କେରଳରେ ଖୋଲିଲା ଦୁନିଆର ପ୍ରଥମ ଡିଜିଟାଲ୍ କୋର୍ଟ, ଜାଣନ୍ତୁ ଏହା କିପରି କାମ କରେ?
ଦେଶର ପ୍ରଥମ ଡିଜିଟାଲ କୋର୍ଟ କେରଳର କୋଲ୍ଲମରେ ଖୋଲିଛି । କିନ୍ତୁ ବର୍ତ୍ତମାନ ଏହାର ଉଦଘାଟନ ପରଠାରୁ ସୋସିଆଲ ମିଡିଆରେ ଡିଜିଟାଲ କୋର୍ଟ ବିଷୟରେ ଅନେକ ପ୍ରଶ୍ନ ପଚରାଯାଉଛି । ସବୁଠାରୁ ବଡ ପ୍ରଶ୍ନ ହେଉଛି ଡିଜିଟାଲ କୋର୍ଟ କ’ଣ ଏବଂ ଏହା କିପରି କାମ କରେ । ଆଜି ଆମେ ଆପଣଙ୍କୁ ଏହା ବିଷୟରେ…