Browsing Tag

COVID-19

୨ ଥର ନୁହେଁ ବରଂ ୧୧ ଥର କରୋନା ଟିକା ନେଇସାରିଲେଣି ଏହି ବ୍ୟକ୍ତି, କହିଲେ-ସେବେଠୁ ରୋଗରେ ପଡ଼ିନାହିଁ

କରୋନା କାଳରେ ସଂକ୍ରମଣରୁ ମୁକ୍ତି ପାଇଁ ଲୋକମାନେ ଟିକାର ଦୁଇଟି ଡୋଜ୍‌ ନେଉଥିବା ବେଳେ ବିହାରର ଜଣେ ବ୍ୟକ୍ତି ଯାହା ଖୁଲାସା କରିଛନ୍ତି, ତାହା ସମସ୍ତଙ୍କ ହୋସ୍‌ ଉଡ଼ାଇ ଦେଇଛି। ବିହାରର ଜଣେ ବୃଦ୍ଧ ବ୍ୟକ୍ତି ଦାବି କରିଛନ୍ତି ଯେ ସେ ଟିକାର ୧୦ରୁ ଅଧିକ ଡୋଜ୍‌ ନେଇଛନ୍ତି ଓ ବିଲକୁଲ ଠିକ୍‌…

ପିଲାଙ୍କୁ କରୋନା ଟିକା ଦେବା ପରେ ଦେଖାଯାଇପାରେ ଏହି ସାଇଡ ଇଫେକ୍ଟ, ଲକ୍ଷଣ ଦେଖିବା ପରେ ଅଭିଭାବକ ଆପଣାନ୍ତୁ ଏହି…

ବର୍ତ୍ତମାନ ୧୫ରୁ ୧୮ବର୍ଷର ପିଲାମାନଙ୍କୁ କୋଭିଡ ଟିକା ଦିଆଯାଉଛି । ପିଲାମାନଙ୍କୁ ଟିକା ଦେବା ପାଇଁ ଭିନ୍ନ ଭିନ୍ନ ଭ୍ୟାକ୍ସିନେସନ ସେଣ୍ଟର ମଧ୍ୟ ତିଆରି କରାଯାଇଛି । ପିଲାମାନଙ୍କୁ ଭ୍ୟାକ୍ସିନ ଦେବା ପରେ ହୁଏତ ଏହାର ସାଇଡ୍‌ ଇଫେକ୍ଟ ଦେଖାଯାଇପାରେ। ତେଣୁ ଯଦି କୌଣସି ମାଇଲ୍ଡ ଆଫେକ୍ଟ…

ଓଠ, ଚର୍ମ ଓ ନଖର ରଙ୍ଗ ବଦଳିବା ମଧ୍ୟ କରୋନାର ସଂକେତ ହୋଇପାରେ: ରିସର୍ଚ୍ଚର ଦାବି

ନୂଆଦିଲ୍ଲୀ : କରୋନା ଏହାର ରୂପ ବଦଳାଇବା ସହିତ ଲୋକଙ୍କୁ ସଂକ୍ରମିତ କରିବା ପରେ ଲକ୍ଷଣକୁ କ୍ରମାଗତ ଭାବରେ ବଦଳାଉଛି। ବର୍ତ୍ତମାନ କରୋନା କ୍ଷେତ୍ରରେ, ଆହୁରି କିଛି ନୂତନ ଲକ୍ଷଣ ଦେଖାଯାଉଛି। ଆମେରିକୀୟ ଡାକ୍ତରଙ୍କ କହିବା ଅନୁଯାୟୀ,ଧୂସର ଓଠ, ଚର୍ମ ଓ ନଖ କରୋନାର ନୂଆ ଲକ୍ଷଣର ସଂକେତ ଦେଇଥାଏ…

ସାବଧାନ! ଡବଲ ଡୋଜ୍‌ ପରେ ବି କମ୍‌ ହୋଇନି ବିପଦ, ଡେଲ୍‌ଟା କରିପାରେ ଶିକାର; ମାସ୍କ ପିନ୍ଧିବାକୁ ପରାମର୍ଶ

କରୋନା ଭାଇରସ୍‌ର ଡେଲ୍‌ଟା ଭେରିଏଣ୍ଟ ଏତେ ଭୟଙ୍କର ଯେ ଟିକା ନେଇ ସାରିଥିବା ଲୋକଙ୍କୁ ମଧ୍ୟ ଏହା ସଂକ୍ରମିତ କରି ପାରିବ। ଏକ ନୂଆ ଅଧ୍ୟୟନରୁ ଏହି କଥାର ଖୁଲାସା ହୋଇଛି। ଅଧ୍ୟୟନରେ କୁହାଯାଇଛି କି, ଡେଲ୍‌ଟା ଭେରିଏଣ୍ଟରୁ ରକ୍ଷା ପାଇବା ପାଇଁ ଭ୍ୟାକ୍ସିନ ସହିତ ପ୍ରତିଷେଧକ ଏବଂ ନିୟନ୍ତ୍ରଣ…

ପୋଷା କୁକୁରକୁ କରୋନା, ଡାକ୍ତର ଜାଣିପାରୁନାହାନ୍ତି ସଂକ୍ରମଣ ଆସିଲା କୁଆଡ଼ୁ

ବ୍ରିଟେନ୍‌ରେ ପୁଣିଥରେ ଡର ବଢ଼ାଇଲାଣି କରୋନା। ଲୋକଙ୍କ ପରେ ଏବେ ଏକ ପୋଷା କୁକୁରର ଶରୀରରେ ସଂକ୍ରମଣ ଚିହ୍ନଟ ହୋଇଛି। ୟୁକେର ମୁଖ୍ୟ ପଶୁ ଚିକିତ୍ସାଧିକାରୀ ଏ ନେଇ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଦୁନିଆର ଭିନ୍ନ ଭିନ୍ନ ଦେଶରେ ଅନ୍ୟ ଜୀବଜନ୍ତୁଙ୍କ ଠାରେ ମଧ୍ୟ କରୋନା ଭାଇରସ୍‌ ଚିହ୍ନଟ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୭୬ କରୋନା ପଜିଟିଭ ଚିହ୍ନଟ, ୪ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୭୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତିି । କେବଳ ଖୋର୍ଦ୍ଧାରୁ ୧୩୮ ନୂଆ କେସ୍‌ ରହିଛି । ଯାହା ମୋଟ ଆକ୍ରାନ୍ତଙ୍କ ୫୦ ପ୍ରତିଶତ । ଆଜି ମୋଟ ପଜିଟିଭିଟି ରେଟ୍‌ ରହିଛି ୦.୪୬ ପ୍ରତିଶତ । ୨୭୬ ସଂକ୍ରମିତଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ବୟସ୍କଙ୍କ…

ଋଷରେ ପୁଣି ଭୟଙ୍କର ହେଉଛି କରୋନା ସଂକ୍ରମଣ, ଗୋଟିଏ ଦିନରେ ୪୦ ହଜାର ଉପରେ ସଂକ୍ରମିତ

ବିଶ୍ୱରେ ପ୍ରଥମ ଟିକା ବାହାର କରିଥିବା ଦେଶରେ ଭୟଙ୍କର ରୂପ ନେଇଛି ମହାମାରୀ କରୋନା। ଋଷରେ ଉତ୍ପାତ ମଚାଇଛି ମାରାତ୍ମକ ଭାଇରସ। ଏହି ଦେଶରେ ପୁଣି କରୋନା ମାମଲା ଦ୍ରୁତ ଗତି ବଢ଼ିଛି। ଜାତୀୟ କରୋନା ଭାଇରସ୍ ଟାସ୍କ ଫୋର୍ସ ରବିବାର ଦିନ ୪୦,୯୯୩ ନୂତନ ସଂକ୍ରମଣ ଚିହ୍ନଟ ବିଷୟରେ ସୂଚନା ଦେଇଛି ।…

ନୂଆଖାଇ ଠାରୁ କାଳୀପୂଜା ଯାଏ ଜଗି ରଖି ଚଳିବାକୁ ହେବ: ILS ନିର୍ଦ୍ଦେଶକ

ଭୁବନେଶ୍ବର(କେନ୍ଯୁଜ୍): ନୂଆଖାଇ ଠାରୁ କାଳୀପୂଜା ଯାଏ ଜଗି ରଖି ଚଳିବାକୁ ହେବ । ପାର୍ବଣରେ ଲୋକଙ୍କ ସମାଗମ ପୁଣିଥରେ ସଂକ୍ରମଣ ବଢ଼ାଇପାରେ । କେରଳରେ ଓନମ ପର୍ବ ପରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇଥିଲା । ଓଡ଼ିଶାରେ ପରିସ୍ଥିତି ଭଲ ଅଛି । ପର୍ବପର୍ବାଣୀର ସତର୍କ ରହିବାକୁ ପଡ଼ିବ ।…

