Browsing Tag

COVID-19

କରୋନା ଭାଇରସ୍‌ରେ ମୃତ୍ୟୁ ଘଟିଥିବା ବ୍ୟକ୍ତିର ଶବରୁ ବି ବ୍ୟାପେ କି କୋଭିଡ୍‌-୧୯? ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ

କରୋନା ଭାଇରସ୍‌ର ସଂକ୍ରମଣରେ ମୃତ୍ୟୁ ଘଟିଥିବା ବ୍ୟକ୍ତିର ଶବକୁ କିଭଳି ଅନ୍ତିମ ସଂସ୍କାର କରିବା କଥା ଓ ଏଥିପାଇଁ କେଉଁ କେଉଁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ସେ ନେଇ ଭାରତର କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କିଛି ନିୟମ ଜାରି କରିଛନ୍ତି। ନିକଟରେ ଦିଲ୍ଲୀରେ କୋଭିଡ୍‌-୧୯ରେ…

କରୋନା ଛୁଟିରେ ପିଲାଙ୍କ ମୁଡ୍‌ ଏଭଳି ବଦଳାନ୍ତୁ, ଟାଇମ୍‌ ପାସ ହେବା ସହ ଶିଖିବେ ନୂଆ କଥା

ବର୍ତ୍ତମାନ କରୋନା ଭାଇରସ୍‌ ଯୋଗୁ ଓଡ଼ିଶାରେ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି। କିଛି ପିଲାଙ୍କ ପରୀକ୍ଷା ସରିଯାଇଥିବା ବେଳେ ଆଉ କିଛି ପିଲାଙ୍କର ଅଳ୍ପ କେତୋଟି ବିଷୟର ପରୀକ୍ଷା ବାକି ରହିଛି। ତେବେ ବର୍ତ୍ତମାନ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍କୁଲ ବନ୍ଦ ଥିବାରୁ ଘରେ ଛୋଟ ଛୁଆଙ୍କ ଦୁଷ୍ଟାମି…

ଚୀନ୍‌ ତିଆରି କଲା କରୋନା ଭାଇରସ୍‌ ଟୀକା, ଜଲଦି ସୁସ୍ଥ ହେବେ ସମସ୍ତ ରୋଗୀ

ଚୀନ୍‌ର ବୁହାନ ସହରରୁ ସୃଷ୍ଟ କରୋନା ଭାଇରସ୍‌ ଏବେ ସାରା ପୃଥିବୀରେ ଦମନ ଲୀଳା ଚଳାଇଥିବା ବେଳେ ଏହାକୁ ରୋକିବାକୁ ଟୀକା ପ୍ରସ୍ତୁତ କରିବାକୁ ଅଣ୍ଟା ଭିଡ଼ିଛି ଖୋଦ୍‌ ଚୀନ୍‌। ଚୀନ୍‌ର ବୈଜ୍ଞାନିକମାନେ ତିଆରି କରିଥିବା କରୋନା ଟୀକାକୁ ମଣିଷଙ୍କ ଉପରେ ପରୀକ୍ଷା କରିବା ଆରମ୍ଭ କରିଦେଇଛନ୍ତି। ଏହା…

ଥରେ ସୁସ୍ଥ ହୋଇସାରିଥିବା ରୋଗୀଙ୍କୁ ପୁଣିଥରେ ହୁଏ କି କରୋନା ସଂକ୍ରମଣ ? ଜାଣନ୍ତୁ କଣ କହୁଛନ୍ତି ଡାକ୍ତର

ଚୀନରୁ ବ୍ୟାପିଥିବା କରୋନା ଭାଇରସକୁ ନେଇ ସାରା ବିଶ୍ଵ ଆତଙ୍କିତ । ଭାରତରେ ଏହି ଭାଇରସରେ ଏବେ ପର୍ଯ୍ୟନ୍ତ ପ୍ରାୟ ୧୪୮ ଜଣ ସଂକ୍ରମଣ ହୋଇସାରିଛନ୍ତି । ଏହା ମଧ୍ୟରେ ୩ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି । ଏହାସହିତ ୧୪ ଜଣ ରୋଗୀ ସୁସ୍ଥ ମଧ୍ୟ ହୋଇଯାଇଛନ୍ତି । ଯଦିଓ ଡାକ୍ତର ମାନେ କହିଥିଲେ ଯେ…

କରୋନା ଭାଇରସ୍‌ ମୃତକଙ୍କ ଭାଗ୍ୟରେ ନାହିଁ ଅନ୍ତିମ ସଂସ୍କାର, ଇରାନରେ ସ୍ଥିତି ସାଂଘାତିକ

ଦେଶକୁ ଅସ୍ତବ୍ୟସ୍ତ କରି ପକାଇଥିବା ମାରାତ୍ମକ କରୋନା ଭାଇରସ୍‌କୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ କଡ଼ା ଚେତାବନୀ ଜାରି କରିଛି ଇରାନ୍‌। ଇରାନ୍‌ କହିଛି ଯେ ଯଦି ଇସ୍‌ଲାମିକ ଗଣରାଜ୍ୟରେ ଲୋକମାନେ ନିଜ ସ୍ୱାସ୍ଥ୍ୟକୁ ଅଣଦେଖା କରନ୍ତି ଓ ଯାତ୍ରା କରନ୍ତି, ତେବେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ…

ଆଜି ରିପୋର୍ଟ କାଲିଠୁ ମାଟ୍ରିକ ଖାତାଦେଖା, COVID-୧୯ ପାଇଁ କେନ୍ଦ୍ରରେ ବ୍ୟାପକ ସତର୍କତା

ଭୁବନେଶ୍ବର: ଆଜି ରିପୋର୍ଟ, କାଲି ଖାତାଦେଖା। ଆସନ୍ତାକାଲିଠୁ ଆରମ୍ଭ ହେଉଛି ମାଟ୍ରିକ ଖାତାଦେଖା। ଆଜି ମୂଲ୍ୟାଙ୍କନ କେନ୍ଦ୍ରରେ ରିପୋର୍ଟ କରିବେ ଶିକ୍ଷକ। ରାଜ୍ୟ ସରକାରଙ୍କ ଗାଇଡ୍‌ ଲାଇନ୍‌ ଅନୁସାରେ ଖାତା ଦେଖିବା ପାଇଁ ବ୍ୟବସ୍ଥା କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ୧୬ ହଜାରରୁ ଅଧିକ…

କରୋନା ଡରରେ ଘରେ ବନ୍ଦୀ ଥିବା ବଲିଉଡ୍‌ ସେଲିବ୍ରିଟି ଏମିତି ବିତାଉଛନ୍ତି ସମୟ, ଦେଖନ୍ତୁ ଫଟୋ

କରୋନା ଭାଇରସ୍‌ ଡରରେ ଏବେ ସାରା ଦୁନିଆ ଘର ଭିତରେ ନିଜକୁ କଏଦ କରି ରଖିଛି। କେବଳ ସାଧାରଣ ଲୋକ ନୁହେଁ, ସେଲିବ୍ରିଟିମାନେ ମଧ୍ୟ କରୋନା ଭୟରେ ଘରୁ ବାହାରୁ ନାହାନ୍ତି। ଫିଲ୍ମ ଷ୍ଟାରମାନେ ଏବେ ସୁଟିଂ ବନ୍ଦ କରି ନିଜର ସବୁକାମ ଘରେ ହିଁ କରୁଛନ୍ତି। …

