ନାକରୁ ବାହାରୁଥିବା ପାଣିର ଗୋଟିଏ ବୁନ୍ଦା ବି କୋଭିଡ୍ ସଂକ୍ରମଣ ପାଇଁ ଯଥେଷ୍ଟ! ରିସର୍ଚ୍ଚରୁ ହେଲା ଖୁଲାସା; ଜାଣନ୍ତୁ…
ବ୍ରିଟେନରେ ହୋଇଥିବା ଏକ ନୂତନ ଅନୁସନ୍ଧାନରୁ ଜଣା ପଡ଼ିଛି ଯେ କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ନାକରୁ ବାହାରୁଥିବା ପାଣିର ଗୋଟିଏ ବି ସୂକ୍ଷ୍ମ ବୁନ୍ଦା ସଂସ୍ପର୍ଶରେ ଆସିଲେ ଅନ୍ୟ ଜଣେ ବ୍ୟକ୍ତି କୋଭିଡ୍-୧୯ର ଶିକାର ହୋଇ ପାରନ୍ତି। ଏହି ଅନୁସନ୍ଧାନର ପ୍ରାରମ୍ଭରେ ଅଂଶଗ୍ରହଣକାରୀଙ୍କ ଶରୀରରେ…