Browsing Tag

covid 19 new varint

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପୂର୍ବରୁ RT-PCR ପରୀକ୍ଷା ବାଧ୍ୟତାମୂଳକ, ମନ୍ତ୍ରୀ ଓ ନେତାମାନଙ୍କୁ ଦିଆଯାଇଛି…

ଦେଶରେ କରୋନା ସଂକ୍ରମିତ ମାମଲା ବଢିବାରେ ଲାଗିଛି । ଏହାରି ମଧ୍ୟରେ ସରକାର ଆଲର୍ଟ ମୋଡରେ ରହିଛନ୍ତି । ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରୁଥିବା ମନ୍ତ୍ରୀମାନଙ୍କୁ RT-PCR ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ତେବେ ଏହାକୁ ନେଇ ସରକାରଙ୍କ ପକ୍ଷରୁ ଅଫିସିଆଲ କିଛି କୁହାଯାଇନାହିଁ ।…

ବଢୁଛି କରୋନା ସଂକ୍ରମଣ, ୭୦୦୦ ହଜାର ଡେଇଁଲା ସଂକ୍ରମିତ ସଂଖ୍ୟା

ଡରାଇଲାଣି କରୋନା । ସମଗ୍ର ଦେଶରେ କରୋନା ପୁଣି କାୟା ମେଲାଉଛି । ଦେଶରେ ଦିନକୁ ଦିନ ବୃଦ୍ଧି ପାଉଛି କୋଭିଡ୍ ସଂକ୍ରମଣ । ଆକ୍ଟିଭ କେସ୍ ୭୧୨୧ରେ ପହଞ୍ଚିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ, ଆଜି ସୁଦ୍ଧା ୭୧୨୧ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଛି । ଗତ ୨୪ ଘଣ୍ଟାରେ…

କରୋନା ବଢାଉଛି ଚିନ୍ତା, ଆକ୍ରାନ୍ତଙ୍କ ସଂଖ୍ୟା ୪୦୦୦ ପାଖାପାଖି

ଦେଶରେ କରୋନା ମାମଲାରେ ଦିନକୁ ଦିନ ବଢିବାରେ ଲାଗିଛି । ୪ ହଜାର ପାଖାପାଖି ହେଲା କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୯୬୧ ରହିଛି । ଏଯାଏଁ ସର୍ବାଧିକ ମାମଲା କେରଳରୁ ଚିହ୍ନଟ ହୋଇଛି । ମୃତକଙ୍କ ସଂଖ୍ୟା…

ଦେଶରେ ବ୍ୟାପୁଛି କରୋନା, ଆକ୍ରାନ୍ତଙ୍କ ସଂଖ୍ୟା ୩୩୯୫ ପାର୍

ଦେଶରେ କରୋନା ମାମଲାରେ ଦିନକୁ ଦିନ ବଢିବାରେ ଲାଗିଛି । ୩ ହଜାର ଟପିଲା କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଶନିବାର ସୁଦ୍ଧା ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୩୯୫ ରହିଛି । ଗତ ୨୪ ଘଣ୍ଟାରେ ୬୮୫ଟି ନୂଆ ମାମଲା ଚିହ୍ନଟ ହୋଇଛି । ଏଯାଏଁ…

ରାଜ୍ୟରେ ମୋଟ ୫ କୋଭିଡ ପଜିଟିଭ ଚିହ୍ନଟ, ଭୁବନେଶ୍ୱରରୁ ୪ ଖୋର୍ଦ୍ଧାରୁ ଜଣେ

କାୟା ବିସ୍ତାର କଲାଣି କରୋନା । ରାଜ୍ୟରେ ମୋଟ ୫ କୋଭିଡ ପଜିଟିଭ ଚିହ୍ନଟ । ଯାହା ମଧ୍ୟରୁ ୪ ଜଣ ପୁରୁଷ ଓ ଜଣେ ମହିଳା । ଚିହ୍ନଟ କରୋନା ରୋଗୀଙ୍କ ମଧ୍ୟରୁ ୪ ଜଣ ଭୁବନେଶ୍ଵରର ହୋଇଥିବା ବେଳେ ଜଣେ ଖୋର୍ଦ୍ଧା ଜିଲ୍ଲାର ଜଟଣୀରୁ ବୋଲି ଜଣାପଡିଛି । ସେହିଭଳି ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ…

ଦେଶରେ ବଢୁଛି କୋଭିଡ-୧୯ ମାମଲା, ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ପୁଣି ଦେଶରେ କରୋନା ମାମଲାରେ ବଢିବାରେ ଲାଗିଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ମୁତାବକ, କରୋନା ସଂକ୍ରମିତ ମାମଲା ୧୦୦୯ରେ ପହଞ୍ଚିଛି । ଗତ ସପ୍ତାହରେ ଦେଶରେ ୭୫୦ଟି ନୂତନ ସଂକ୍ରମଣ ଚିହ୍ନଟ ହୋଇଛି, ଯେଉଁଥିରେ କେରଳରେ ୪୦୦ ଏବଂ ଦିଲ୍ଲୀରେ ୧୦୦ରୁ ଅଧିକ ମାମଲା…

