ଦେଶୀ ଟିକା ହେଲା ଶସ୍ତା, ଭାରତୀୟ ବାୟୋଟେକ ପକ୍ଷରୁ କୋଭାକ୍ସିନ ଟିକାର ଦର ହେଲା କମ୍
କରୋନା ଭ୍ୟାକସିନକୁ ନେଇ ଆସିଛି ଆଉ ଏକ ଜରୁରୀ ସୂଚନା । ରାଜ୍ୟକୁ ଏବେ କୋଭାକ୍ସିନର ପ୍ରତିି ଡୋଜ ୪୦୦ଟଙ୍କାରେ ଦିଆଯିବ । ଏହା ଆଗରୁ ରାଜ୍ୟକୁ ଭ୍ୟାକସିନର ଏହି ଡୋଜ ୬୦୦ଟଙ୍କାରେ ଦିଆଯାଉଥିଲା । କିନ୍ତୁ ବର୍ତ୍ତମାନ ପବ୍ଲିକ ହେଲ୍ଥ ସିଷ୍ଟମକୁ ମଜବୁତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି…