Browsing Tag

COVID-19

ବଜ୍ରକାପ୍ତା ସହ କରୋନାର ସମ୍ପର୍କ କ’ଣ? ଜାଣନ୍ତୁ ଏହି ପ୍ରାଣୀ ଠାରୁ କେମିତି ବ୍ୟାପୁଛି COVID-19

ଚୀନ୍‌ ପରେ କରୋନା ଭାଇରସ୍‌ ଏବେ ଭାରତରେ ମଧ୍ୟ ଆତଙ୍କ ସୃଷ୍ଟି କରିଛି। ଏବେ ଯାଏଁ ଏହି ବିଷାଣୁ ବ୍ୟାପିବାର କାରଣ ଜଣାପଡ଼ିନଥିଲେ ମଧ୍ୟ ପ୍ରାରମ୍ଭରେ ଏଥିପାଇଁ ବାଦୁଡ଼ି ଓ ସାପଙ୍କୁ ଦାୟୀ କରାଯାଉଥିଲା। କିନ୍ତୁ ପରେ କରୋନା ବ୍ୟାପିବା କାରଣ ବଜ୍ରକାପ୍ତା ବା ପାଙ୍ଗୋଲିନ୍‌ ବୋଲି କୁହାଯାଇଥିଲା।…

କରୋନା ଆତଙ୍କ, ଘରେ ରହି କାମ କରିବାକୁ ୫୦୦୦ କର୍ମଚାରୀଙ୍କୁ କହିଲା ଟ୍ଵିଟର

କରୋନା ଭାଇରସ୍‌ର ଆତଙ୍କ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଚୀନ୍‌ର ବୁହାନ୍‌ ସହରରୁ ବ୍ୟାପୁଥିବା ଏହି ମାରାତ୍ମକ ଭାଇରସ୍‌ ଏବେ ଭାରତରେ ମଧ୍ୟ ପ୍ରବେଶ କରିସାରିଲାଣି। କରୋନାର ମାରାତ୍ମକ ପ୍ରଭାବକୁ ଦୃଷ୍ଟିରେ ରଖି ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ଵିଟର ସବୁ ଦେଶରେ ଥିବା ନିଜ କର୍ମଚାରୀଙ୍କୁ ଘରେ…

ଭାରତରେ ପ୍ରଥମ କରୋନା ମୃତ୍ୟୁ! କିଛି ଦିନ ତଳେ ମାଲେସିଆରୁ ଫେରିଥିଲେ ଯୁବକ

ଭାରତରେ କରୋନା ଭାଇରସ୍‌ର ସଂକ୍ରମଣ ବହୁ ଦିନ ତଳୁ ପହଞ୍ଚିସାରିଥିବା ବେଳେ ଏଥିରେ ଏବେ ଜଣଙ୍କର ମୃତ୍ୟୁ ଘଟିଛି। ଏର୍ଣ୍ଣାକୁଲମ୍‌ର ଜଣେ ୩୬ ବର୍ଷୀୟ ଯୁବକଙ୍କଠାରେ କୋବିଡ୍‌- ୧୯ ବା କରୋନାର ଲକ୍ଷଣ ଦେଖାଯିବା ପରେ ତାଙ୍କୁ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ରାତିରେ…

ପୁଣିଥରେ ବଦଳିଲା କରୋନାର ନାଁ, ଏବେ ଏହି ନୂଆ ଭାଇରସ୍‌କୁ କୁହାଯିବ COVID-19, ଜାଣନ୍ତୁ ଏହାର ଅର୍ଥ

କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବଡ଼ ଘୋଷଣା। ଏବେ ପୁଣିଥରେ କରୋନାର ନାଁ ପରିବର୍ତ୍ତନ କରାଯାଇଛି। କରୋନା ଭାଇରସ୍‌ ଯୋଗୁ ବଢ଼ୁଥିବା ମୃତ୍ୟୁହାରକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର ନାମ ରଖିଛି COVID-19 (କୋଭିଡ୍‌-୧୯)। କୋଭିଡ୍‌-୧୯ର ଅର୍ଥ ହେଉଛି କରୋନାଭାଇରସ୍‌…