ସ୍ୱାମୀ ସହିତ ହନିମୁନ କରିବାକୁ ଯାଇ ହୋଟେଲରୁ ଆଉ କାହା ସହିତ ଫେରାର ହୋଇଗଲେ ଯୁବତୀ, ଥାନାର ଦ୍ୱାରସ୍ଥ ହେଲେ ସ୍ୱାମୀ
ବିବାହର ୭ ଦିନ ପରେ ସ୍ୱାମୀ ସହିତ ହନିମୁନ କରିବାକୁ ଯାଇ ହୋଟେଲରୁ ଗାଏବ ହୋଇଗଲା କନ୍ୟା । ଶେଷରେ ଥାନାର ଦ୍ୱାରସ୍ଥ ହେଲେ ଯୁବକ । ରାଜସ୍ଥାନ ଜୟପୁରରେ ଦେଖିବାକୁ ମିଳିଛି ଏଭଳି ଘଟଣା ।
ଖବର ମୁତାବକ, ମଧ୍ୟପ୍ରଦେଶରୁ ରାଜସ୍ଥାନ ଜୟପୁରକୁ ହନିମୁନ ମନାଇବା ପାଇଁ ଆସିଥିଲେ ଦମ୍ପତି । ଦୁହେଁ…