Browsing Tag

COVID-19

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କୁ କରୋନା, ସ୍ୱାଇନ୍‌ ଫ୍ଲୁ ମଧ୍ୟ ଚିହ୍ନଟ

ଅଶୋକ ଗେହଲଟ୍‌ଙ୍କୁ କରୋନା । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ କରୋନା ଭାଇରସ୍‌ର ଶିକାର ହୋଇଛନ୍ତି । ଏହାସହିତ ତାଙ୍କଠାରେ ସ୍ୱାଇନ୍‌ ଫ୍ଲୁର ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଛି । ଅଶୋକ ଗେହଲଟ୍‌ ନିଜେ ଏ ନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି । ମାଇକ୍ରୋ ବ୍ଲଗିଙ୍ଗ୍‌…

ରାଜ୍ୟରେ ଆଜି ପୁଣି ୫ କୋଭିଡ ଆକ୍ରାନ୍ତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୦କୁ ବୃଦ୍ଧି

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ କାୟା ମେଲାଉଛି କରୋନା । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ରାଜ୍ୟରେ ଆଜି ପୁଣି ୫ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି । ରାଜ୍ୟରେ…

ଚିନ୍ତା ବଢାଇଲା କୋଭିଡ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଆଡଭାଇଜରୀ ଜାରି

ନୂଆଦିଲ୍ଲୀ: ପୁଣି ଚିନ୍ତା ବଢାଇଲା କୋଭିଡ। ଗୋଟିଏ ଦିନରେ ୫ ଜଣଙ୍କ ମୃତ୍ୟୁ ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଆଡଭାଇଜରୀ ଜାରି କରିଛନ୍ତି ସ୍ବାସ୍ଥ୍ୟ ସଚିବ । କେରଳ ଓ କିଛି ରାଜ୍ୟରେ କରୋନାର ନୂଆ ଭୂତାଣୁ JN.1 ଚିହ୍ନଟ ହେବା ପରେ ସତର୍କ କଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ। ସମସ୍ତ…

ଚିନ୍ତା ବଢ଼ାଉଛି କରୋନାର ନୂଆ ଭାରିଆଣ୍ଟ, ଏହି ୫ ଲକ୍ଷଣ ଦେଖାଯାଉଥିଲେ ହୁଅନ୍ତୁ ସାବଧାନ

କରୋନା ଭାଇରସ୍‌ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ଶେଷ ହୋଇ ନାହିଁ । ଏହା ଲଗାତାର ଭାବେ ଲୋକଙ୍କୁ ପ୍ରଭାବିତ କରୁଛି । ଗତ କିଛି ମାସ ମଧ୍ୟରେ କୋଭିଡ-୧୯ର ନୂଆ ମାମଲା କମ ଆସୁଥିଲା । କିନ୍ତୁ ବର୍ତ୍ତମାନ କରୋନାର ନୂଆ ଭାରିଆଣ୍ଟ ସାମ୍ନାକୁ ଆସିଛି, ଯାହା ଏକ୍ସପର୍ଟଙ୍କ ଚିନ୍ତା ବଢ଼ାଇ ଦେଇଛି ।…

ଶେଷରେ ସାମ୍ନାକୁ ଆସିଲା ସତ, ଉହାନ୍‌ ଲ୍ୟାବରେ ପ୍ରସ୍ତୁତ ହୋଇଥିଲା କରୋନା ନାଁରେ ଜୈବ ହତିଆର

ଚୀନରୁ ଆସିଲା ଚମକାଇଲା ଭଳି ଖବର । ମଣିଷ ମରା ଜୈବିକ ଭାଇରସ୍ ତିଆରି କରିଥିଲା ଚୀନ୍ । କରୋନା ଭାଇରସ୍ ନାଁରେ ହତିଆର ତିଆରି କରିଥିଲା ବଦମାସ ଚୀନ୍ । ଉହାନ୍ ଲ୍ୟାବରେ ତିଆରି ହୋଇଥିଲା ଏହି ଜୈବ ଅସ୍ତ୍ର । କରୋନା ଭାଇରସକୁ ଜାଣିଶୁଣି ଜୈବ ହତିଆର ରୂପେ ପ୍ରସ୍ତୁତ କରିଥିଲା ଚୀନ୍ । କରୋନା…

ମହାମାରୀ ଆଉ ନୁହେଁ କରୋନା,ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କଲା ଘୋଷଣା

