Browsing Tag

Covid Care Center

କୋଭିଡ ହସ୍ପିଟାଲରେ ଉତ୍ତେଜନା, ନର୍ସଙ୍କୁ ଡବଲ୍‌ ଡୋଜ୍‌ ଦେଉଥିଲେ ଅନ୍ୟଜଣେ ନର୍ସ

ସମ୍ବଲପୁର (କେନ୍ୟୁଜ୍‌) : କୋଭିଡ ହସ୍ପିଟାଲରେ ଉତ୍ତେଜନା । ସମ୍ବଲପୁର ଭୀମସାର କୋଭିଡ ୧ ହସ୍ପିଟାଲ ଭିତରକୁ ଧସେଇ ପଶିଲେ ଶତାଧିକ ଲୋକ । କରୋନାରେ ଆକ୍ରାନ୍ତ ନର୍ସଙ୍କୁ ଭୁଲ୍‌ ଇଞ୍ଜେକସନ ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଭୀମସାର ହୃଦରୋଗ ବିଭାଗର କାର୍ଯ୍ୟରତ ଜଣେ ନର୍ସ ପଜିଟିଭ…

ହସ୍ପିଟାଲ ଓ କୋଭିଡ୍‌ କେୟାର ସେଣ୍ଟରରେ ଖାଲି ପଡିଛି ବେଡ, ଆଇସୋଲେସନରେ ଅଛନ୍ତି ୮୫ ପ୍ରତିଶତ

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟର ଆକ୍ଟିଭ କେସ୍‌ରେ ୮୫ ପ୍ରତିଶତ ହୋମ ଆଇସୋଲେସନରେ ଅଛନ୍ତି। କୋଭିଡ୍‌ ହସ୍ପିଟାଲ ଓ କୋଭିଡ୍‌ କେୟାର ସେଣ୍ଟରରେ ରହିଛନ୍ତି ୧୫ ପ୍ରତିଶତ ସଂକ୍ରମିତ। ୧୭ ତାରିଖ ସୁଦ୍ଧା ରାଜ୍ୟରେ ଆକ୍ଟିଭ କେସ୍‌ ଥିଲା ୯୩ ହଜାର ୫୬୧। ସେଥିରୁ ୭୯ ହଜାର ୪୧୭ ଜଣ ହୋମ…

INC ଚିଲିକା ବେସରେ କାର୍ଯ୍ୟକ୍ଷମ ହେଲେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର  

ଟାଙ୍ଗୀ(କେନ୍ୟୁଜ୍):  କରୋନା ସଂକ୍ରମଣର ଦ୍ୱିତୀୟ ଲହରୀରେ ସାରା ଦେଶ ବେହାଲ ।  ରାଜ୍ୟର ସ୍ଥିତି ମଧ୍ୟ  ଧିରେ ଧିରେ  ସଙ୍ଗୀନ ହେବାରେ ଲାଗିଛି । ରାଜ୍ୟର ଖୋରଧା  ଜିଲ୍ଲାରୁ  ପ୍ରତିଦିନ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଖୋର୍ଦ୍ଧା ଉପଖଣ୍ଡରେ ଯେତିକି କୋଭିଡ଼ କେୟାର ସେଣ୍ଟର ଅଛି   …

କେନ୍ଦୁଝର: ବଢିଲା କୋଭିଡ଼ କେୟାର ସେଣ୍ଟର ଓ ଅଇସିୟୁ ବେଡ଼ ସଂଖ୍ୟା, ସ୍ବୟଂଚାଳିତ ଅମ୍ଳଜାନ ଯନ୍ତ୍ର ଦୈନିକ ଯୋଗାଇବ ୮୭୦୦…

କେନ୍ଦୁଝର(କେନ୍ୟୁଜ୍):  କେନ୍ଦୁଝର ଜିଲ୍ଲାରେ କରୋନାର ମୁକାବିଲା ପାଇଁ କୋଭିଡ଼ କେୟାର ସେଣ୍ଟର ଓ କୋଭିଡ଼ ଡାକ୍ତରଖାନାରେ ବଢ଼ିଲା ବେଡ଼ ଓ ଆଇସିୟୁ ବେଡ଼ ସଂଖ୍ୟା । କୋଭିଡ଼ର ଦ୍ୱିତୀୟ ଲହରୀର ରୋଗୀର ମୃତ୍ୟୁ ବହୁ  କ୍ଷୀପ୍ର ଗତିରେ ହେଉଛି । ଏହାର ମୁଖ୍ୟ କାରଣ ଶ୍ୱାସ କ୍ରିୟାରେ ବାଧା ଓ…