Browsing Tag

couple death

ମହାନଦୀ ବ୍ରିଜ ଉପରେ ଦମ୍ପତିଙ୍କୁ ଧକ୍କା ଦେଲା ଆମ୍ବୁଲାନ୍ସ, ସ୍ୱାମୀ-ସ୍ତ୍ରୀ ମୃତ; ବର୍ତ୍ତିଲେ ୨ ଶିଶୁ

ବୌଦ୍ଧ (କେନ୍ୟୁଜ) : ବୌଦ୍ଧ ଟାଉନ ଥାନା ମହାନଦୀ ବ୍ରିଜ ଉପରେ ଦୁର୍ଘଟଣା । ଦମ୍ପତିଙ୍କୁ ଧକ୍କା ଦେଲା ଆମ୍ବୁଲାନ୍ସ । ଫଳରେ ଘଟଣାସ୍ଥଳରେ ସ୍ବାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥି…

ବାହାଘର ରାତି ପାଲଟିଲା ଶେଷ ରାତି, ହାର୍ଟଆଟାକରେ ବରକନ୍ୟା ମୃତ

ବାହାଘର ରାତି ପାଲଟିଲା ଶେଷ ରାତି । ନବବିବାହିତ ଯୋଡି ବାହାଘର  ସରିବା ପରେ ରୁମରେ ଯାଇ ଶୋଇଥିଲେ । କିନ୍ତୁ ପରଦିନ ସକାଳୁ ଉଠିନଥିଲେ । ଘର ଲୋକ ବ୍ୟସ୍ତ ହୋଇ କବାଟ ଖୋଲିବା ପରେ ଉଭୟ ମୃତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ତେବେ ଦୁହିଁଙ୍କର ମୃତ୍ୟୁ ହାର୍ଟ ଆଟାକରେ ହୋଇଥିବା…

ଏମିତି ବି ଆସେ ମରଣ, ସ୍ତ୍ରୀର ମୃତ୍ୟୁ ଖବର ପାଇ ଆସୁଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ସ୍ୱାମୀର ଅକାଳ ବିୟୋଗ

ମୟୂରଭଞ୍ଜ : ଏମିତି ବି ଆସେ ମରଣ। ସ୍ତ୍ରୀର ମୃତ୍ୟୁ ଖବର ପାଇ ଆସୁଥିବା ବେଳେ ଅଜଣା ଗାଡ଼ି ଧକାରେ ସ୍ୱାମୀର ଅକାଳ ବିୟୋଗ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଶିଆଳିନୋଇ ଗାଁରେ। ମୃତକ ହେଲେ ଜେମା ସିଂ ଓ ତାଙ୍କ ସ୍ୱାମୀ ପ୍ରଫୁଲ୍ଲ ସିଂ। ଜେମାଙ୍କୁ ଜ୍ୱର…

ବାଲେଶ୍ୱର: ଏକାଠି ଜଳିଲା ସ୍ୱାମୀ-ସ୍ତ୍ରୀଙ୍କ ଜୁଇ, ଗାଁରେ ଶୋକାକୁଳ ପରିସ୍ଥିତି

ବାଲେଶ୍ୱର(କେନ୍ୟୁଜ୍): ଏକାଠି ଜଳିଲା ସ୍ୱାମୀ-ସ୍ତ୍ରୀଙ୍କ ଜୁଇ। ଏଭଳି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ। କୁରୁଡ଼ା ପଞ୍ଚାୟତର ବଣପାରିଆ ଗାଁର ସୁରେନ୍ଦ୍ର ମଲ୍ଲିକଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା। ଶେଷ କୃତ୍ୟ ପାଇଁ ମର ଶରୀରକୁ ଗାଁ ଶ୍ମଶାନକୁ ନିଆଯାଇଥିବା ବେଳେ ଖବର ଆସିଲା…

ନୟାଗଡ଼ରେ ଅଭାବନୀୟ ଘଟଣା, ଗୋଟିଏ ଜୁଇରେ ଜଳିଲା ସ୍ୱାମୀ-ସ୍ତ୍ରୀଙ୍କ ଚିତା

ନୟାଗଡ଼(କେନ୍ୟୁଜ୍):ଗୋଟିଏ ଜୁଇରେ ଜଳିଲା ସ୍ୱାମୀ-ସ୍ତ୍ରୀଙ୍କ ଚିତା । ଏଭଳି ଅଭବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲାରେ । ମୃତକମାନେ ହେଲେ ବାଉଁସିଆପଡ଼ା ଗାଁର ଅଇଁଠା ନାୟକ ଓ ତାଙ୍କ ପତ୍ନୀ ସୁକୁରି ନାୟକ । ଅସୁସ୍ଥତା ଯୋଗୁ ସୁକୁରି ନୟାଗଡ଼ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏତିକିବେଳେ…

ଭାଲେଣ୍ଟାଇନ ଡେ ପୂର୍ବରୁ ପ୍ରେମୀଯୁଗଳଙ୍କ ହତ୍ୟା , ଖଣ୍ଡଖଣ୍ଡ କରିବା ପରେ ନିଆଁରେ ଜଲାଇଲେ ସଂପର୍କୀୟ

ଗୟା : ବିହାରର ଗୟା ଅଞ୍ଚଳର ଏକ ପ୍ରେମୀଯୁଗଳକୁ ଭଲ ପାଇବା ପଡ଼ିଛି ମହଙ୍ଗା। ଭଲ ପାଉଥିବା କାରଣରୁ ତାଙ୍କ ସଂପର୍କୀୟ ଖାଲି ତାଙ୍କର ହତ୍ୟା କରିନାହାନ୍ତି ବରଂ ତାଙ୍କ ଶରୀରକୁ ଖଣ୍ଡଖଣ୍ଡ କରି ପେଟ୍ରୋଲରେ ଜଳାଇ ଦେଇଛନ୍ତି। ଘଟଣାରେ ସପୃକ୍ତଥିବା ଝିଅର ବାପା, ଦାଦା ଏବଂ ଭାଇକୁ ଏବେ ପୋଲିସ ଗିରଫ…