Browsing Tag

covid death

ସଂକ୍ରମିତ ହେବାର ମାସେ ମଧ୍ୟରେ ମୃତ୍ୟୁବରଣ କରିଥିଲେ ପରିବାରକୁ ମିଳିବ ୫୦ହଜାର ଟଙ୍କା ସହାୟତା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ(କେନ୍ଯୁଜ୍): କରୋନାରେ ସଂକ୍ରମିତ ହେବାର ମାସେ ମଧ୍ୟରେ ମୃତ୍ୟୁବରଣ କରିଥିବା କୋଭିଡ୍‌ ରୋଗୀଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଏସ୍‌ଓପି ଜାରି କରିବେ। ୩୦ଦିନ…

କରୋନା ପଜିଟିଭ ପୁଷ୍ଟି ହେବାର ୩୦ ଦିନ ଭିତରେ ମୃତ୍ୟୁକୁ କୁହାଯିବ କୋଭିଡ୍‌ ମୃତ୍ୟୁ, ସରକାର ଜାରି କଲେ ନୂଆ…

ନିକଟରେ କେନ୍ଦ୍ର ସରକାର କରୋନା ମହାମାରୀଜନିତ ମୃତ୍ୟୁ ସମ୍ପର୍କରେ ଏକ ବଡ଼ କଥା କହିଛନ୍ତି। ସରକାର କହିଛନ୍ତି କି, କୋଭିଡ୍‌ ପଜିଟିଭ ପୁଷ୍ଟି ହେବାର ୩୦ ଦିନ ଭିତରେ ଯଦି କାହାର ମୃତ୍ୟୁ ହସ୍ପିଟାଲ କିମ୍ବା ଘରେ ହେଉଛି, ତା’ହେଲେ ଡେଥ୍‌ ସାର୍ଟିଫିକେଟରେ ମୃତ୍ୟୁର କାରଣ କୋଭିଡ୍‌-୧୯ ହିଁ…

ପୁଣି ଏକ ଘର ପରିବାର ଉଜାଡ଼ି ଦେଲା କରୋନା, ସ୍ୱାମୀ ମୃତ୍ୟୁ ପରେ ସ୍ତ୍ରୀ’ର ଆତ୍ମହତ୍ୟା, ଦୁଇ ପିଲା କରିବେ କଣ ?

ବାଲେଶ୍ୱର (କେନ୍ୟୁଜ୍‌) : ଅନେକ ସମ୍ପର୍କକୁ ଭାଙ୍ଗି ଦେଇଛି ମହାମାରୀ କରୋନା । କେଉଁଠି ସ୍ତ୍ରୀ ପାଖରୁ ସ୍ୱାମୀକୁ ତ କେଉଁଠି ଛୁଆଙ୍କ ପାଖରୁ ବାପା ମାଆଙ୍କୁ ଅଲଗା କରି ଦେଇଛି । ବାଲେଶ୍ୱରରେ ମଧ୍ୟ ଏଭଳି ଏକ ହୃଦୟ ବିଦାରକ ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି । କରୋନା ସମୟରେ ଚିକିତ୍ସା କରୁ…

ଜୀବନ ଯୁଦ୍ଧରେ ହାରିଗଲେ ରୋଜାଲିନ୍, ଦିନେ ଆଇସିୟୁରେ ଡ୍ୟାନ୍ସ କରି ବଢାଉଥିବା ରୋଗୀଙ୍କ ମନୋବଳ

ସମ୍ବଲପୁର: କୋଭିଡରେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳର ଶିକ୍ଷୟିତ୍ରୀ ରୋଜାଲିନଙ୍କ ମୃତ୍ୟୁ ହୋଇଛି। ଭୀମସାର କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ଶିକ୍ଷୟତ୍ରୀ। ଏ ହେଉଛନ୍ତି ସେହି ଶିକ୍ଷୟତ୍ରୀ, ଯିଏ ଆଇସିୟୁରେ ଚିକିତ୍ସିତ…

ଅଧାରେ ରହିଗଲା ସବୁ ସ୍ବପ୍ନ, ବିବାହ ଦିନ ଚାଲିଗଲା ଯୁବକଙ୍କ ଜୀବନ

ବରଗଡ: ସାତ ଜନ୍ମର ସାଥି ହେବାକୁ ସ୍ୱପ୍ନ ଦେଖିଥିଲେ, ହେଲେ କରୋନା ଛଡାଇ ନେଲା ଜୀବନର ସବୁ ରଙ୍ଗୀନ ସ୍ୱପ୍ନ । ବିବାହ ଦିନ ଚାଲିଗଲା ଜୀବନ। ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଲହଣ୍ଡା ପଞ୍ଚାୟତ ଯୋଗୀପାଲି ଗାଁରେ। ଗତ ୨୫ତାରିଖରେ ଜୀବର୍ଦ୍ଧନ ଭୋଇଙ୍କ ବିବାହ…

