Browsing Tag

covid 19 dead

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣ କରୋନା ପଜିଟିଭ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ ୧୮

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୮ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୬ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ-…

କମିଲା ସଂକ୍ରମଣ: ୨୪ ଘଣ୍ଟାରେ ଓଡ଼ିଶାରେ ୬୮ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର(କେ ନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୦ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୮ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୯ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ-…

ଚୀନ୍‌ରେ ସଂହାରଲୀଳା ଆରମ୍ଭ କଲାଣି କରୋନା, ସାଂଘାଇ ସହରରେ ପ୍ରଥମ ଥର ପାଇଁ ୩ ଜଣଙ୍କ ମୃତ୍ୟୁ

ଚୀନ୍‌ରେ କରୋନା ମହାମାରୀର ଆତଙ୍କ ଲଗାତାର ଜାରି ରହିଛି। କୋଭିଡ୍‌-୧୯ର ନୂଆ ଲହର ଯୋଗୁ ଲକ୍‌ଡାଉନ୍‌ ଆରମ୍ଭ ହେବା ପରେ ସାଂଘାଇରେ ପ୍ରଥମ ଥର ୩ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସହରର ଜରେ ବରିଷ୍ଠ ଅଧିକାରୀଙ୍କ ମୁତାବକ, ସଂକ୍ରମଣ ପରେ ହସ୍ପିଟାଲ ଯିବା ପରେ ୩ ଜଣଙ୍କ ଅବସ୍ଥା ଗୁରୁତର…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ହଜାର ୪୮୦ ପଜିଟିଭ୍‌ ଚିହ୍ନଟ, ୨୧ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ହଜାର ୪୮୦ ପଜିଟିଭ୍‌ ଚିହ୍ନଟ । ଆଜି ଆଉ ୨୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜି ମୋଟ ପଜିଟିଭ ରେଟ୍‌ ରହିଛି ୨.୫୧ ପ୍ରତିଶତ । ଖୋର୍ଦ୍ଧାରୁ ସର୍ବାଧିକ ୧୬୩ କେସ୍‌ ଚିହ୍ନଟ ହୋଇଛି । ସୁନ୍ଦରଗଡରୁ ୧୩୯, କଟକରୁ ୧୩୩, ଯାଜପୁରରୁ…

କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ : ଦେଶରେ ୫ଲକ୍ଷ ଟପିଲା କରୋନା ମୃତ୍ୟୁ ସଂଖ୍ୟା। ବିଶ୍ୱର ତୃତୀୟ ଦେଶ ଭାବେ ୫ଲକ୍ଷ ଅତିକ୍ରମ କରିଛି ଭାରତ। ଏଯାଏଁ ୫ଲକ୍ଷ ୫୫ଜଣଙ୍କ ଜୀବନ ନେଇଛି ମହାମାରୀ । ୨୧୭ ଦିନରେ ୫ଲକ୍ଷ ପାର କରିଛି ମୃତ୍ୟୁସଂଖ୍ୟା। ଜୁଲାଇ ୧, ୨୦୨୦ରେ ମୃତ୍ୟୁ ସଂଖ୍ୟା ୪ଲକ୍ଷ ଥିଲା। ୧ଲକ୍ଷ ବଢିବାକୁ ଏହା…

କରୋନା ପୁନଃ ସଂକ୍ରମଣ ଯୋଗୁ ନେଦରଲ୍ୟାଣ୍ଡରେ ବିଶ୍ୱରେ ପ୍ରଥମ ମୃତ୍ୟୁ

ଥମିବାର ନାଁ ନେଉନି ମହାମାରୀ କରୋନା। କରୋନା ସଂକ୍ରମଣରେ ପ୍ରତିଦିନ ହଜାର ହଜାର ଲୋକଙ୍କ ଜୀବନ ଯାଉଥିବା ବେଳେ ଏବେ ପୁନଃସଂକ୍ରମଣ ବି ଦେଖା ଦେଇଛି। କରୋନା ପୁନଃସଂକ୍ରମଣରେ ବିଶ୍ୱର ପ୍ରଥମ ମୃତ୍ୟୁ ଘଟିଛି। ନେଦରଲ୍ୟାଣ୍ଡର ଜଣେ ୮୯ ବର୍ଷୀୟା ମହିଳା ଦ୍ୱିତୀୟ ଥର କରୋନା ସଂକ୍ରମିତ ହୋଇ ପ୍ରାଣ…

ରାଜ୍ୟରେ ଆଜି ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଉଭୟ ମୃତକ ଗଞ୍ଜାମ ଜିଲ୍ଲାର

