Browsing Tag

COVID-19

କରୋନାରେ ସଂକ୍ରମିତ ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଆଶୁ ଆରୋଗ୍ୟ କାମନା କଲେ ପିଏମ୍‌ ମୋଦୀ

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନେ କରୋନାରେ ସଂକ୍ରମିତ ହୋଇଛନ୍ତି । ପିଏମ ମୋଦି ଟ୍ୱିଟ କରି ତାଙ୍କ ସ୍ଵାସ୍ଥ୍ୟ ଆରୋଗ୍ୟ କାମନା କରିଛନ୍ତି। ଯଦିଓ ସାରା ବିଶ୍ୱରେ କରୋନା ଭାଇରସର ଗତି ମନ୍ଥର ହୋଇସାରିଛି, ତଥାପି ଏହାର ସଂକ୍ରମଣ କମିନି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ଦିନ…

ସରକାରଙ୍କ ବଡ଼ ଘୋଷଣା! ଏବେ ୯ ମାସ ନୁହେଁ, ଦ୍ୱିତୀୟ ଡୋଜ୍‌ର ୬ ମାସ ପରେ ନେଇ ପାରିବେ ବୁଷ୍ଟର ଟିକା

ଦେଶରେ ବଢ଼ି ଚାଲିଥିବା କରୋନା ମାମଲା ଭିତରେ ବୁଧବାର କେନ୍ଦ୍ର ସରକାର କୋଭିଡ୍‌ ନିରୋଧୀ ଟିକାକରଣ ଅଭିଯାନକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସରକାର ବୁଷ୍ଟର ଡୋଜ୍‌ର ଅନ୍ତରାଳକୁ ହ୍ରାସ କରି ବର୍ତ୍ତମାନ ୬ ମାସ କରି ଦେଇଛନ୍ତି। ପୂର୍ବରୁ ଏହା ୯ ମାସ ଥିଲା। ଗତ ମାସରେ NTAGIର Standing…

କୋଭିଡ୍‌-୧୯ ନୂତନ ଲହର : ଏବେ ରୋଗୀଙ୍କଠାରେ ଦେଖାଯାଉଛି ଏହି ଦୁଇଟି ସାଧାରଣ ଲକ୍ଷଣ, ଭୁଲରେ ବି କରନ୍ତୁ ନାହିଁ…

ଦେଶରେ କରୋନାର ଗତି କ୍ରମାଗତ ଭାବେ ବୃଦ୍ଧି ପାଉଛି। ନିକଟ ଅତୀତରେ କରୋନାର ନୂତନ ସବଭାରିଆଣ୍ଟସ୍ ମଧ୍ୟ ଉତ୍ପନ୍ନ ହୋଇଛି। ଯେଉଁ କାରଣରୁ କରୋନା ମାମଲା ଦିନକୁ ଦିନ ବୃଦ୍ଧି ପାଉଛି। ଭାରତ ବ୍ୟତୀତ ଇଂଲଣ୍ଡ ଏବଂ ବ୍ରିଟେନ ବିଷୟରେ ଆଲୋଚନା କଲେ, ଓମିକ୍ରନର ସବଭାରିଆଣ୍ଟସ୍ BA.4 ଏବଂ BA.5…

ଗତ ୨୪ ଘଣ୍ଟାରେ ଦେଶରେ ୧୩ ହଜାର ଉପରେ ସଂକ୍ରମଣ, ୨୩ ମୃତ

ନୂଆଦିଲ୍ଲୀ: ଦେଶରେ ୧୩ ହଜାର ଉପରେ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୩ ହଜାର ୨୧୬ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୨୩ଜଣଙ୍କ ଜୀବନ ନେଇଛି ଭାଇରସ୍‌ । ଦୈନିକ ସଂକ୍ରମଣ ହାର ରହିଛି ୨.୭୩ ପ୍ରତିଶତ । ଦେଶରେ ଆକ୍ଟିଭ୍‌ କେସ୍‌ ମଧ୍ୟ ବୃଦ୍ଧି ପାଇଛି । ଏବେ ଆକ୍ଟିଭ କେସ୍‌ ରହିଛି ୬୮ ହଜାର…

ଦେଶରେ ୫ ହଜାର ଟପିଲା ଦୈନିକ କରୋନା ସଂଖ୍ୟା : ୨୪ ଘଣ୍ଟାରେ ୫ ହଜାର ୨୩୩ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଉପରମୁହାଁ କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ୫ ହଜାର ପାର୍‌ । ଗତ ୨୪ ଘଣ୍ଟାରେ ଦେଶରେ ୫ ହଜାର ୨୩୩ କୋଭିଡ ପଜିଟିଭ୍‌ ଚିହ୍ନଟ । ୭ ଜଣଙ୍କ ମୁଣ୍ଡ ନେଇଛି ଭାଇରସ । ଦିନକରେ ୪୧ ପ୍ରତିଶତ ବୃଦ୍ଧି ପାଇଛି କରୋନା କେସ୍‌ । ଦେଶରେ ଆକ୍ଟିଭ୍‌ କେସ୍‌ ୨୮ ହଜାର ୮୫୭କୁ…

ପୁଣି ଉପରମୁହାଁ କରୋନା ସଂକ୍ରମଣ: ମହାରାଷ୍ଟ୍ରରେ ଲାଗିଲା କଟକଣା, ଏକ ସପ୍ତାହ ମଧ୍ୟରେ ଦୁଇ ଗୁଣ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ୩ ମାସର ଆଶ୍ୱସ୍ତି ପରେ ପୁଣି ଦେଶରେ କରୋନା ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଗତ କିଛି ସପ୍ତାହ ପୂର୍ବରୁ ଦୈନିକ ସଂକ୍ରମଣ ମାମଲା ହଜାର ତଳକୁ ରହୁଥିଲା । ତେବେ ମହାରାଷ୍ଟ୍ରରେ କରୋନା ଭାଇରସ ପୁଣି ଥରେ ଚିନ୍ତା ବଢ଼ାଇଛି । ଏଠାରେ ଗତ ସପ୍ତାହ ଠାରୁ କରୋନା ଭାଇରସ…

