତାଟିଆରେ ଛିଡା ରୁଟିକୁ କ୍ଷୀର ଥୁଆ ହୋଇଛି କେଉଁଠି ପାଣି ବୋତଲ ତରଳି ଯାଇଛି । ଯେମିତି ସର୍ବଗିଳା ନିଆଁ ଆଁରେ ସବୁ କିଛି ଅଙ୍ଗାର ହୋଇଯାଇଛି । ଏପଟେ…