Browsing Tag

couple dead body

ଟ୍ରେନ୍ ଧକ୍କାରେ ଚାଲିଗଲା ଦମ୍ପତିଙ୍କ ଜୀବନ, ଏକ କିଲୋମିଟର ଦୂରରେ ପଡ଼ିଛି ମୃତଦେହ

ଲକ୍ଷ୍ମୀପୁର:  ଟ୍ରେନ୍ ଧକ୍କାରେ ଚାଲିଗଲା ଦମ୍ପତିଙ୍କ ଜୀବନ । ରେଳ ଷ୍ଟେସନ ଠାରୁ ଏକ କିଲୋମିଟର ଦୂରରେ ପଡ଼ିଛି ମୃତଦେହ । ଆଜି ସକାଳେ ଲକ୍ଷ୍ମୀପୁର ରେଲୱେ ଷ୍ଟେସନ ନିକଟସ୍ଥ ଭୂଇପାଟନି ଗାଁ ନିକଟରେ ଯାଇଥିବା ରେଲୱେ ଟ୍ରାକ୍‌ରେ ଉଭୟଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ମୃତକ ଦୁଇ ଜଣ…

ଡକାଡକି ହୋଇ ଚାଲିଗଲେ ଦମ୍ପତି, ଘରେ ସ୍ତ୍ରୀ ଓ ଦୁର୍ଘଟଣାରେ ଆଖିବୁଜିଲେ ସ୍ବାମୀ

ଢେଙ୍କାନାଳ(କେନ୍ୟୁଜ୍):  ଏମିତି ବି ଆସେ ମୃତ୍ୟୁ । ଘର ଭିତରୁ ସନ୍ଦେହଜନକ ଭାବରେ ସ୍ତ୍ରୀର ମୃତଦେହ ଉଦ୍ଧାର ହୋଇଛି । ଅନ୍ୟପଟେ ଦୁର୍ଘଟଣାରେ ଯାଇଛି ସ୍ୱାମୀଙ୍କ ଜୀବନ । ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଦିଲ୍ଲୀପ…

ମୟୁରଭଞ୍ଜ: ୩ ଦିନ ପରେ ମିଳିଲା ନିଖୋଜ ଦମ୍ପତ୍ତିଙ୍କ ମୃତଦେହ, ହାଣିବା ପରେ ପଥରରେ ବାନ୍ଧି ଫିଙ୍ଗି ଦିଆଯାଇଥିଲା…

ମୟୁରଭଞ୍ଜ : ୩ ଦିନ ପରେ ମିଳିଲା ନିଖୋଜ ଦମ୍ପତ୍ତିଙ୍କ ମୃତଦେହ। ଦମ୍ପତ୍ତିଙ୍କୁ ହାଣିବା ପରେ ପଥରରେ ବାନ୍ଧି ଡ୍ୟାମ୍ ଭିତରେ ଫିଙ୍ଗାଯାଇଥିଲା। ଆଜି ଡ଼ିଫା ଟିମ୍ ମୃତଦେହ ଉଦ୍ଧାର କରିଛି। ମୃତକ ଦୁଇ ଜଣ ମୟୁରଭଞ୍ଜ କପ୍ତିପଦା ଥାନା ସୀତାରାମ ସାହିର ସୀତାରାମ ସିଂ ଓ ଲେତ ସିଂ। ଫୁଟବଲ ମ୍ୟାଚ୍…

କଳାହାଣ୍ଡି: ସନ୍ଦେହ ଜନକ ଅବସ୍ଥାରେ ପ୍ରୋମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

କଳାହାଣ୍ଡି(କେନ୍ୟୁଜ୍): ରାଜ୍ୟରେ ରଜ ଉତ୍ସବକୁ ନେଇ ଖୁସି ମହୋଲ ଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଆମପାଣି ଥାନା ଡୁଡୁକାଠେଙ୍ଗା ଗାଁରେ ସନ୍ଦେହ ଜନକ ଅବସ୍ଥାରେ ପ୍ରୋମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଏକ…