Browsing Tag

covaxin

Covaxinର ୫ କୋଟି ଡୋଜ୍‌ ନଷ୍ଟ ହେବା ସ୍ଥିତିରେ…୨୦୨୩ ଆରମ୍ଭରେ ହୋଇଯିବ ଏକ୍ସପାୟର; କାରଣ ଜଣାଇଲା କମ୍ପାନୀ

ଭାରତ ବାୟୋଟେକ୍ କରୋନା ଟିକା COVAXINକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି। କମ୍ପାନୀ କହିଛି କି, ଏହା ପାଖରେ ପଡ଼ିଥିବା କରୋନା ଟିକାର ୫ କୋଟି ଡୋଜ ୨୦୨୩ ପ୍ରାରମ୍ଭରେ ଏକ୍ସପାୟର ହେବାକୁ ଯାଉଛି। କମ୍ପାନୀ କହିଛି, ଖରାପ ଚାହିଦା ହେତୁ କୌଣସି କ୍ରେତା ମିଳୁ ନାହାନ୍ତି, ଯେଉଁ କାରଣରୁ…

ଭାରତ ବାୟୋଟେକର କୋଭାକ୍ସିନ୍‌ ଟିକାକୁ ୬ରୁ ୧୨ ବର୍ଷ ପିଲାଙ୍କୁ ଦେବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ(କେନ୍ୟୁଜ୍‌): ୬ରୁ ୧୨ ବର୍ଷ ପିଲାଙ୍କୁ କୋଭିଡ଼ ଟିକା। ଭାରତ ବାୟୋଟେକର କୋଭାକ୍ସିନ୍‌କୁ  ୬ରୁ ୧୨ ବର୍ଷ ପିଲାଙ୍କୁ ଦେବାନେଇ ମିଳିଛି ଅନୁମତି। ପିଲାଙ୍କୁ କୋଭାକ୍ସିନ ଟିକା ଦେବାକୁ DCGIର ଅନୁମତି ମିଳିଥିବା ସୂଚନା ମିଳିଛି।

ଏବେ ମାତ୍ର ୨୨୫ ଟଙ୍କାରେ ନେଇପାରିବେ କୋଭିସିଲ୍ଡ ଓ କୋଭାକ୍ସିନ୍‌ର ବୁଷ୍ଟର ଡୋଜ୍‌, ଘୋଷଣା କଲା କମ୍ପାନୀ

ନୂଆଦିଲ୍ଲୀ: କୋଭିସିଲ୍ଡ ଭ୍ୟାକ୍‌ସିନ୍‌ର ବୁଷ୍ଟର ଡୋଜ୍‌ ପାଇଁ ଦେବାକୁ ପଡ଼ିବନି ୬୦୦ ଟଙ୍କା। ଏବେ ମାତ୍ର ୨୨୫ ଟଙ୍କା ଦେଇ ଲୋକମାନେ ବୁଷ୍ଟର ଡୋଜ୍‌ ନେଇପାରିବେ। ଶନିବାର ଦିନ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ସିଇଓ ଅଦାର ପୁନାଓ୍ଵାଲା ଘୋଷଣା କରିଛନ୍ତି ଯେ ପ୍ରାଇଭେଟ୍‌…

ଭାରତ ବାୟୋଟେକ୍‌କୁ ବଡ଼ ଝଟ୍‌କା! କୋଭାକ୍ସିନ୍‌ର ଅନ୍ତର୍ଜାତୀୟ ସପ୍ଲାଏ ସସ୍‌ପେଣ୍ଡ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଭାରତ ବାୟୋଟେକ୍‌କୁ ବଡ଼ ଝଟ୍‌କା। କରୋନା ଟିକା କୋଭାକ୍ସିନ୍‌ର ଅନ୍ତର୍ଜାତୀୟ ସପ୍ଲାଏ ଉପରେ ରୋକ୍‌ ଲଗାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଏହି ଟିକାକୁ ସଂକ୍ରମଣ ଦୂର କରିବାକୁ ଗରିବ ଦେଶକୁ ପ୍ରଦାନ କରାଯାଉଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁତାବକ, ଗୁଡ୍‌ ମ୍ୟାନୁଫ୍ୟାକ୍‌ଚରିଂ ପ୍ରାକ୍ଟିସ୍‌…

ଶସ୍ତା ହେବ କୋଭିଡ ଟିକା ; ଖୁବ ଶୀଘ୍ର ଆପଣଙ୍କ ନିକଟସ୍ଥ ଔଷଧ ଦୋକାନରେ ହେବ ଉପଲବ୍ଧ

ନୂଆଦିଲ୍ଲୀ : ଖୁବଶୀଘ୍ର ବଜାରରେ ଉପଲବ୍ଧ ହେବ କରୋନା ଟିକା କୋଭାକ୍ସିନ ଓ କୋଭିଶିଲ୍ଡ । ଆଣ୍ଟି-କୋଭିଡ୍ ଟିକା କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ପ୍ରତି ଡୋଜର ମୂଲ୍ୟ ୨୭୫ ଟଙ୍କାରୁ ଅଧିକ ହେବ ନାହିଁ । ଅତିରିକ୍ତ ସେବା ଚାର୍ଜର ମୂଲ୍ୟ ୧୫୦ ଟଙ୍କା ଲାଗୁ ହେବ । ଉଭୟ ଟିକା ଖୁବ ଶୀଘ୍ର ଭାରତର ଔଷଧ…

ଓମିକ୍ରନ୍‌ ଭ୍ୟାରିଏଣ୍ଟ ବିରୋଧରେ କାମ କରିବ ତ କୋଭିସିଲ୍ଡ ଓ କୋଭାକ୍ସିନ୍‌! ଜାଣନ୍ତୁ କ’ଣ କହିଲା ICMR

ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସ୍‌ର ପୁଣି ଏକ ନୂଆ ଭ୍ୟାରିଏଣ୍ଟ ସାମ୍ନାକୁ ଆସିଛି। ଏହି ଭ୍ୟାରିଏଣ୍ଟ ପୂର୍ବ ସବୁ ଭ୍ୟାରିଏଣ୍ଟ ତୁଳନାରେ ଅଧିକ ବିପଦପୂର୍ଣ୍ଣ ବୋଲି ଏକ୍ସପର୍ଟମାନେ ପୂର୍ବରୁ କହିସାରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ ଏହି ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍‌ର…

ଆମେରିକାରେ ୧୮ରୁ କମ୍‌ ବୟସର ପିଲାଙ୍କୁ ଦିଆଯିବ ଭାରତୀୟ ଟିକା କୋଭାକ୍ସିନ୍‌! ମଗାଗଲା ଅନୁମତି

ଆମେରିକୀୟ ଫାର୍ମା କମ୍ପାନୀ ‘ଓକ୍ୟୁଜେନ (Ocugen)’ ଶୁକ୍ରବାର ଘୋଷଣା କରିଛି କି, କମ୍ପାନୀ ୨ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ ଭାରତ ନିର୍ମିତ କୋଭିଡ୍‌ ଭ୍ୟାକ୍ସିନ୍‌ ‘କୋଭାକ୍ସିନ୍‌’ର ଜରୁରିକାଳୀନ ଉପଯୋଗ ନିମନ୍ତେ ଆମେରିକୀୟ ପ୍ରାଧିକରଣଠାରୁ ଅନୁମତି ମାଗିଛି। ଏହି ଭ୍ୟାକ୍ସିନ୍‌କୁ ଭାରତ…

କୋଭାକ୍ସିନ୍‌କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ୱୀକୃତି, ଜରୁରୀକାଳୀନ ସ୍ଥିତିରେ ହୋଇପାରିବ ବ୍ୟବହାର

ଭାରତୀୟ ଟିକା କୋଭାକ୍ସିନ୍‌କୁ ଅନୁମତି ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲ୍ୟଏଚ୍‌ଓ। ଡବ୍ଲ୍ୟୁଏଚ୍‌ଓର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ କୋଭାକ୍ସିନ୍‌କୁ ଜରୁରୀକାଳୀନ ସ୍ଥିତିରେ ବ୍ୟବହାର ପାଇଁ ଅନୁମତି ଦେଇଛି। ପୂର୍ବରୁ WHO ମାଗିଥିବା ଅତିରିକ୍ତ ତଥ୍ୟ ଦାଖଲ କରିଥିଲା ଭାରତ…

କୋଭାକ୍ସିନ୍‌କୁ ଆଉ ଏକ ସଫଳତା: ଅଷ୍ଟ୍ରେଲିଆ ସରକାର ଦେଇ ଦେଲେ ମାନ୍ୟତା; ଏବେ ବିନା ଦ୍ୱିଧାରେ କରି ପାରିବେ ଯାତ୍ରା

