Browsing Tag

couple suicide

ବାଙ୍କୀ: କାହିଁକି ଜୀବନ ହାରିଲେ ନବ ଦମ୍ପତି ? ତଦନ୍ତ କରୁଛି ପୋଲିସ

ବାଙ୍କୀ(କେନ୍ୟୁଜ୍): କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ କାହିଁକି ଜୀବନ ହାରିଲେ ନବ ଦମ୍ପତି ? ବିବାହର ୬ ମାସ ପରେ ଆତ୍ମହତ୍ୟା କଲେ କାହିଁକି ? ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ଖୋଳତାଡ କରୁଛି ବାଙ୍କୀ ଥାନା ପୋଲିସ । ମୃତକ ହେଲେ ଭେଡା ରାମଚନ୍ଦ୍ରପୁର ଗାଁର ଲକ୍ଷ୍ମୀଧର ସାହୁ ଓ ସ୍ତ୍ରୀ…

ଘର ଭିତରୁ ନବଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ୭ ମାସ ତଳେ ହୋଇଥିଲା ବିବାହ

ବାଙ୍କୀ (କେନ୍ୟୁଜ୍) : ଉଦ୍ଧାର ହେଲା ନବଦମ୍ପତିଙ୍କ ମୃତଦେହ। ଘର ଭିତରୁ ଦୁଇ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମାତ୍ର ୭ ମାସ ତଳେ ଦୁଇ ଜଣଙ୍କ ବିବାହ ହୋଇଥିଲା। ବାଙ୍କୀ ଭେଡା ରାମଚନ୍ଦ୍ରପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ଆଜି ସକାଳେ କବାଟ ନ ଖୋଲିବାରୁ ଘର ଲୋକ ପୋଲିସକୁ ଖବର…

ଋଣ ଟଙ୍କା ନେବା ପାଇଁ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଘରେ ବସିରହିଥିଲେ ଫାଇନାନ୍ସ କର୍ମଚାରୀ, ସୁଝି ନପାରିବାରୁ ଝୁଲିପଡ଼ିଲେ…

ଖୋର୍ଦ୍ଧା(କେନ୍ୟୁଜ୍): ଋଣ ଭାର ସହିନପାରି ଝୁଲିପଡ଼ିଲେ। ଘର ଭିତରୁ ଉଦ୍ଧାର ହେଲା ବୃଦ୍ଧ ଦମ୍ପତିଙ୍କ ଝୁଲନ୍ତା ମୃତଦେହ। ମୃତକ ଦୁଇ ଜଣ ବାନାମ୍ବର ବେହେରା ଓ ବନିତା ବେହେରା ପୁରୀ ଜିଲ୍ଲା କଣାସ ଥାନା ଅଁଳାଯୋଡ଼ି ଉପରସାହି ଗାଁରେ ଏହି ଅଘଟଣ ଘଟିଛି। ସୂଚନା ଅନୁଯାୟୀ ଏକ ଘରୋଇ ଅର୍ଥ ଲଗାଣ…

ଶିକ୍ଷକ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

 ବ୍ରହ୍ମପୁର (କେନ୍ୟୁଜ):  ବ୍ରହ୍ମପୁରରେ ଶିକ୍ଷକ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାଯାଇଛି। ବ୍ରହ୍ମପୁର ପାଟପୁର ଥାନା ଡେଙ୍ଗାଡ଼ିରେ ଘଟିଛି ଏହି ଆତ୍ମହତ୍ୟା ଉଦ୍ୟମ। ଏଥିରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ସ୍ୱାମୀ ଗୁରୁତର ହୋଇପଡିଛନ୍ତି। ଗୁରୁତର ଅବସ୍ଥାରେ ସ୍ୱାମୀଙ୍କୁ…

ରାଜଧାନୀରେ ବିଷ ପିଇ ଜୀବନ ହାରିଲେ ପ୍ରେମୀ ଯୁଗଳ

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା। ଘର ଭିତରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ପ୍ରେମୀ ଯୁଗଳ। ଭରତପୁର ଥାନା ଫୁଲେଶ୍ବରୀ ବସ୍ତିରେ ଆତ୍ମହତ୍ୟା କରିଛନ୍ତି ଏହି ପ୍ରେମୀ ଯୁଗଳ। ମୃତଦେହକୁ ଜବତ କରି ଏମ୍ସ ପଠାଇଛି ପୋଲିସ୍। ସୂଚନା ମୁତାବକ, ଯୁବକଙ୍କ ଘର…

ଲକ୍ଷ୍ମୀସାଗର ସିଦ୍ଧିବିନାୟକ ଆପାର୍ଟମେଣ୍ଟ ଘଟଣା: ପତ୍ନୀଙ୍କ ପରେ ଆଖି ବୁଜିଲେ ସ୍ୱାମୀ, ଚିକିତ୍ସାଧୀନ ଅବସ୍ଥାରେ…

ଭୁବନେଶ୍ୱର(କେନ୍ୟୁଜ୍): ପତ୍ନୀଙ୍କ ପରେ ଆଖି ବୁଜିଲେ ସ୍ୱାମୀ। ଚିକିତ୍ସାଧୀନ ଅବସ୍ଥାରେ ହାଇଦ୍ରାବାଦରେ ସ୍ୱାମୀ ସଂଜୟ ପେରିୱାଲାଙ୍କ ମୃତ୍ୟୁ ହୋଇଛି। ଗତ ୧୫ ତାରିଖରେ ଭୁବନେଶ୍ୱର ଲକ୍ଷ୍ମୀସାଗରସ୍ଥିତ ସିଦ୍ଧିବିନାୟକ ଆପାର୍ଟମେଣ୍ଟରେ ଘଟିଥିଲା ଅଘଟଣ। ସ୍ତ୍ରୀ ସଂଜନା ପେରିୱାଲାଙ୍କ…