କରୋନା ଭୟ ଦେଖାଇ ବସ୍‌ରେ ସିଟ୍‌ ହାସଲ କଲେ ଆଇଆଇଟି ଛାତ୍ର ପରେ ଧରିଲା ପୋଲିସ୍‌

କରୋନା ଭାଇରସ୍‌କୁ ନେଇ ଏବେ ସାରା ବିଶ୍ୱ ଆତଙ୍କିତ ରହିଛି। ଏଭଳି ପରିସ୍ଥିତିରେ ମାଡ୍ରାସ ଆଇଆଇଟିର ଜଣେ ଛାତ୍ର ଏହାର ମଜା ଉଠାଇଥିବା ଦେଖାଯାଇଛି। ଛାତ୍ର ଜଣକ ବସ୍‌ରେ ସିଟ୍‌ ପାଇବାକୁ ଓ ବସ୍‌ ରୋକିବାକୁ ନିଜକୁ କରୋନା ସଂକ୍ରମିତ ବୋଲି କହିଥିବା ଜଣାଯାଇଛି। ରିପୋର୍ଟ ମୁତାବକ…

COVID-19 ରେଜିଷ୍ଟ୍ରେସନ୍‌ ପୋର୍ଟାଲରେ ପଞ୍ଜିକରଣ କଲେ ଗଜପତି ଦିବ୍ୟସିଂହ ଦେବ, ଗତ ୧୫ ତାରିଖରେ ଫେରିଥିଲେ ଆମେରିକାରୁ

ପୁରୀ: COVID-19 ରେଜିଷ୍ଟ୍ରେସନ୍‌ ପୋର୍ଟାଲରେ ପଞ୍ଜିକରଣ କଲେ ଗଜପତି ଦିବ୍ୟସିଂହ ଦେବ । ବିଦେଶ ଫେରନ୍ତା ଓଡ଼ିଆଙ୍କୁ ୪୮ ଘଣ୍ଟା ଭିତରେ ପଞ୍ଜିକରଣ କରିବା ପାଇଁ କହିଥିଲେ ରାଜ୍ୟ ସରକାର । ଏହାପରେ ଗଜପତି ପଞ୍ଜିକରଣ କରିଛନ୍ତି । ଗତ ୧୫ ତାରିଖ ସନ୍ଧ୍ୟା ବେଳେ ଆମେରିକାରୁ ଫେରିଥିଲେ ଗଜପତି…

କେନ୍ଦ୍ରମନ୍ତ୍ରୀ ବି.ମୂରଲୀଧରନଙ୍କୁ କରୋନା ହେବା ନେଇ ଆଶଙ୍କା, ନିଜକୁ ଘରେ କଲେ ବନ୍ଦ

ସଂସଦୀୟ କାର୍ଯ୍ୟ ରାଜ୍ୟମନ୍ତ୍ରୀ ବି.ମୂରଲୀଧରନ କରୋନା ଭାଇରସ୍‌ରେ ସଂକ୍ରମିତ ହେବା ଆଶଙ୍କା କରି ଲୋକଙ୍କ ଠାରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ କରୋନା ହୋଇଥିବା ନେଇ ସ୍ପଷ୍ଟ ହୋଇନଥିଲେ ମଧ୍ୟ କରୋନାର ଭୟବହତାକୁ ଦେଖି ସେ ଏଭଳି ପଦକ୍ଷେପ…

କରୋନା ଭାଇରସ୍‌ ଚ୍ୟାଲେଞ୍ଜ ନାଁରେ ଟଏଲେଟ୍‌ ସିଟ୍‌କୁ ଚାଟିଲେ ମହିଳା, ଦେଖନ୍ତୁ ଭିଡିଓ

କରୋନା ଭାଇରସ୍‌କୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ଏହି ଭାଇରସ୍‌ ପାଇଁ ମେଡିସିନ୍‌ ମିଳୁନଥିବାରୁ ଲୋକମାନେ ଆତଙ୍କିତ ଥିବା ବେଳେ ସରକାର ଏହାକୁ ଜାତୀୟ ବିପତ୍ତି ବୋଲି ଘୋଷଣା କରିଛନ୍ତି। ତେବେ କରୋନାର ଭୟବହତାକୁ ଦୃଷ୍ଟିରେ ରଖି ସବୁଆଡ଼େ ଏବେ ଧୀରେ ଧୀରେ ଦୋକାନ ବଜାର ବନ୍ଦ କରି ଦିଆଯାଉଛି।…