ଦେଶରେ ପୁଣି ଥରେ କରୋନା ମାମଲା ବୃଦ୍ଧି, ମୁମ୍ବାଇ ପରେ ଦିଲ୍ଲୀରେ କୋଭିଡ୍ ପଜିଟିଭ୍ ମାମଲା

ପୁଣି ଫେରିଛି କରୋନା । ସାରା ଦେଶରେ ମାଡିଚାଲିଲାଣି ଭୂତାଣୁ । ଗତ କିଛି ବର୍ଷର ବ୍ୟବଧାନ ପରେ ପୁଣି ଫେରିଛି ଭାଇରସ । ଦେଶର ବିଭିନ୍ନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ମୁମ୍ବାଇ ଏବଂ ଦିଲ୍ଲୀରେ ନୂଆ ମାମଲା ଦେଖିବାକୁ ମିଳିଛି । ଏସିଆର କିଛି ଦେଶରେ ପୁଣି ଥରେ…

ଦେଶରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ଦୁଇ ଜଣଙ୍କ ମୃତ୍ୟୁ ସୂଚନା

ନୂଆଦିଲ୍ଲୀ : କୋଭିଡର ପ୍ରକୋପ ସରିଗଲା ବୋଲି ସମସ୍ତେ ଭାବୁଥିବା ବେଳେ ଏବେ ପୁଣି କାୟା ମେଲାଇଲାଣି ଏହାର ସଂକ୍ରମଣ । ସରକାରୀ ସୂଚନା ଅନୁସାରେ ମେ ୧୯ ସୁଦ୍ଧା ଦେଶରେ ୨୫୭ ଜଣ କୋଭିଡରେ ସଂକ୍ରମିତ ହୋଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । କୋଭିଡ୍-୧୯ର ନୂଆ ଓମିକ୍ରନ୍ ସବଭାଇରାଣ୍ଟ…

କରୋନା ଭାଇରସକୁ ନେଇ ଆତଙ୍କିତ ହେଲେଣି ଲୋକେ, ହଂକଂ ସିଙ୍ଗାପୁରରେ ନୂଆ ମାମଲା ଚିହ୍ନଟ

କୋଭିଡ୍ ମହାମାରୀ କୁ କିଏ ବା ଭୁଲିବ । ସାରା ବିଶ୍ବରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ପାଲଟିଥିଲା ଏହି ମହାମାରୀ । ଏବେ ପୁଣି ଡରାଇଲାଣି କରୋନା । କରୋନା ଭାଇରସକୁ ନେଇ ଆତଙ୍କିତ ଲୋକେ । ଯଦି ଆପଣ ଭାବୁଛନ୍ତି ବିଶ୍ୱରୁ କରୋନା ଭାଇରସ ପୂରା ସରି ଯାଇଛି ତେବେ ଆପଣ ପୁରା ଭୁଲ ।  ପୁଣିଥରେ…

ପୁଣି ଅଧିକ ଘାତକ ରୂପ ନେଇ ସାମ୍ନାକୁ ଆସିଲାଣି କରୋନା, ମାସ୍କ ପିନ୍ଧିବାକୁ ସତର୍କ ସୂଚନା ଜାରି

ସିଙ୍ଗାପୁର: ପୁଣିଥରେ କାୟା ମେଲାଇଲାଣି କରୋନା । କିଛି ଦିନ ଧରି ସଂକ୍ରମଣ ହାର କମ୍‌ ରହିବା ପରେ ଏବେ ପୁଣିଥରେ ଧୀରେ ଧୀରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି । ଏଥରକ ଅଧିକ ଘାତକ ହୋଇ ସାମ୍ନାକୁ ଆସିଛି ଏହି ମହାମାରୀ । ହଁ ଆଜ୍ଞା ପୁଣି କରୋନା ଭାଇରସ୍‌ର ଆତଙ୍କ । କିଛି ଦିନର ଆଶ୍ୱସ୍ତି…

ଓଡ଼ିଶାକୁ ଫେରିଲା କରୋନା, ରାଜ୍ୟରୁ ଜଣେ ନୂଆ ଭାରିଆଣ୍ଟ JN.1 ଚିହ୍ନଟ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାକୁ ଫେରିଲା କୋଭିଡ । ରାଜ୍ୟରୁ ଜଣେ କୋଭିଡ ପଜିଟିଭ ଚିହ୍ନଟ । କୋଭିଡର ନୂଆ ଭାରିଆଣ୍ଟ JN.1ର ସଂକ୍ରମଣ ବଢ଼ିବା ପରେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ରିପୋର୍ଟ ଦେବା ପାଇଁ ଚିଠି କରିବା ପରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଛି । ଓଡ଼ିଶାରୁ ଚିହ୍ନଟ ପରେ…