ବୁଗୁଡ଼ା ସିମାଞ୍ଚଳ ମାର୍ଗରେ ବନ୍ଦ ଘରୁ ସ୍ବାମୀ ଓ ସ୍ତ୍ରୀଙ୍କ ମୃତ ଦେହ ଉଦ୍ଧାର

ଭଞ୍ଜନଗର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ, ବୁଗୁଡ଼ା ସହରର ସିମାଞ୍ଚଳ ମାର୍ଗରେ ଅଭାବନୀୟ ଘଟଣା ନଜରକୁ ଆସିଛି । ଗୋଟିଏ ଘରୁ ସ୍ବାମୀ ଓ ସ୍ତ୍ରୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ସ୍ବାମୀର ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ ହୋଇଥିବା ବେଳେ ସ୍ତ୍ରୀର ମୃତଦେହ ଘରର ଚଟାଣ ଉପରେ…

ଭଡାଘରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର(କେନ୍ୟୁଜ): ଯାଜପୁର ରୋଡ଼ ଥାନା ଦଳା ଗ୍ରାମ ଶିବ ମନ୍ଦିର ନିକଟରେ ନବ ଦମ୍ପତିଙ୍କ ଆତ୍ମହତ୍ୟା। ଏକ ଭଡ଼ା ଘରେ ଗୋଟିଏ ଫ୍ୟାନରେ ବେକରେ ରଶି ଲଗାଇ ଉଭୟେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ମୃତକ ବାଲେଶ୍ଵର ଜିଲ୍ଲା ସଦର ଥାନା ଫୁଲଓ୍ବାର କସବା…

ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ: ସ୍ତ୍ରୀର ମୃତ, ସ୍ୱାମୀ ଗୁରୁତର

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ଲକ୍ଷ୍ମୀସାଗରରେ ଚାଞ୍ଚଲ୍ୟ। ଆପାର୍ଟମେଣ୍ଟରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ। ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀର ଅବସ୍ଥା ଗମ୍ଭୀର ରହିଛି। ସିଦ୍ଧିବିନାୟକ ଆପାର୍ଟମେଣ୍ଟରେ ଘଟିଛି ଅଘଟଣ। ପୁଅଝିଅ ସ୍କୁଲ ଯାଇଥିବା ବେଳେ ଫ୍ୟାନରେ ଓଢଣୀ ଲଗାଇ…

ଋଣ ପାଇଁ ଦମ୍ପତିଙ୍କ ଆତ୍ମହତ୍ୟା ! କାନ୍ଥରେ କଳା ଅଙ୍ଗାରରେ ଲେଖିଲେ ‘ଆମେ ଉଭୟ ବିଷ ପିଇବା ପରେ ରଶି ଲଗାଇ…

ଢେଙ୍କାନାଳ(କେନ୍ୟୁଜ): ଋଣ ପାଇଁ ଦମ୍ପତିଙ୍କ ଆତ୍ମହତ୍ୟା ! ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା କାଙ୍କଡ଼ପାଳ ଗାଁରେ । ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଘର କାନ୍ଥରେ କଳା ଅଙ୍ଗାରରେ ଲେଖା ହୋଇଛି ଆମେ ବିଷ ପିଇଛୁ -ଉଭୟ ବିଷ ପିଇବା…

ବିବାହ ପାଇଁ ମିଳିଲାନି ପରିବାରର ଅନୁମତି, ଗଛରେ ଝୁଲିପଡିଲେ ପ୍ରେମୀ ଯୁଗଳ

ଗଞ୍ଜାମ(କେନ୍ୟୁଜ୍‌): ଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲା ଜରଡା ଥାନା ସାମନ୍ତରାପୁର ଗାଁ ଆମ୍ବ ତୋଟାରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ୨ ଜଣ ସେହି ଗାଁର ସୋନୁ ବେହେରା ଓ ସୁନିତା ପ୍ରଧାନ । ଉଭୟ ବିବାହ କରିବାକୁ ଚାହୁଁଥିବା ବେଳେ ଘର ଲୋକ ଏଥିରେ…

ଗଞ୍ଜାମ ପୋଡାମାରିରେ ଅଭାବନୀୟ ଘଟଣା: ବିଷ ପିଇ ଦମ୍ପତିଙ୍କ ଆତ୍ମହତ୍ୟା !

ବ୍ରହ୍ମପୁର(କେନ୍ଯୁଜ୍): ବିଷ ପିଇ ଦମ୍ପତିଙ୍କ ଆତ୍ମହତ୍ୟା ଅଭିଯୋଗ। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଡାମାରିରେ ଅଭାବନୀୟ ଘଟଣା। ଗତ ରାତିରେ ଭଞ୍ଜସାହିର ସନ୍ତୋଷ ଗୌଡ଼ ଏବଂ ତାଙ୍କ ସ୍ତ୍ରୀ ନୟନୀ ଗୌଡ଼ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ତେବେ କେଉଁ କାରଣରୁ ବିଷ ପିଇଛନ୍ତି ତାହା ଅସ୍ପଷ୍ଟ…