Browsing Tag

COVID-19

ପଞ୍ଚକର୍ମକୁ କରୋନା ଭାଇରସ ସହ ଲଢ଼ିବାର ମନ୍ତ୍ର ବୋଲି କହିଲେ ମାରିଆ ସାରାପୋଭା

ଋଷର ପୂର୍ବତନ ଟେନିସ ଷ୍ଟାର ମାରିଆ ସାରାପୋଭା କରୋନା ଭାଇରସରୁ ସୃଷ୍ଟି ହେଉଥିବା ଚିନ୍ତା ତଥା ଅବସାଦକୁ କମ କରିବା ଉପାୟ କହିଛନ୍ତି। ତାଙ୍କ କହିବାନୁଯାୟୀ ଏଥିପାଇଁ ଆୟୁର୍ବେଦର ପଞ୍ଚକର୍ମ ସବୁଠାରୁ ଅଧିକ ଲାଭକାରୀ। ଶରୀରକୁ ଡିଟକ୍ସ କରିବାରେ ପଞ୍ଚକର୍ମ ସାହାଯ୍ୟ କରେ। ଏହା ଶରୀରର…

ଲକଡାଉନରେ ନିଜେ ନିଜେ ଟ୍ରେନ ଟିକେଟ୍ କ୍ୟାନ୍ସଲ କରନ୍ତୁ ନାହିଁ, ନଚେତ କଟିପାରେ ଟଙ୍କା; ରିଫଣ୍ଡକୁ ନେଇ IRCTCର ନୂଆ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ପାଇଁ ଲକଡାଉନ ଘୋଷଣା କରିବା ପରେ ଏବେ ରେଳବାଇ ମଧ୍ୟ ଏପ୍ରିଲ ୧୪ ଯାଏଁ ସମସ୍ତ ଟ୍ରେନ ଚଳାଚଳ ଉପରେ ରୋକ ଲଗାଇଛି। ତେବେ ଟ୍ରେନ ବନ୍ଦ ହେବା ପରେ ଟିକେଟ ବୁକିଂ କରିଥିବା ଲୋକଙ୍କ ଚିନ୍ତା ବଢିଛି। ଏବେ ଲୋକମାନେ ଯାତ୍ରା ତ କରିପାରିବେନି। ତେବେ ଲୋକଙ୍କ…

୨୧ ଦିନର ଲକଡାଉନକୁ ସମର୍ଥନ ଜଣାଇଲେ ବିରାଟ କୋହଲି ଓ ଅନୁଷ୍କା ଶର୍ମା, ଭିଡିଓ ଜାରି କରି କହିଲେ ଏସବୁ କଥା…

କରୋନା ଭାଇରସର ଆତଙ୍କ ଏବେ ସାରା ବିଶ୍ୱକୁ ଗ୍ରାସିଛି। କରୋନା ଯୋଗୁ ପ୍ରତିଦିନ ଶହ ଶହ ଲୋକଙ୍କ ଯାଉଥିବାରୁ ସବୁ ଦେଶ ଏବେ ଚିନ୍ତିତ। ଏହି ବେମାରି କବଳରୁ ଲୋକଙ୍କୁ ରକ୍ଷା କରିବାକୁ ଏବେ ସବୁ ଦେଶ ଯଥାସାଧ୍ୟ ଚେଷ୍ଟା କରୁଛି। କରୋନାକୁ ରୋକିବାର ଏକ ମାତ୍ର ବାଟ ସାମାଜିକ ଦୂରତ୍ୱ ବଜାୟ ରଖିବା।…

୧୩୪ ଜଣଙ୍କ ଜୀବନ ବଞ୍ଚାଇଥିବା ଡାକ୍ତର ଦମ୍ପତିଙ୍କ ଜୀବନ ନେଲା କରୋନା, ଦେଖନ୍ତୁ ଶେଷ ଦେଖା ବେଳର କିଛି କରୁଣ ଦୃଶ୍ୟ

ଚୀନର ବୁହାନ ସହରରୁ ବ୍ୟାପିବା ଆରମ୍ଭ କରିଥିବା କରୋନା ଭାଇରସ ମାତ୍ର ଏତିକି ସମୟ ମଧ୍ୟରେ ଅନେକ ପରିବାରକୁ ଉଜାଡ଼ି ସାରିଲାଣି। ଏହି ଭାଇରସ ଲୋକଙ୍କୁ ଚିରଦିନ ପାଇଁ ଦୁଃଖ ଦେଇଯାଇଛି। କାହାର ବାପା ମରିଛି ତ ଆଉ କାହାର ମା। ଲୋକଙ୍କ ସେବାରେ ନିୟୋଜିତ ହୋଇଥିବା ଲୋକଙ୍କ ଉପରେ ମଧ୍ୟ ଦୟା କରିନି…

ଇରାନରୁ ଦିଲ୍ଲୀ ଫେରିଲେ ୨୭୭ ଭାରତୀୟ, ସମସ୍ତଙ୍କୁ ୧୪ଦିନ ପାଇଁ ପଠାଗଲା କ୍ୱାରେଣ୍ଟାଇନରେ

ନୂଆଦିଲ୍ଲୀ: ଇରାନରୁ ଭାରତ ଫେରିଲେ ୨୭୭ ଭାରତୀୟ। ଏମାନଙ୍କୁ ଉଦ୍ଧାର କରିଛନ୍ତି କେନ୍ଦ୍ର ସରକାର। ୨୭୭ ଭାରତୀୟଙ୍କୁ ନେଇ ଏକ ସ୍ୱତନ୍ତ୍ର ବିମାନ ଦିଲ୍ଲୀ ଆସିଛି। ଏମନ ସମସ୍ତଙ୍କୁ ୧୪ଦିନ ପାଇଁ କ୍ୱାରେଣ୍ଟାଇନ୍‌ରେ ରଖାଯିବ। ଡାକ୍ତର ସଂପୂର୍ଣ୍ଣ ସୁସ୍ଥ ହେବା ନେଇ ସେମାନଙ୍କ ରିପୋର୍ଟ ନଦେବା…

ଲକଡାଉନ ମାନୁନାହାଁନ୍ତି ଲୋକେ, ରାସ୍ତାରେ ବୁଲୁଥିବା ଲୋକଙ୍କୁ ବୁଦ୍ଧି ଶିଖେଇବା ପାଇଁ ପୋଲିସ ଦେଉଛି ଏଭଳି ଅଜବ ଦଣ୍ଡ,…

ସାରା ବିଶ୍ୱରେ ଏବେ କରୋନା ଭାଇରସର ଭୟ । ହଜାର ହଜାର ଲୋକ ଏଥିରେ ପ୍ରାଣ ହରାଉଥିବା ବେଳେ ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି । ବଡ ବଡ ବିକାଶଶୀଳ ରାଷ୍ଟ୍ର ମଧ୍ୟ କରୋନା ଆଗରେ ହାର୍ ମାନି ସାରିଲାଣି । ଏସବୁ ମଧ୍ୟରେ କାଲି ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶକୁ ୨୧…

ଭାରତରେ କାୟା ମେଲାଉଛି କରୋନା: ଆଜି ତାମିଲନାଡୁରେ ଜଣଙ୍କର ମୃତ୍ୟୁ, ବର୍ତ୍ତମାନ ସୁଦ୍ଧା ଦେଶରେ ୫୬୦ଜଣ ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ କାୟା ମେଲାଉଛି କରୋନା। ବର୍ତ୍ତମାନ ପର୍ଯ୍ୟନ୍ତ ୧୧ ଜଣଙ୍କ ଜୀବନ ନେଲାଣି ଏହି ଭୟଙ୍କର ଭାଇରସ୍‌। ଆଜି ତାମିଲନାଡୁର ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମଦୁରାଇ ରାଜାଜୀ ହସ୍ପିଟାଲରେ ସେ ଚିକିତ୍ସିତ ଥିଲେ। ଅନ୍ୟପଟେ ଆକ୍ରାନ୍ତ ସଂଖ୍ୟା ପ୍ରତିଦିନ ବଢୁଛି । ୨୫ଟି…

ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି ଗୋପାଳପୁର ବନ୍ଦର, ନିଆଯାଉଛି ସମସ୍ତ ପ୍ରତିଷେଧକ ମୂଳକ ପଦକ୍ଷେପ

ଭୁବନେଶ୍ୱର: ବର୍ତ୍ତମାନର କରୋନା ସଂକଟ ସମୟରେ ସ୍ୱାଭାବିକ ଭାବେ କାମ କରୁଛି ଗୋପାଳପୁର ବନ୍ଦର । ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ ଅଧୀନରେ ଆସୁଥିବାରୁ ଗୋପାଳପୁର ପୋର୍ଟସ୍ ଲିମିଟେଡ୍‌ରେ କାର୍ଯ୍ୟ ସ୍ୱାଭାବିକ ରହିଛି । ବର୍ଥରେ ମାଲ ପରିଚାଳନା ଜାରି ରହିଛି । ତେବେ କୋଭିଡ୍‌-୧୯କୁ…

କରୋନାରୁ ବଞ୍ଚିବା ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ପରାମର୍ଶ ମାନି ଚାଲିଗଲା ବ୍ୟକ୍ତିଙ୍କ ପ୍ରାଣ, ଏବେ ମୃତ୍ୟୁ ସହ…

କରୋନା ଭାଇରସରୁ ବଞ୍ଚିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ପରାମର୍ଶ ମାନିବା ଜଣେ ବ୍ୟକ୍ତିଙ୍କ ଉପରେ ଭାରି ପଡିଯାଇଛି । କରୋନା ଭାଇରସରୁ ବଞ୍ଚିବା ଚକ୍କରରେ ଉକ୍ତ ବ୍ୟକ୍ତିଜଣକ ନିଜ ପ୍ରାଣ ହରାଇ ବସିଛନ୍ତି । ସୂଚନା ଅନୁଯାୟୀ ଉକ୍ତ ବ୍ୟକ୍ତି ଓ ତାଙ୍କ ପତ୍ନୀ ଟ୍ରମ୍ପଙ୍କ…

କରୋନା ମୃତକଙ୍କ ସଂଖ୍ୟା ଲୁଚାଉଛି ଚୀନ! ଟେଲିକମ୍ କମ୍ପାନୀ କହିଲା ଦେଢ଼ କୋଟି ଗ୍ରାହକ ହଠାତ୍ ଗାୟବ

କରୋନା ଭାଇରସ ଏବେ ସାରା ବିଶ୍ୱକୁ ନିଜ କବଳରେ ରଖିଛି। କରୋନା ଯୋଗୁ ସବୁ ଦେଶବାସୀଙ୍କ ଜୀବନ ଠପ୍ ହୋଇଯାଇଛି କହିଲେ ଚଳେ। ଆକ୍ରାନ୍ତ ହେବା ଭୟରେ ଲୋକମାନେ ଏବେ ଘରୁ ବାହାରକୁ ବାହାରୁନାହାନ୍ତି। ଲୋକମାନେ ନିଜକୁ ନିଜେ ଘରେ ହିଁ ବନ୍ଦୀ କରି ରଖିଛନ୍ତି। କରୋନାରେ ପ୍ରତିଦିନ ଶହ ଶହ ଲୋକଙ୍କ…

କରୋନା ଯୋଗୁଁ ଏହି ଗରିବ ବ୍ୟକ୍ତି ରାତାରାତି ହୋଇଗଲେ କୋଟିପତି, ଜାଣନ୍ତୁ କଣ ଥିଲା ସମ୍ପୂର୍ଣ୍ଣ ଘଟଣା

ସାରା ବିଶ୍ଵରେ ଏବେ କରୋନାକୁ ନେଇ ଆତଙ୍କ ଦେଖା ଦେଇଥିବା ବେଳେ ହଜାର ହଜାର ଲୋକ ଏଥିରେ ମୃତ୍ୟୁବରଣ କରିସାରିଲେଣି । ଏହାଦ୍ୱାରା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ଯେଉଁଥିପାଇଁ ସରକାର ବାଧ୍ୟହୋଇ ଦେଶର ଅଧିକାଂଶ ରାଜ୍ୟକୁ ଲକଡାଉନ ଘୋଷଣା କରିଛନ୍ତି । ଲୋକମାନେ…