ନାଲି ପିମ୍ପୁଡି ନୁହେଁ କରୋନା ଔଷଧ, ଏହାକୁ ଖିଆଯାଇ ପାରିବ ନାହିଁ: ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ : ସାରା ଦେଶକୁ କରୋନାର ପ୍ରକୋପ ଦୋହଲାଇ ଦେଇଥିବା ବେଳେ ବର୍ତ୍ତମାନ ପିମ୍ପୁଡ଼ି ଚଟଣିରୁ କରୋନା ଠିକ୍ ହେବାର ମାମଲା ସୁପ୍ରିମକୋର୍ଟ ରେ ପହଞ୍ଚିଛି । କୋରୋନା ଚିକିତ୍ସା ପାଇଁ ନାଲି ପିମ୍ପୁଡ଼ି ଚଟଣି ବ୍ୟବହାର କରିବାକୁ ନିର୍ଦ୍ଦେଶ ମାଗିଥିବା ଆବେଦନକୁ ସର୍ବୋଚ୍ଚ କୋର୍ଟ ଖାରଜ…

କୋଭିଡ ସୁସ୍ଥ ହେବା ପରେ ଏମିତି ହୋଇଯାଇଛି ରୁବିନାଙ୍କ ଅବସ୍ଥା, କହିଲେ ‘ଆଉଥରେ ଭଲ ପାଇବା ଶିଖୁଛି’

ବିଗବସ୍ ୧୪ ବିଜେତା ଏବଂ ଟିଭି ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ରୁବିନା ଦିଲାଏକ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରୁହନ୍ତି। ପ୍ରତିଦିନ କିଛି ନା କିଛି ନୂଆ ପୋଷ୍ଟ ସେୟାର ମଧ୍ୟ କରନ୍ତି। ନିକଟରେ ରୁବିନା ନିଜର ଏକ ପୋଷ୍ଟକୁ ନେଇ ପୁଣି ଚର୍ଚ୍ଚାରେ ରହିଛନ୍ତି। ରୁବିନା ନିଜ ସୋସିଆଲ…

‘ଡୋର ଟୁ ଡୋର’ ବୁଲି ଟୀକାକରଣ ସମ୍ଭବ ନୁହେଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ ଚାଲିଥିବା ଟୀକାକରଣ ଅଭିଯାନକୁ ନେଇ ସୁପ୍ରିମକୋର୍ଟ ବୁଧବାର ବଡ ଟିପ୍ପଣୀ ଦେଇଛନ୍ତି । ସୁପ୍ରିମକୋର୍ଟ ଘର ଘର ବୁଲି ଟିକାକରଣ କରିବା ପାଇଁ ସରକାରଙ୍କୁ ଆଦେଶ ଦେବାକୁ ମନା କରି ଦେଇଛନ୍ତି । ଅଦାଲତ କହିଛନ୍ତି, ଦେଶରେ ଘର ଘର ଯାଇ ଟିକାକରଣ କରାଯିବା ସମ୍ଭବ ନୁହେଁ ।…

ରାଜ୍ୟରେ ରହିବ କି ନାଇଟ୍‌ କର୍ଫ୍ୟୁ? ଆଜି ଆସିବ ସେପ୍ଟମ୍ବର ଗାଇଡଲାଇନ୍

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ କମୁଛି କରୋନା ଗ୍ରାଫ୍‌। ହେଲେ ସଂପୂର୍ଣ୍ଣ ଅନଲକ୍‌ ହୋଇନାହିଁ ଓଡ଼ିଶା। ସେପଟେ ଆଜି ସରିବ ଅଗଷ୍ଟ ଅନ୍‌ଲକ ଗାଇଡଲାଇନ ଅବଧି, ଆସିବ ସେପ୍ଟମ୍ବର ଗାଇଡଲାଇନ। କଣ ରହିବ ଏହାର ରୂପରେଖ? ରାଜ୍ୟରେ ବର୍ତ୍ତମାନର କରୋନା ସ୍ଥିତି ଓ ଭବିଷ୍ୟତ ତୃତୀୟ ଲହର ଆଶଙ୍କା ଦେଖି…