Browsing Tag

covid guideline

ନୂଆବର୍ଷ ପାଇଁ ଆସିବ ନୂଆ କରୋନା ଗାଇଡଲାଇନ୍, ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କରିବେ ଘୋଷଣା

ନୂଆଦିଲ୍ଲୀ: ନୂଆବର୍ଷ ପାଇଁ ଆସିବ ନୂଆ କରୋନା ଗାଇଡଲାଇନ । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଘୋଷଣା କରିବେ ନୂଆ ଗାଇଡଲାଇନ । ଆଗାମୀ ପର୍ବପର୍ବାଣୀ ପାଇଁ ଆସିବ ଗାଇଡ୍‌ଲାଇନ୍‌। ବିଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଦେଶରେ ଆକ୍ସନ ମୋଡରେ କେନ୍ଦ୍ର ସରକାର । ମଙ୍ଗଳବାର ସାରା ଦେଶରେ…

ସ୍କୁଲକୁ ପୁଣି ଫେରିଲା କୋଭିଡ୍‌ କଟକଣା: ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, BMC ପକ୍ଷରୁ ନିର୍ଦ୍ଦେଶ

ଭୁବନେଶ୍ୱର(କେନ୍ୟୁଜ୍) : ସ୍କୁଲକୁ ପୁଣି ଫେରିଲା କୋଭିଡ୍‌ କଟକଣା। ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଥଣ୍ଡା, ଜ୍ୱର ହେଉଥିଲେ ସ୍କୁଲ ଆସିବା ମନା। BMC ପକ୍ଷରୁ ସମସ୍ତ ସ୍କୁଲ ମାନଙ୍କୁ ମାସ୍କ ପରିଧାନ ଓ ଟୀକାକରଣ ଉପରେ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।…

ଆସିଲା ଜାନୁଆରୀ ମାସ ଗାଇଡ଼ଲାଇନ, ପାର୍କ ଓ ବେଳାଭୂମି ଆଦିରେ ପିକନିକ୍‌ ମନା

କେନ୍ୟୁଜ୍(ବ୍ୟୁରୋ):  ଜାନୁଆରୀ ମାସ ଲାଗି ରାଜ୍ୟ ସରକାରଙ୍କ ତରଫରୁ ଆସିଲା କୋଭିଡ୍‌ ଗାଇଡ୍‌ ଲାଇନ୍‌। ସହରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ସାମାଜିକ ଓ ଧାର୍ମିକ ସମାବେଶ ମନା ରହିଛି। ରାଜନୈତିକ ସମାବେଶରେ ଶହେରୁ ଅଧିକ ଜଣ ରହି ପାରିବେ ନାହିଁ। ମେଳା ଓ ବାଣିଜ୍ୟ ମେଳ…

ରାଜଧାନୀ ବାସିନ୍ଦାଙ୍କ ପାଇଁ ବିଏମ୍‌ସିର ନୂଆ ଗାଇଡଲାଇନ: ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟିରେ ସର୍ବାଧିକ ୫୦ ଜଣଙ୍କୁ…

କେନ୍ୟୁଜ୍(ବ୍ୟୁରୋ):ଶୀତଋତୁରେ କୋଭିଡ୍‌ ସଂକ୍ରମଣ ରୋକିବା ପାଇଁ ବିଏମ୍‌ସି ପକ୍ଷରୁ ଜାରି ହେଲା ନୂଆ ଗାଇଡଲାଇନ । ଏଣିକି ବିଏମସି ଅଞ୍ଚଳରେ ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟିରେ ସର୍ବାଧିକ ୫୦ ଜଣ ଲୋକଙ୍କୁ ଭାଗ ନେବାକୁ ଅନୁମତି ମିଳିବ । ଏହାକୁ ସୁନିଶ୍ଚିତ କରିବା ପାଇଁ କଲ୍ୟାଣ ମଣ୍ଡପ…

କୋଭିଡ କଟକଣାରେ ଭିତରେ ଶେଷ ହେଲା ଆରାଧ୍ୟ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ଯାତ୍ରା

ଆଉ ମାତ୍ର କିଛି ଦିନ ପରେ ଧରାପୃଷ୍ଠକୁ ଅବତରଣ କରିବେ ମା । ଏଥିପାଇଁ ରାଜ୍ୟର ସମସ୍ତ ଶକ୍ତିପୀଠ ହେଲାଣି ଚଳଚଞ୍ଚଳ । କୋରୋନା ମହାମାରୀ ସତ୍ତ୍ବେ ମା’ଙ୍କ ଆଗମନ ପାଇଁ ଚାଲିଛି ପ୍ରସ୍ତୁତି । ସେହିପରି କଳାହାଣ୍ଡିର ସର୍ବପୁରାତନ ମନ୍ଦିର ମାଳିନି ସହର ଜୁନାଗଡର ଅଧୀଷ୍ଠାତ୍ରୀ ଦେବୀ ମାଁ…

କଟକରେ ଖୋଲିଲା ଧର୍ମାନୁଷ୍ଠାନ, କରୋନା କଟକଣା ଭିତରେ ଦର୍ଶନ ଆରମ୍ଭ

କଟକ (କେନ୍ୟୁଜ): କଟକ ସହରରେ ଖୋଲିଲା ଧର୍ମାନୁଷ୍ଠାନ। ସକାଳ ୬ଟାରୁ ରାତି ୮ଟା ଯାଏ ମନ୍ଦିର ଖୋଲା ରହିବ। କୋଭିଡ କଟକଣା ମଧ୍ୟରେ ଦର୍ଶନ କରୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ। କିନ୍ତୁ ସପ୍ତାହାନ୍ତ ସଟଡାଉନରେ ସାଧାରଣ ଦର୍ଶନ ବନ୍ଦ ରହିବ। ଦର୍ଶନ ବେଳେ କୋଭିଡ ଗାଇଡଲାଇନର କଡ଼ାକ଼ଡ଼ି ପାଳନ ହେବ। ଭକ୍ତ…

ପଡ଼ୋଶୀ ରାଜ୍ୟରୁ ଓଡ଼ିଶା ଆସିଲେ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ, ନଚେତ ୭ ଦିନ ସଂଗରୋଧରେ ରହିବାକୁ ପଡ଼ିବ

କେନ୍ୟୁଜ୍(ବ୍ୟୁରୋ):  ଅଧିକ କରୋନା ସଂକ୍ରମିତ ରାଜ୍ୟ ଓ ପଡ଼ୋଶୀ ରାଜ୍ୟରୁ ଓଡ଼ିଶା ଆସିଲେ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ । ତିନି ଦିନ ମଧ୍ୟରେ ଆରଟିପିସିଆର ଟେଷ୍ଟ କରିବାକୁ ପଡ଼ିବ । RT-PCR ଟେଷ୍ଟ ନ କଲେ ୭ ଦିନ ସଂଗରୋଧରେ ରହିବାକୁ ପଡ଼ିବ । ଏନେଇ ଆଗାମୀ ଦିନରେ ସରକାର ପଦକ୍ଷେପ ନେବାକୁ…

ପୁନେରେ ୭ ଦିନିଆ ନାଇଟ କର୍ଫ୍ଯୁ, ଆସନ୍ତାକାଲି ଠାରୁ ବନ୍ଦ ରହିିବ ସମସ୍ତ ବାର, ହୋଟେଲ ଓ ରେଷ୍ଟୁରାଣ୍ଟ

ମହାରାଷ୍ଟ୍ର : ମହାରାଷ୍ଟ୍ରର ପୁନେରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପରେ କଡ଼ା କଟକଣା ଲାଗୁ କରାଯାଇଛି। ଆସନ୍ତା କାଲି ଠାରୁ ସମସ୍ତ ବାର, ହୋଟେଲ ଓ ରେଷ୍ଟୁରାଣ୍ଟ ୭ଦିନ ପାଇଁ ବନ୍ଦ ରହିବ। କେବଳ ହୋମ ଡେଲିଭରିକୁ ଅନୁମତି ମିଳିବ। ବିବାହ ଓ ଅନ୍ତେଷ୍ଟି ବ୍ୟତୀତ ଅନ୍ୟ କୌଣସି ପବ୍ଲିକ…

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଆଜିଠୁ ଷ୍ଟେସନରେ ସ୍କ୍ରିନିଂ ଡେସ୍କ ବ୍ୟବସ୍ଥା, ୧୨ ରାଜ୍ୟ ଫେରନ୍ତାଙ୍କ ଉପରେ…