ନୂଆଦିଲ୍ଲୀ : କରୋନା ଆଉ ମହାମାରୀ ହୋଇ ରହିନାହିଁ । ଏମିତି ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) । ତେବେ ଭାବିବା ଉଚିତ୍‌ ନୁହେଁ ଯେ କରୋନା ବିପଦ ଟଳିଯାଇଛି ବୋଲି ମଧ୍ୟ ଚେତାଇ ଦେଇଛି । ତଥାପି ସାବଧାନ ହୋଇ ରହିବାକୁ ପଡିବ । କୋଭିଡ୍ ଆଉ ଗ୍ଲୋବାଲ ହେଲ୍ଥ ଏମର୍ଜେନ୍‌ସୀ…

ଆସିବ କି ଚତୁର୍ଥ ଲହର ? ଦେଶରେ ମାଡୁଛି କରୋନା, ୬ ହଜାର ଉପରେ ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ ବଢୁଛି କୋଭିଡ ସଂକ୍ରମଣ। ସାତ ମାସ ପରେ ଦୈନିକ ସଂକ୍ରମଣ ଛଅ ହଜାର ପାର୍‌ । ୨୪ ଘଣ୍ଟାରେ ୬ ହଜାର ୧୧୫ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ସଂକ୍ରମଣର ମୁକାବିଲା ନେଇ ତତ୍ପର କେନ୍ଦ୍ର ସରକାର । ଆସନ୍ତା ୧୦ ଓ ୧୧ ତାରିଖରେ ସବୁ ହସ୍ପିଟାଲରେ…

ଅପ୍ରେଲ ୧୦ ଓ ୧୧ରେ ଦେଶର ସବୁ ହସ୍ପିଟାଲରେ କୋଭିଡ ଟେଷ୍ଟିଂ ମକଡ୍ରିଲ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ

କେନ୍ୟୁଜ୍‌(ବ୍ୟୁରୋ): ଦେଶରେ ପୁଣି ମାଡୁଛି କରୋନା । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଲଗାତାର ଦ୍ୱିତୀୟ ଦିନରେ ୬ ହଜାର ଉପରେ ରହିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୬ ହଜାର ୧୫୫ ପଡିଜିଭ୍‌ । ଦେଶରେ ଦୈନିକ ସଂକ୍ରମଣ ହାର ରହିଛି ୫.୬୩ ପ୍ରତିଶତ ।…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ, ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର

ଭୁବନେଶ୍ୱର (କେନ୍ୟୁଜ): ଦେଶରେ ଚିନ୍ତା ବଢାଉଛି କୋଭିଡ ସଂକ୍ରମିତ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାରେ ୧୭ ଜଣ ନୂଆ କୋଭିଡି ଆକ୍ରାନ୍ତ ମାମଲା ଚିହ୍ନଟ ହୋଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ କୋଭିଡ ପଜିଟିଭ୍ ସଂଖ୍ୟା ୭୩ ରେ ପହଞ୍ଚିଛି। ସେଥିମଧ୍ୟରୁ ଜଣେ ଡାକ୍ତରଖାନାରେ ଚିକିତ୍ସିତ…

୨୪ ଘଣ୍ଟାରେ ରାଜ୍ୟରେ ୭୭ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୧ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୧୦ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ-…

ଦ୍ୱିତୀୟ ଥର ପାଇଁ କରୋନାର ଶିକାର ହେଲେ ପ୍ରିୟଙ୍କା ଗାନ୍ଧୀ, ଟ୍ଵିଟ୍‌ କରି ଦେଲେ ସୂଚନା

କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଦ୍ୱିତୀୟ ଥର କରୋନାର ଶିକାର ହୋଇଛନ୍ତି। ସେ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ସେ ପୁଣିଥରେ କରୋନା ପଜିଟିଭ୍ ହୋଇଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି । ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ସେ କହିଥିଲେ ଯେ ସେ ଘରେ ନିଜକୁ…

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କରୋନା ସଂକ୍ରମିତ, ଜ୍ୱର ଥିବାରୁ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବକୁ ଯାଇନଥିଲେ

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣିଥରେ କରୋନା ପଜିଟିଭ ହୋଇଛନ୍ତି। ନୀତୀଶ କୁମାରଙ୍କୁ ଗତ କିଛିଦିନ ହେଲାଣି ଜ୍ୱରରେ ପୀଡିତ ଥିଲେ। ଏହା ପରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଫଳରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏହି ବିଷୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା…