Browsing Tag

COVID-19

ସମଗ୍ର ବିଶ୍ୱପାଇଁ ମୁଣ୍ଡବିନ୍ଧା ସାଜିଥିବା ଭାଇରସର ନାଁ କାହିଁକି ରଖାଯାଇଛି କରୋନା, ଜାଣନ୍ତୁ ଏହା ପଛର କାରଣ

କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱବାସୀ ଚିନ୍ତିତ ଅଛନ୍ତି। ଚୀନରୁ ବ୍ୟାପୁଥିବା ଏହି ଭାଇରସ ଯୋଗୁ ବର୍ତ୍ତମାନ ସର୍ବାଧିକ ଇଟାଲୀବାସୀଙ୍କ ମୃତ୍ୟୁ ଘଟିଛି। ଏହି ଭାଇରସ ଏବେ ୧୯୧ଟି ଦେଶକୁ ବ୍ୟାପିସାରିଲାଣି। ତେବେ ପ୍ରକୃତରେ କରୋନା ଭାଇରସର ସୃଷ୍ଟି କେମିତି ହେଲା ତାହାର ରହସ୍ୟ ଏବେ…

କରୋନା ଲକଡାଉନ ମାନିଲେନି ପାକିସ୍ତାନୀ, ରାସ୍ତା ଉପରେ ପୋଲିସ ବନାଇଲା ମୁର୍ଗା ଦେଖନ୍ତୁ ଭିଡିଓ

କରୋନା ଭାଇରସ ପାଇଁ ସାରା ବିଶ୍ଵରେ ଆତଙ୍କ ତେବେ ଏଥିମଧ୍ୟରେ ସାମିଲ ରହିଛି ପାକିସ୍ତାନ । ଏହି ମହାମାରୀର ସଂକ୍ରମଣକୁ କିପରି ରୋକାଯାଇପାରିବ ସେଥିପାଇଁ ଅନେକ ଦେଶ ଗୁଡିକୁ ଲକଡାଉନ କରିଦିଆଯାଇଛି । ଯାହାଦ୍ୱାରା ଅଧିକାଂଶ ଲୋକ ଏବେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ତେବେ ପାକିସ୍ତାନରେ ମଧ୍ୟ…

କରୋନା ଭାଇରସକୁ ନେଇ ଆଜି ରାତି ୮ଟାରେ ପୁଣିଥରେ ସାରା ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି ୮ଟାରେ କରୋନା ଭାଇରସର ପ୍ରକୋପ ସମ୍ବନ୍ଧରେ ସାରା ଦେଶକୁ ସମ୍ବୋଧିତ କରିବେ। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କରୋନା ଭାଇରସରେ ପାଖାପାଖି ୪୯୦ ଜଣ ଆକ୍ରାନ୍ତ ହୋଇ ସାରିଲେଣି। ପ୍ରଧାନମନ୍ତ୍ରୀ ଟ୍ୱିଟ ଯୋଗେ ଏହି ସୂଚନା…

ଭାରତରେ Xiaomi ବାଣ୍ଟିବ ଏକ ଲକ୍ଷ N95 ମାସ୍କ, ତାସହିତ ଡାକ୍ତର ମାନଙ୍କ ପାଇଁ ମଧ୍ୟ ଦେଉଛି ଏଭଳି ସୁବିଧା

ଚୀନର ସ୍ମାର୍ଟଫୋନ କମ୍ପାନୀ Xiaomi ଭାରତରେ ଏକ ଲକ୍ଷ N95 ମାସ୍କ ବାଣ୍ଟିବ ବୋଲି ଘୋଷଣା କରିଛି । ଭାରତରେ କରୋନାର ବଢୁଥିବା ପ୍ରକୋପକୁ ଦେଖି କମ୍ପାନୀ ଏଭଳି ନିଷ୍ପତ୍ତି ନେଇଛି । ତେବେ ସାଓମି ଇଣ୍ଡିଆର ମ୍ୟାନେଜିଂ ଡାଇରେକ୍ଟରଙ୍କ କହିବା ଅନୁଯାୟୀ ଏହି ମାସ୍କ ଦିଲ୍ଲୀ, ପଞ୍ଜାବ ଏବଂ…

ପରୀକ୍ଷା ଦେବାକୁ ଯାଇ ଆନ୍ଧ୍ରପ୍ରଦେଶରେ ଫସିଛନ୍ତି ୪୨ ଓଡ଼ିଆ ଛାତ୍ରଛାତ୍ରୀ, ଓଡ଼ିଶା ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କୁ…

ଜଳେଶ୍ୱର: ପରୀକ୍ଷା ଦେବାକୁ ଯାଇ ଆନ୍ଧ୍ରପ୍ରଦେଶରେ ଫଶିଛନ୍ତି ୪୨ ଓଡ଼ିଆ ଛାତ୍ରଛାତ୍ରୀ। ଗତ ୧୬ତାରିଖରୁ ପ୍ରକାଶମ ଜିଲ୍ଲା ମାର୍କପୁରମକୁ ବିଏଡ୍‌ ପରୀକ୍ଷା ଦେବାକୁ ଯାଇଥିଲେ ଓଡ଼ିଶାର କେତେକ ଛାତ୍ରଛାତ୍ରୀ। ପରେ କରୋନା ଭାଇରସ ସତର୍କତା ପାଇଁ ଆନ୍ଧ୍ରପ୍ରଦେଶରେ ଲକ୍‌ଡାଉନ୍‌ ଜାରି ହେବା ପରେ…

କରୋନା ସତର୍କତା : ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

କରୋନା ଏବେ ସମଗ୍ର ବିଶ୍ୱ ପାଇଁ ବିପଦ ସୃଷ୍ଟି କରିଥିବାବେଳେ ଆଇନ ଉଲଘଂନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ରାଜ୍ୟଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏବେ ଆସନ୍ତୁ ଜାଣିବା କଣ ରହିଛି ଦଣ୍ଡାବଳୀ।.. ଅମାନିଆ ହେଲେ କଡା କାର୍ଯ୍ୟାନୁଷ୍ଠାନ ଆଇପିସି ଧାରା ୧୮୮:-…

ଏବେ କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବକୁ ଛୁଇଁ ପାରିବେନି ପରିବାର, ଜାଣନ୍ତୁ ଆଉ କଣ କହୁଛନ୍ତି ସରକାର

ଏବେ କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବକୁ ଛୁଇଁ ପାରିବେନି ପରିବାର । ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗର ସରକାର । ଏବେ ରାଜ୍ୟରେ କରୋନାରେ ଶିକାର ହୋଇ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବକୁ ଆଉ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ ନାହିଁ । ତେବେ କରୋନାରେ…

ବିଶ୍ୱ ପାଇଁ ବିପଦ ପାଲଟିଛି କରୋନା: ସାରା ବିଶ୍ବରେ ୧୬ହଜାର ଟପିଲା ମୃତ୍ୟୁ ସଂଖ୍ୟା, ସାଢ଼େ ୩ ଲକ୍ଷରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: ମାନବ ସଭ୍ୟତା ପାଇଁ ବିପଦ ପାଲଟିଛି କରୋନା । ୧୯୫ ରାଷ୍ଟ୍ରକୁ ରାହୁ ଭଳି ଗ୍ରାସି ସାରିଲାଣି ଭୂତାଣୁ । ଏବେ ପ୍ରତିଦିନ ହଜାରେ ସଂଖ୍ୟାରେ ମୁଣ୍ଡ ନେବା ଆରମ୍ଭ କରିଛି ପ୍ରାଣଘାତୀ ଭୂତାଣୁ । ମୃତ୍ୟୁ ସଂଖ୍ୟା ୧୬ହଜାର ଟପିଛି। ଆକ୍ରାନ୍ତ ସଂଖ୍ୟା ସାଢ଼େ ୩ ଲକ୍ଷରୁ ଅଧିକ । ଇଟାଲୀରେ…

ନଦୀକୁ ଡେଇଁପଡ଼ିଥିଲେ ଯୁବକ ବାହାରକୁ ଆସି କହିଲେ ‘ମୋତେ ହୋଇଛି କରୋନା’ ଆଉ ତାପରେ..

ସାରା ବିଶ୍ଵରେ ଏବେ କରୋନାର ଆତଙ୍କ ଚାଲିଥିବା ବେଳେ ହିମାଚଳପ୍ରଦେଶର କୁଲ୍ଲୁ ଜିଲ୍ଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ୨୨ ବର୍ଷୀୟ ଯୁବକ ନିଜକୁ କରୋନା ହୋଇଥିବ ଭାବି ନଦୀକୁ ଡେଇଁ ପଡିଛନ୍ତି ଏବଂ ପରେ ବହୁତ କଷ୍ଟରେ ତାଙ୍କୁ ଉଦ୍ଧାର କରାଯାଇଛି ଯାହା ଏବେ ସୋସିଆଲ ମିଡିଆରେ…

କରୋନାକୁ ମୁକାବିଲା ପାଇଁ ସମର୍ଥ ନୁହେଁ ପାକିସ୍ତାନ, ଧାରଣା ଦେବେ ବୋଲି ଧମକ ଦେଲେଣି ଡାକ୍ତର

ବର୍ତ୍ତମାନର ସମୟରେ ଏପରି କୌଣସି ବ୍ୟକ୍ତି ନାହିଁ ଯିଏ କରୋନା ଭାଇରସକୁ ନେଇ ଚିନ୍ତାରେ ନାହିଁ । ଏହି ଭାଇରସର ପ୍ରଭାବ ଏତେ ମାତ୍ରାରେ ବଢିଯାଇଛି ଯେ ପ୍ରତ୍ୟେକ ଦିନ ଏଥିରେ ସହ ସହ ଲୋକ ମୃତ୍ୟୁବରଣ କରୁଛନ୍ତି । ଏହି ଭାଇରସ କେବଳ ମଣିଷ ଜୀବନ ନୁହେଁ ବରଂ ସାରା ଦୁନିଆରେ ଏହାର ପ୍ରକୋପ ଦିନକି…

ଫ୍ଲାଇଟରେ ଛିଙ୍କୁଥିଲେ ଯାତ୍ରୀ ତ ବିମାନ ଛାଡି ପଳାଇଲେ ପାଇଲଟ, ଭୟଭୀତ ହୋଇ ଯାତ୍ରୀମାନେ କଲେ ଏପରି ଦେଖନ୍ତୁ ଭିଡିଓ

ପୁନେ ଏୟାରପୋର୍ଟରେ ଏପରି ଘଟଣା ଘଟିଛି ଯାହା ଶୁଣିବା ମାତ୍ରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ବିମାନଟି ଉଡିବାକୁ ପ୍ରସ୍ତୁତ ହେଉଥିବା ସମୟରେ ଘଟିଥିଲା କିଛି ଏପରି ଘଟଣା ଯେଉଁଥିପାଇଁ ସମସ୍ତ ଯାତ୍ରୀ ବାହାରକୁ ଆସିଯାଇଥିଲେ । ସୂଚନା ଅନୁଯାୟୀ ବିମାନଟି ଟେକଅଫ କରିବାକୁ ଯିବା ସମୟରେ ହଠାତ…

କରୋନାରେ ପୀଡିତ ଭାରତୀୟ ସେନାର ପ୍ରଥମ ଯବାନ, ଜାଣନ୍ତୁ କିପରି ହେଲେ ସଂକ୍ରମିତ

ଭାରତୀୟ ସେନାର ପ୍ରଥମ ଯବାନ କରୋନା ଭାଇରସରେ ପୀଡିତ ହୋଇଛନ୍ତି । ଲଦାଖରେ ବାସ କରୁଥିବା ଏହି ଯବାନଙ୍କ ପିତା ତୀର୍ଥଯାତ୍ରା ପାଇଁ ଇରାନ ଯାଇଥିଲେ । ତେବେ ସେଠାରୁ ଫେରିବା ପରେ ସେ କରୋନା ସଂକ୍ରମିତ ବୋଲି ଜଣାପଡ଼ିଥିଲେ । ନିଜ ପିତାଙ୍କ ଯତ୍ନ ନେଉ ନେଉ ଉକ୍ତ ଯବାନ ଜଣକ ମଧ୍ୟ କରୋନାରେ…