ଭୁବନେଶ୍ବର : ରାଜ୍ୟରେ ଆଜି ଆଉ ୨ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ୬୬ବର୍ଷର ଜଣେ ପୁରୁଷ ଥିବାବେଳେ ଅନ୍ୟ ଜଣେ ୪୦ ବର୍ଷର ପୁରୁଷ । ଉଭୟେ ଗଞ୍ଜାମ ଜିଲ୍ଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ…

ରାଜ୍ଯରେ ପୁଣି ୨ କରୋନା ସଂକ୍ରମିତଙ୍କ ମୃତ୍ୟୁ, ମୃତକ ଉଭୟ ମହିଳା

ଗଞ୍ଜାମ: ରାଜ୍ୟରେ ପୁଣି ୨ କରୋନା ସଂକ୍ରମିତଙ୍କ ମୃତ୍ୟୁ । ଏହି ମୃତକ ଦୁଇଜଣ ଗଞ୍ଜାମ ଜିଲ୍ଲାର । ମୃତକ ଉଭୟ ମହିଳା ବୋଲି ଜଣାପଡିଛି । ଜଣେ ୪୮ ବର୍ଷୀୟ ଓ ଅନ୍ୟ ଜଣେ ୩୯ ବର୍ଷୀୟ । ଏମାନେ କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ । ଏହାକୁ ମିଶାଇ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି…

ରାଜ୍ଯରେ ପୁଣି ୨ ଜଣଙ୍କ ଜୀବନ ନେଲା କରୋନା, ସମୁଦାୟ ମୃତକଙ୍କ ସଂଖ୍ଯା ୧୭କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ଯରେ ପୁଣି ୨ ଜଣଙ୍କ ଜୀବନ ନେଲା କରୋନା ଭାଇରସ୍। ଏହାକୁ ମିଶାଇ ରାଜ୍ଯରେ ସମୁଦାୟ ମୃତକଙ୍କ ସଂଖ୍ଯା ୧୭କୁ ବୃଦ୍ଧି  ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୃତକଙ୍କ ଭିତରେ ଜଣେ ୭୧ ବର୍ଷିୟ ବୃଦ୍ଧ ଅଛନ୍ତି । ଯିଏକ…

ଦେଶରେ ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ସର୍ବାଧିକ କରୋନା ମାମଲା, ୧୩,୫୮୬ ଆକ୍ରାନ୍ତ ଥିବା ବେଳେ ୩୩୬ ମୃତ

ଗୋଟିଏ ଦିନରେ ଭାରତରେ କୋଭିଡ-୧୯ ମାମଲା ସବୁଠାରୁ ଅଧିକ ସାମ୍ନାକୁ ଆସିଛି। ସୂଚନା ମୁତାବକ ଆଜି ସର୍ବାଧିକ ୧୩,୫୮୬ଟି ମାମଲା ସାମ୍ନାକୁ ଆସିବା ପରେ ଦେଶରେ ସଂକ୍ରମଣ ମାମଲା ବଢି ୩,୮୦,୫୩୨ ହୋଇଛି। ସେହିଭଳି ୩୩୬ ଜଣଙ୍କର ମୃତ୍ୟୁ ପରେ ମୃତକଙ୍କ ସଂଖ୍ଯା ବଢି ୧୨,୫୭୩ ହୋଇଛି। ସମଗ୍ର ବିଶ୍ବରେ…

କରୋନାର କମ୍ପନ, ଦିଲ୍ଲୀରେ କୋଭିଡ-୧୯ରେ ପ୍ରାଣ ହରାଇଲେ ପ୍ରବାସୀ ଓଡ଼ିଆ

କେନ୍ଦ୍ରାପଡା (କେନ୍ୟୁଜ ) : ପୁଣି ଜଣେ ଶ୍ରମିକ ପ୍ରବାସରେ ମୃତ । ଗତ କିଛି ଦିନ ତଳେ ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ ପ୍ରବାସୀ ଓଡ଼ିଆ କରୋନା ସଂକ୍ରମଣ କାରଣରୁ ମୃତ୍ୟୁବରଣ କରିଥିବା ବେଳେ ଏବେ ଆଉ ଜଣେ ପ୍ରବାସୀ ଦିଲ୍ଲୀର ଲୋକନାୟକ ହସପିଟାଲରେ କୋଭିଡ୍‌ ଭେଣ୍ଟିଲେଟରରେ ମୃତ୍ୟୁ ବରଣ କରିଛନ୍ତି।…