ଭାରତ ବାୟୋଟେକର କୋଭାକ୍ସିନ୍‌କୁ ମିଳିଛି ଆଉ ଏକ ସଫଳତା। ଭାରତରେ ତିଆରି ହୋଇଥିବା ଏହି କରୋନା ଟିକାକୁ ଯଦିଓ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତରଫରୁ ଏ ପର୍ଯ୍ୟନ୍ତ ମଞ୍ଜୁରି ମିଳି ନାହିଁ, କିନ୍ତୁ ଅଷ୍ଟ୍ରେଲିଆ ସରକାର ଏହାକୁ ମାନ୍ୟତା ପ୍ରଦାନ କରି ଦେଇଛନ୍ତି। ଭାରତରେ ଅଷ୍ଟ୍ରେଲିଆର ହାଇ କମିଶନର…

ପୁନଃ ଟୀକା ନେବାକୁ ଅନୁମତି ଦେଇ ଆମେ ଲୋକଙ୍କ ଜୀବନ ସହ ଖେଳିପାରିବୁ ନାହିଁ : ସୁପ୍ରିମ କୋର୍ଟ

ଶୁକ୍ରବାର ସୁପ୍ରିମ କୋର୍ଟ କୋଭିଡର ରିଭ୍ୟାକସିନେସନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି । କୋର୍ଟଙ୍କ ଅନୁଯାୟୀ ଭାରତ ବାଇଓଟେକ ଦ୍ୱାରା ପ୍ରସ୍ତୁତ ଟୀକା ଗୁଡିକର ମିଶ୍ରିତ ପ୍ରୟୋଗ ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେବ ନାହିଁ । ଯେଉଁମାନେ ପୂର୍ବରୁ କୋଭ୍ୟାକସିନର ଦୁଇଟି ଡୋଜ…

ଏବେ ପିଲାଙ୍କୁ ଦିଆଯିବ କୋଭାକ୍ସିନ୍‌ ଟିକା, ଏମରଜେନ୍ସିରେ ବ୍ୟବହାର ପାଇଁ ମିଳିଲା ଅନୁମତି

ଏବେ ଛୋଟ ପିଲାଙ୍କୁ ବି ଦିଆଯିବ କୋଭାକ୍ସିନ୍‌। ୨ରୁ ୧୮ ବର୍ଷ ବୟସ୍କର ପିଲାଙ୍କୁ ଜରୁରୀକାଳୀନ ସ୍ଥିତିରେ କୋଭାକ୍ସିନ୍‌ ଦେବାକୁ ସବଜେକ୍ଟ ଏକ୍ସପର୍ଟ କମିଟି ସୁପାରିଶ କରିଛନ୍ତି। ଏଣୁ ଖୁବ୍‌ଶୀଘ୍ର ପିଲାଙ୍କର ଏହି କରୋନା ଟିକା ବଜାରକୁ ଆସିବା ପଥ ପରିଷ୍କାର ହୋଇଛି। ଏହି ଟିକା ଭାରତ…

ଖୁବ୍‌ଶୀଘ୍ର ପିଲାଙ୍କ ପାଇଁ ଆସୁଛି କରୋନା ଭ୍ୟାକ୍‌ସିନ୍‌, ଏମରଜେନ୍ସିରେ ବ୍ୟବହାର ପାଇଁ ଅନୁମତି ମାଗିଲା ଭାରତ…

ଖୁବ୍‌ଶୀଘ୍ର ବଜାରକୁ ଆସୁଛି ପିଲାଙ୍କ କରୋନା ଟିକା। ଛୋଟ ପିଲାଙ୍କ ପାଇଁ ଭାରତ ବାୟୋଟେକ୍‌ ପକ୍ଷରୁ କରୋନା ଟିକା ପ୍ରସ୍ତୁତ କରାଯାଉଛି। ଏହା ଖୁବ୍‌ କମ୍‌ ଦିନ ମଧ୍ୟରେ ବଜାରରେ ଲଞ୍ଚ୍‌ ହେବ। ଭାରତ ବାୟୋଟେକ୍‌ ଏହି ଭ୍ୟାକ୍‌ସିନ୍‌ର ଦ୍ୱିତୀୟ ଓ ତୃତୀୟ ଟ୍ରାଏଲ ପୂରା କରିସାରିଲାଣି। କମ୍ପାନୀ…