Browsing Tag

COVID Care Centres In Cuttack

କରୋନା ମୁକାବିଲା ପାଇଁ କଟକରେ ହେବ ୩ଟି କୋଭିଡ୍‌ କେୟାର ସେଣ୍ଟର

କେନ୍ୟୁଜ (ବ୍ୟୁରୋ): କରୋନା ମୁକାବିଲା ପାଇଁ କଟକରେ ହେବ ୩ଟି କୋଭିଡ୍‌ କେୟାର ସେଣ୍ଟର। ଲକ୍ଷଣ ନଥିବା ଓ ସାମାନ୍ୟ ଲକ୍ଷଣ ଥିବା ଆକ୍ରାନ୍ତଙ୍କ ପାଇଁ ଗୋପାଳପୁର, ବିଦ୍ୟାଧରପୁର ଏବଂ ଓଏଟିଠାରେ ଏହି କୋଭିଡ୍‌ କେୟାର ସେଣ୍ଟର ଖୋଲାଯିବ। ଗୋପାଳପୁରରେ ୧୦୭ ବେଡ୍‌, ବିଦ୍ୟାଧରପୁରରେ ୯୮ ଏବଂ ଓଟିଏ…