ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅଭିନେତ୍ରୀ ଦିବ୍ୟା , ଫେବୃଆରୀ ୨୦ରେ ହେବ ଗ୍ରାଣ୍ଡ ୱେଡିଙ୍ଗ
ଟିଭି ଅଭିନେତ୍ରୀ ତଥା ବିଗ୍ ବସ୍ ଓଟିଟି ସିଜନ୍ ୧ର ବିଜେତା ଦିବ୍ୟା ଅଗ୍ରୱାଲ ତାଙ୍କ ବିବାହ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି । ଏହି ଅଭିନେତ୍ରୀ ତାଙ୍କ ବଏଫ୍ରେଣ୍ଡ ଅପୁର୍ଭ ପଡଗାଓଁକରଙ୍କ ସହ ବିବାହ କରିବାକୁ ଯାଉଛିନ୍ତି । ତେବେ ଦୁଇଜରଙ୍କ ବିବାହ ପ୍ରସ୍ତୁତି ଶେଷ ହୋଇଛି । ସେମାନଙ୍କର…