ଭୁବନେଶ୍ବର: ଆଜିଠୁ ଷ୍ଟେସନରେ ସ୍କ୍ରିନିଂ ଡେସ୍କ ବ୍ୟବସ୍ଥା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଭୁବନେଶ୍ୱର ରେଳଷ୍ଟେସନରେ ସ୍କ୍ରିନିଂ ଡେସ୍କ ଖୋଲାଯାଇଛି । ୧୨ ରାଜ୍ୟ ଫେରନ୍ତାଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ଥର୍ମାଲ ସ୍କ୍ରିନିଂ କରାଯାଇଛି । ମହାରାଷ୍ଟ୍ର, କେରଳ, ତେଲେଙ୍ଗାନା,…

ଗଞ୍ଜାମ: ଐତିହାସିକ ପୀଠ ମା ବୁଢାକେନ୍ଦୁଙ୍କ ଶକ୍ତି ପୀଠରେ ବନ୍ଦ ରହିଲା ବୁଢାକେନ୍ଦୁ ଯାତ୍ରା, କରୋନା କଟକଣା ପାଇଁ…

ଗଞ୍ଜାମ : କରୋନା କଟକଣା ପାଇଁ ବନ୍ଦ ରହିଛି ପରମ୍ପରା । ଗଞ୍ଜାମ ବେଲଗୁଣ୍ଠା ବ୍ଳକର ଐତିହାସିକ ପୀଠ ମା ବୁଢାକେନ୍ଦୁଙ୍କ ଶକ୍ତି ପୀଠରେ ବନ୍ଦ ରହିଛି ବୁଢାକେନ୍ଦୁ ଯାତ୍ରା । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅଳ୍ପ କିଛି ଭକ୍ତଙ୍କୁ ଛାଡ଼ିଦେଲେ ମନ୍ଦିର ପରିବେଶ ସମ୍ପୂର୍ଣ୍ଣ ଖାଁଖାଁ ଥିଲା ।…

କୋଭିଡ୍‌ କଟକଣାର ଖୋଲା ଉଲଂଘନ: ଗଂଜାମ କବିସୂର୍ଯ୍ୟନଗରର ପ୍ରସିଦ୍ଧ ଶକ୍ତିପୀଠ ମା’ ମହାମାୟୀଙ୍କ ମନ୍ଦିରରେ ରୁଣ୍ଡ ହେଲେ…

ଗଂଜାମ : କୋଭିଡ୍‌ କଟକଣାର ଖୋଲା ଉଲଂଘନ । ପୂଜା-ଉପାସନା ପାଳନ ବେଳେ ରୁଣ୍ଡ ହେଲେ ଶହଶହ ସଂଖ୍ୟାରେ ମହିଳା । ଗଂଜାମ କବିସୂର୍ଯ୍ୟନଗରର ପ୍ରସିଦ୍ଧ ଶକ୍ତିପୀଠ ମା’ ମହାମାୟୀଙ୍କ ମନ୍ଦିରରେ ଶନିବାର ବ୍ରତ ପାଳିବା ପାଇଁ ସମାଗମ ହୋଇଥିଲେ ଶତାଧିକ ମହିଳା ଭକ୍ତ । ଅଧିକାଂଶଙ୍କ ମୁହଁରେ ମାସ୍କ…

ରାଜ୍ୟରେ କୋଭିଡ୍‌ କଟକଣା ଭିତରେ ଖୋଲିବ ହୋଟେଲ୍‌ ଓ ରେଷ୍ଟୁରାଣ୍ଟ, ଜାଣନ୍ତୁ କଣ ରହିଛି ନିୟମ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌ କଟକଣା ଭିତରେ ଖୋଲିବ ହୋଟେଲ୍‌ ଓ ରେଷ୍ଟୁରାଣ୍ଟ। ତେବେ ରାଜ୍ୟ ସରକାର ହୋଟେଲ ଖୋଲିବା ପାଇଁ କିଛି ସର୍ତ୍ତ ରଖି ଅନୁମତି ଦେଇଛନ୍ତି। ଏଣିକି ହୋଟେଲରେ ଥିବା ରେଷ୍ଟୁରାଣ୍ଟ ଗୁଡିକ କେବଳ ସମ୍ପୃକ୍ତ ହୋଟେଲରେ ରହୁଥିବା ଲୋକମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବେ।…