Browsing Tag

covid-19 ganjam

ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେଲା କୋଭିଡ୍ ସଚେତନତା ସପ୍ତାହ, ୭ ଦିନ ବ୍ୟାପି ଆୟୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ

ବ୍ରହ୍ମପୁର (କେନ୍ୟୁଜ): ଆଜି ଠାରୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି କୋଭିଡ ସପ୍ତାହ। ଜିଲ୍ଲାରେ କୋରନା ସଂକ୍ରମଣ ନିୟନ୍ତ୍ରଣକୁ ଆସୁଥିବା ଲୋକେ କିଭଳି ଭାବେ ଆହୁରି ଅଧିକ ସଚେତନ ହେବେ ସେ ନେଇ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆଜି ପ୍ରଥମ ଦିନରେ ବ୍ରହ୍ମପୁର ସହର ସମେତ ଜିଲ୍ଲାର…

ଗଞ୍ଜାମ ଜିଲ୍ଲାରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ ଲକ୍‌ଡାଉନ୍‌

ଗଞ୍ଜାମ : ଅଗଷ୍ଟ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ରହିବ ଗଞ୍ଜାମ ଜିଲ୍ଲା । ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ସକାଳ ୫ଟାରୁ ଦିନ ୪ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ । ଦୋକାନୀ ଓ ଗରାଖ ଉଭୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଯେଉଁ ଦୋକାନୀମାନେ…

ଗଞ୍ଜାମରେ ଆଉ ନୂଆ ୫୦ ପଜିଟିଭ୍‌ ଚିହ୍ନଟ, ଏମାନଙ୍କ ଭିତରୁ ୧୩ଜଣ କୋଭିଡ୍‌ ଯୋଦ୍ଧା ସାମିଲ୍

ଗଞ୍ଜାମ: ଗଞ୍ଜାମରେ ପୁଣି ୫୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ । ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ତେବେ ଏହି ଚିହ୍ନଟଙ୍କ ମଧ୍ୟରେ ୧୩ଜଣ କୋଭିଡ୍‌ ଯୋଦ୍ଧା ଥିବା ଜଣାପଡିଛି। ସମୁଦାୟ ୫୦ ନୂଆ ପଜିଟିଭଙ୍କ ଭିତରୁ ଆସ୍କାରୁ ୮ଜଣ, ବ୍ରହ୍ମପୁର ମ୍ୟୁନିସପାଲଟି କର୍ପୋରସେନରୁ ୩ଜଣ ,…