କରୋନାରେ ସିଙ୍ଗର ଅରିଜିତ ସିଂଙ୍କ ମାଆଙ୍କ ମୃତ୍ୟୁ

କୋଭିଡ ମହାମାରୀରେ ଅନେକ ଲୋକ ମୃତ୍ୟୁ ବରଣ କଲେଣି । ରାଜନେତାଠୁ ଆରମ୍ଭ କରି ଅଭିନେତା କାହାରି ପରିବାରକୁ ଏ ମହାମାରୀ ଛାଡୁନି। ସମସ୍ତଙ୍କୁ ଗ୍ରାସ କରୁଛି । ଏବେ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ମନୋରଞ୍ଜନ ଜଗତର ସବୁଠୁ ପ୍ର୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂଙ୍କ ମାଆଙ୍କ ନିଧନ ହୋଇଛି…

ବଡ଼ ଆଶ୍ୱସ୍ତି: ଗତ ୨୪ ଘଣ୍ଟାରେ ଇଂଲଣ୍ଡ ଓ ସ୍କଟଲାଣ୍ଡରେ କୋଭିଡ଼ ଜନିତ ମୃତ୍ୟୁ ସଂଖ୍ୟା ଜିରୋ

କେନ୍ଯୁଜ୍: କରୋନା ମହାମାରୀ ମଧ୍ୟରେ ଖୁସି ଖବର । ଗତ ୨୪ ଘଣ୍ଟାରେ ଇଂଲଣ୍ଡ ଓ ସ୍କଟଲାଣ୍ଡରେ କୋଭିଡ଼ ଜନିତ ମୃତ୍ୟୁ ସଂଖ୍ୟା ନାହିଁ । ଯାହାକି ବଡ଼ ଆଶ୍ୱସ୍ତି ଆଣିଛି । ୧୪ ମାସ ପରେ ଇଂଲଣ୍ଡରେ କୋଭିଡରେ କୌଣସି ମୃତ୍ୟୁ ଖବର ନାହିଁ । ଇଂଲଣ୍ଡ, ସ୍କଟଲାଣ୍ଡ ସହ ନଦର୍ଣ୍ଣ ଆୟରଲାଣ୍ଡରେ ସୋମବାର…

କନ୍ଧମାଳ ଜିଲ୍ଲାରେ ୨୦୨୧ର ପ୍ରଥମ କୋଭିଡ୍‌ ମୃତ୍ୟୁ, ଖଜୁରୀପଡା ବନ୍ଧସାହିରେ ଆଖି ବୁଜିଲେ ଶିକ୍ଷୟିତ୍ରୀ

କନ୍ଧମାଳ: କୋଭିଡ୍‌ ସମୟ। ସବୁଠି ସତର୍କତା ଅବଲମ୍ବନ କରିବାକୁ ପଡୁଛି। କାହାର ଯଦି କୋଭିଡ୍‌ରେ ମୃତ୍ୟୁ ହୁଏ ତେବେ ଅତି ସାବଧାନତାର ସହ ଅନ୍ତିମ ସତ୍କାର କରିବାକୁ ପଡୁଛି। ଗତକାଲି କନ୍ଧମାଳ ଜିଲ୍ଲାରେ ୨୦୨୧ରେ ପ୍ରଥମ କୋଭିଡ୍‌ ମୃତ୍ୟୁ ହୋଇଥିଲା। ଖଜୁରୀପଡା ବ୍ଲକ ବନ୍ଧସାହିରେ ଜଣେ…

ରାଜ୍ଯରେ ଆଜି ୫ ମୁଣ୍ଡ ନେଲା କରୋନା, ମୋଟ୍ ମୃତ୍ୟୁସଂଖ୍ୟା ୧୫୯କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ଯରେ ପୁଣି କରୋନା ନେଲା ଆଉ ୫ ଜଣଙ୍କ ମୁଣ୍ଡ। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧୫୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ଭିତରୁ ଗଞ୍ଜାମରୁ ୧, କନ୍ଧମାଳ ୧, ବାଲେଶ୍ବରରୁ ୧,…

ଆଜି ରାଜ୍ଯରେ ପୁଣି କରୋନା ନେଲା ଆଉ ୭ ଜୀବନ, ମୋଟ୍ ମୃତ୍ୟୁ ସଂଖ୍ୟା ୧୫୦ ଛୁଇଁବାକୁ ଆଉ ତିନି ବାକି

ଭୁବନେଶ୍ବର: ଆଜି ରାଜ୍ଯରେ ପୁଣି କରୋନା ନେଲା ଆଉ ୭ ଜଣଙ୍କ ମୁଣ୍ଡ। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧୪୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ଭିତରୁ ଗଞ୍ଜାମରୁ ୩, ସୁନ୍ଦରଗଡରୁ ୧,ଭୁବନେଶ୍ବରରୁ…