କରୋନାରେ ସଂକ୍ରମିତ ଅକ୍ଷୟ କୁମାର, କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗଦେବେ ନାହିଁ; ଟ୍ୱିଟ କରି ଦେଲେ ସୂଚନା

ବଲିଉଡ ଆକ୍ଟର ଅକ୍ଷୟ କୁମାର କରୋନା ସଂକ୍ରମିତ ହୋଇଛନ୍ତି। ଅଭିନେତା ନିଜେ ନିଜ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ନିକଟରେ ହେବାକୁ ଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସେ ଯୋଗ ଦେଇଥାନ୍ତେ । ଏବେ ସେ ଆଉ ନଯାଇ ପାରନ୍ତି । ସେ ଏ ଆର୍ ରହମାନ, ଶେଖର କପୁର, ପୂଜା ହଗଡେ ଏବଂ…

ଦେଶରେ ଉପରମୁହାଁ କରୋନା କେସ୍‌; ୨୪ ଘଣ୍ଟାରେ ୩ହଜାର ୩୭୭ ନୂଆ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଉପରମୁହାଁ କରୋନା କେସ୍‌। କ୍ରମାଗତ ଦ୍ୱିତୀୟ ଦିନରେ ୩ ହଜାର ଉପରେ ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ୩ ହଜାର ୩୭୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୬୦ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। ସୁସ୍ଥ ହୋଇଛନ୍ତି ୨ହଜାର ୪୯୬। ଆକଟିଭ୍‌ କେସ୍‌ ୧୭ହଜାର ୮୦୧କୁ ବୃଦ୍ଧି…

ଆସନ୍ତା ୧୫ ଦିନ ଭିତରେ ଆସିବ ଚତୁର୍ଥ ଲହର ! ନୂଆ ଭ୍ୟାରିଏଣ୍ଟ ସୃଷ୍ଟି କରିପାରେ ସମସ୍ୟା

ଭୁବନେଶ୍ବର(କେନ୍ୟୁଜ୍): ଆସନ୍ତା ୧୫ ଦିନ ଭିତରେ ଆସିବ ଚତୁର୍ଥ ଲହର। ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ନୂଆ ଭ୍ୟାରିଏଣ୍ଟ ସମସ୍ୟା ସୃଷ୍ଟି କରିପାରେ। ଟୀକା ନେଇନଥିବା ବର୍ଗ ଏବଂ ଗୁରୁତର ରୋଗୀ ଏହି ଲହରରେ ପୁଣି ସମ୍ବେଦନଶୀଳ ବର୍ଗ ଭାବରେ ଉଭା ହୋଇପାରନ୍ତି। ଯେଉଁ ମାନେ ଟୀକା ଦ୍ୱିତୀୟ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ, ସୁନ୍ଦରଗଡରୁ ସର୍ବାଧିକ ୩୯ଜଣ

ଭୁବନେଶ୍ୱର(କେନ୍ଯୁଜ୍): ରାଜ୍ୟରେ ଧୀରେ ଧୀରେ କମିବାରେ ଲାଗିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୪୨ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୮୩ ଜଣ ୦ରୁ ୧୮ ବର୍ଷ ମଧ୍ୟରେ ରହିଥିବାବେଳେ, ସଙ୍ଗରୋଧରୁ ୧୯୬ ଓ ସ୍ଥାନୀୟ ସଂକ୍ରମଣରେ ୧୪୬ ଜଣ ରହିଛନ୍ତି ।…

ରାଜ୍ୟରେ ୨୪ ଘଣ୍ଟାରେ ରାଜ୍ୟରେ ୧୫ ଶହ ୩୯ ପଜିଟିଭ୍‌ ଚିହ୍ନଟ, ୨୪ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ୨୪ ଘଣ୍ଟାରେ ରାଜ୍ୟରେ ୧୫ ଶହ ୩୯ ପଜିଟିଭ୍‌ ଚିହ୍ନଟ । ଆଜି ମୋଟ ପଜିଟିଭ୍‌ ରେଟ୍‌ ରହିଛି ୨.୪୭ ପ୍ରତିଶତ । ଖୋର୍ଦ୍ଧାରୁ ସର୍ବାଧିକ ୨୨୩ ପଜିଟିଭ ଚିହ୍ନଟ ହେଇଛନ୍ତି । ଦିନକରେ ଆଉ ୨୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ ହଜାର ୬୦୩ ଆକ୍ରାନ୍ତ ଚିହ୍ନଟ, ଗଲା ୨୨ଜଣଙ୍କ ଜୀବନ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଆଜି ବି ୩ ହଜାର ତଳେ ଦୈନିକ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୨ ହଜାର ୬୦୩ ଆକ୍ରାନ୍ତ ଚିହ୍ନଟ । ଆଜି ମୋଟ ପଜିଟିିିଭ୍‌ ରେଟ୍‌ ରହିଛି ୪.୧୨ ପ୍ରତିଶତ । ଖୋର୍ଦ୍ଧାରୁ ସର୍ବାଧିକ ୪୪୪ ସଂକ୍ରମିତ ହୋଇଛନ୍ତି । କଟକରୁ ୨୦୫, ସୁନ୍ଦରଗଡରୁ ୨୦୪, ଯାଜପୁରରୁ ୧୩୩…