Browsing Tag

Covid-19 vaccine

କରୋନା ପାଇଁ ପ୍ରସ୍ତୁତ ହେଲା ପ୍ରଥମ ସ୍ବଦେଶୀ ଭ୍ଯାକ୍ସିନ୍, ଆସନ୍ତା କାଲିଠାରୁ ଆରମ୍ଭ ହେବ ପରୀକ୍ଷଣ

କରୋନା ମହାମାରୀ ଭଳି ଗମ୍ଭୀର ପରିସ୍ଥିତି ମଧ୍ଯରେ ଏକ ଖୁସି ଖବର ସାମ୍ନାକୁ ଆସିଛି। ଭାରତରେ କୋଭିଡ-୧୯ର ପରଥମ ଭ୍ଯାକ୍ସିନ୍ ପ୍ରସ୍ତୁତ କରାଯାଇଛି। ଦେଶର ଅଗ୍ରଣୀ ନିର୍ମାତା ବାୟୋଟେକ୍ ଏହି ଭ୍ଯାକ୍ସିନ୍ ପ୍ରସ୍ତୁତ କରିଛନ୍ତି। ସବୁଠାରୁ ଖୁସି ଖବର ହେଉଛି ଏହି ଟୀକା ଜୁଲାଇ ମାସରେ ମଣିଷଙ୍କ…

ନିଜ ଶରୀରରେ କରୋନା ପରୀକ୍ଷଣ ପାଇଁ ଟୀକା ନେଲେ ଓଡିଆ ଯୁବକ, ସ୍ବାସ୍ଥ୍ଯବସ୍ଥା ନେଇ ପ୍ରତିଦିନ ଅନଲାଇନରେ ଦେଉଛନ୍ତି…

ସମ୍ବଲପୁର(କେନ୍ଯୁଜ୍): ସମ୍ବଲପୁର ମାଝିସାହି ଅଞ୍ଚଳର ଅଙ୍କନ ନାୟକ ନିଜ ଦେହରେ ନେଇଛନ୍ତି କରୋନା ପରୀକ୍ଷା ଟୀକା । ସୂଚନା ମୁତାବକ ଅକ୍ସଫୋର୍ଡ ୟୁନିଭରସିଟି ଓ ଏକ ଔଷଧ କମ୍ପାନୀ ମିଳିତ ଭାବେ କରୋନା ଟୀକା ନେଇ ଗବେଷଣା ଜାରି ରଖିଛନ୍ତି । ଫେଜ୍-୨ ଓ ଫେଜ୍-୩ ଏକାସାଙ୍ଗରେ ଚାଲୁଥିବା ବେଳେ…

ବିନା ଟୀକାରେ କରୋନା ମହାମାରୀକୁ ରୋକି ହେବ : ଚୀନ ଗବେଷକ

କରୋନା ଭାଇରସ୍‌ର ସଂକ୍ରମଣ ମଧ୍ୟରେ ଟୀକା କେବେ ବାହାରିବ ଏବେ ତାହାକୁ ସମସ୍ତେ ଚାହିଁ ବସିଛନ୍ତି। ଭ୍ୟାକସିନ୍‌ ତିଆରି କରିବା ଏକ ଲମ୍ବା ପ୍ରକ୍ରିୟା। ଏଥିପାଇଁ ସାରା ଦୁନିଆର ବୈଜ୍ଞାନିକମାନେ ଦିନ ରାତି ଏକ କରି ଲାଗିଛନ୍ତି। ଏହାର ସକାରାତ୍ମକ ପରିଣାମ ମଧ୍ୟ ସାମ୍ନାକୁ ଆସିଛି। ଚୀନ୍‌…

ଯୁଦ୍ଧକାଳୀନ ଭିତ୍ତିରେ ତିଆରି ହେଉଛି କୋଭିଡ-୧୯ ଟୀକା, ଦୌଡ଼ରେ ଆଗରେ ଅଛି ଏହି ୬ଟି ଭ୍ୟାକ୍‌ସିନ୍‌

କରୋନା ଭାଇରସ୍‌କୁ ନେଇ ଏବେ ସମସ୍ତେ ଆତଙ୍କିତ ଅଛନ୍ତି। ଗୋଟେ ପଟେ ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ଧରୁନଥିବା ବେଳେ ଅନ୍ୟପଟେ ଏହାର ଭ୍ୟାକସିନ୍‌ ମଧ୍ୟ ଏବେ ଯାଏଁ ବାହାରି ପାରିନାହିଁ। ତେଣୁ ଏହି ସଂକ୍ରମଣ କେବେ ଶେଷ ହେବ ସେ ନେଇ ଆଶଙ୍କା ଦେଖାଦେଇଛି। ତେବେ ଇତି ମଧ୍ୟରେ ସବୁ ଦେଶ କରୋନା…

କରୋନା ଟୀକା ପ୍ରସ୍ତୁତ କରିବା ପାଇଁ ଅଣ୍ଟା ଭିଡ଼ିଲା ଭାରତ, ପଶୁଙ୍କ ଉପରେ ହେବ ପ୍ରଥମ ଟ୍ରାଏଲ

ଦୁନିଆରେ ଯେଉଁ ପରିମାଣରେ କରୋନା ବଢ଼ିଚାଲିଛି ତାହାକୁ ଦୃଷ୍ଟିରେ ରଖି ଏହାର ଟୀକା ପ୍ରସ୍ତୁତ କରିବାକୁ ସବୁ ଦେଶ ଆଗେଇ ଆସିଛନ୍ତି। କିନ୍ତୁ କୌଣସି ବି ଦେଶ ଏବେ ଯାଏଁ ସଫଳ ହୋଇପାରିନାହାନ୍ତି। ଏହି ତାଲିକାରେ ଏବେ ଭାରତର ନାଁ ଯୋଡ଼ାଯାଇଛି। ଦେଶରେ ଲଗାତାର ବଢ଼ୁଥିବା କରୋନା ମାମଲାକୁ ଦେଖି…

ଇଂଲଣ୍ଡରେ କୋଭିଡ ୧୯ ଟୀକାର ଟ୍ରାଏଲ, ପ୍ରଥମ ପର୍ଯ୍ୟାୟରେ ଦୁଇ ଜଣ ସ୍ୱେଚ୍ଛାସେବୀଙ୍କୁ ଦିଆଗଲା ଭାକସିନ୍‌

ଇଂଲଣ୍ଡ: ଇଂଲଣ୍ଡରେ କୋଭିଡ ୧୯ ଟୀକା ଟ୍ରାଏଲ ଆରମ୍ଭ । ପ୍ରଥମ ପର୍ଯ୍ୟାୟରେ ଦୁଇ ଜଣ ସ୍ୱେଚ୍ଛାସେବୀଙ୍କୁ ଏହି ଭେକସିନ ଦିଆଯାଇଛି । ମୋଟ ୮୦୦ ଜଣ ସୁସ୍ଥ ଲୋକଙ୍କୁ ଟୀକା ଦିଆଯିବ। କିଛି ସପ୍ତାହ ଧରି ଏହି ଟ୍ରାଏଲ ଚାଲିବ। ଅକ୍ପଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ଏହି ଟୀକା ବିକଶିତ ହୋଇଛି। ୩ ମାସ…