ଅଭଦ୍ର ଟିପ୍ପଣୀ ମାମଲା: କୋର୍ଟରେ ହାଜର ହେଲେ ଜୟାପ୍ରଦା, ଜାରି ହୋଇଥିଲା ଜାମିନ ବିହୀନ ଓ୍ଵାରେଣ୍ଟ୍
ରାମପୁରର ପୂର୍ବତନ ସାଂସଦ ତଥା ଅଭିନେତ୍ରୀ ଜୟାପ୍ରଦା ତାଙ୍କ ବିରୋଧରେ ହୋଇଥିବା ଏକ ଅଭଦ୍ର ଟିପ୍ପଣୀ ମାମଲାରେ ମୁରାଦାବାଦ ଏମ୍ପି/ଏମ୍ଏଲ୍ଏ କୋର୍ଟରେ ହାଜର ହୋଇଛନ୍ତି । ସେ ନିଜର ବୟାନ ରେକର୍ଡ କରାଇବାକୁ କୋର୍ଟରେ ପହଞ୍ଚିଥିଲେ । କହି ରଖୁଛୁ ଯେ ୨୦୧୯ରେ ଏକ ଅଭଦ୍ର ଟିପ୍ପଣୀ ମାମଲାରେ…