Browsing Tag

covid hospital

ଭୁବନେଶ୍ୱର:କୋଭିଡ ଚିକିତ୍ସା ସେବା କ୍ଷେତ୍ରରେ ପୁଣି ଯୋଡ଼ି ହେଲା କିମ୍‌ସ କୋଭିଡ ହସପିଟାଲ

ଭୁବନେଶ୍ୱର(କେନ୍ୟୁଜ୍):  ଭୁବନେଶ୍ୱରରେ କୋଭିଡ ଚିକିତ୍ସା ସେବା କ୍ଷେତ୍ରରେ ପୁଣି ଯୋଡ଼ି ହେଲା କିମ୍‌ସ କୋଭିଡ ହସପିଟାଲ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମ, କିମ୍‌ସ କୋଭିଡ ହସ୍‌ପିଟାଲ ଓ ଓଡ଼ିଶା ମାଇନିଂ କର୍ପୋରେସନ ମଧ୍ୟରେ ତ୍ରିପାକ୍ଷିକ ରାଜିନାମା ସ୍ୱାକ୍ଷରିତ…

କୋଭିଡ଼ ଆକ୍ରାନ୍ତଙ୍କ ପାଇଁ କୁଆଖିଆରେ ଉଦଘାଟିତ ହେଲା ଯାଜପୁର ଜିଲ୍ଲାର ଦ୍ୱିତୀୟ କୋଭିଡ ହସ୍ପିଟାଲ

ଯାଜପୁର (କେନ୍ୟୁଜ):  ଯାଜପୁର ଜିଲ୍ଲା କୁଆଖିଆ ଠାରେ ଜିଲ୍ଲାର ଦ୍ୱିତୀୟ କୋଭିଡ ହସ୍ପିଟାଲ ଆଜି ସଂଧ୍ୟାରେଉଦଘାଟିତ ହୋଇଯାଇଛି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏହାକୁଆନୁଷ୍ଠାନିକ ଭାବେ ଲୋକର୍ପିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତାରୟ, କୋରେଇ…

ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ କୋଭିଡ଼ ହସ୍ପିଟାଲ ଲୋକାର୍ପିତ,ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବହନ ହେବ…

କେନ୍ୟୁଜ୍(ବ୍ୟୁରୋ):  ପୁରୀରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପରିସରରେ ଜିଲ୍ଲା କୋଭିଡ ହସପିଟାଲର ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଏହାର ଶୁଭାରମ୍ଭ କରିଥନ୍ତି । ଏହି କୋଭିଡ ହସ୍‌ପିଟାଲରେ ୧୫୦ ଶଯ୍ୟା ରହିଛି । ଜିଲ୍ଲା କୋଭିଡ ହସ୍ପିଟାଲର ସମସ୍ତ ଖର୍ଚ୍ଚ…

କରୋନା ସଂକଟ ମଧ୍ୟରେ ଅଭିନେତ୍ରୀ ହୁମା କ୍ୟୁରେସି ବଢ଼ାଇଲେ ସାହାଯ୍ୟର ହାତ, ତିଆରି କରିବେ କୋଭିଡ ହସ୍ପିଟାଲ

ଏବେ ସାରା ଦେଶରେ କରୋନା ସଙ୍କଟ ଜାରି ରହିଛି। ଏଭଳି ବିପଦପୂର୍ଣ୍ଣ ସ୍ଥିତିରେ ବହୁ ବଲିଉଡ ସେଲିବ୍ରିଟି ନିଜ ଅନୁସାରେ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଉଛନ୍ତି। ଏହି ଧାରାରେ ଏବେ ସାମିଲ ହୋଇଛନ୍ତି ଅଭିନେତ୍ରୀ ହୁମା କ୍ୟୁରେସି। ହୁମା ଗ୍ଲୋବାଲ ଚାଇଲଡ଼ ରାଇଟ୍ସ ଅର୍ଗାନାଇଜେସନ 'ସେଭ ଦ…

ବରଗଡ଼ରେ କରୋନା ରୋଗୀଙ୍କ ପାଇଁ ୧୦୦ଟି ଭେଣ୍ଟିଲେଟର ସହ ଆଇସିୟୁ ବେଡ଼ର ଶୁଭାରମ୍ଭ

ବରଗଡ଼ : ବରଗଡ଼ ଜିଲ୍ଲା ବରାହଗୋଡା ବିକାଶ ମଲ୍‌ଟୀ ସ୍ପେଶାଲିଟି ହସ୍ପିଟାଲରେ କୋଭିଡ ରୋଗୀଙ୍କ ପାଇଁ ବ୍ୟବସ୍ଥା । କରୋନା ରୋଗୀଙ୍କ ପାଇଁ ୧୦୦ଟି ଭେଣ୍ଟିଲେଟର ସହ ଆଇସିୟୁ ବେଡ଼ର ଶୁଭାରମ୍ଭ । ଇଣ୍ଡିଆନ ଅଏଲ କର୍ପୋରେସନର ସିଏସଆର ଫଣ୍ଡରୁ ୧୧କୋଟି ୫୦ ଲକ୍ଷ ଟଙ୍କାର ଅନୁଦାନରେ କାର୍ଯ୍ୟକ୍ଷମ ହେବ…

ଭଦ୍ରକ କୋଭିଡ ଡାକ୍ତରଖାନରେ ସ୍ଥିତି ପରଖିଛନ୍ତି ଜିଲ୍ଲାପାଳ ଓ ଏସ୍‌ପି

ଭଦ୍ରକ: ଭଦ୍ରକରେ କୋଭିଡ ଡାକ୍ତରଖାନରେ ସ୍ଥିତି ପରଖିଛନ୍ତି ଜିଲ୍ଲାପାଳ ଓ ଏସ୍‌ପି। ଜିିଲ୍ଲା କୋଭିଡ ଡାକ୍ତରଖାନା ଓ କୋଭିଡ କେୟାରରେ ୧୦୮ଜଣ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ଡାକ୍ତରଖାନାରେ ଆବଶ୍ୟକୀୟ ବେଡ ବ୍ୟବସ୍ଥା, ଅଜ୍ସିଜେନର ସ୍ଥିତି ଓ ଚିକିତ୍ସା ନେଇ ସ୍ଥିତି ଦେଖିବା ସହିତ…

ଗୁଜରାଟ ଭରୁଚ ପଟେଲ ହସପିଟାଲରେ ଅଗ୍ନିକାଣ୍ଡ, ୧୬ ରୋଗୀ ମୃତ

ଗୁଜରାଟ: ମହାମାରୀ କରୋନା କାଳରେ ଦୁଃଖଦ ଖବର । ଗୁଜରାଟ ଭରୁଚ ପଟେଲ ହସପିଟାଲରେ ନିଆଁ ଲାଗି ଚାଲିଗଲା ୧୬ ଜଣଙ୍କ ଜୀବନ । ମୃତକଙ୍କ ମଧ୍ୟରେ ଅଛନ୍ତି ୧୪ ରୋଗୀ ଓ ୨ ଜଣ ନର୍ସ । ଗତକାଲି ବିଳମ୍ବିତ ରାତିରେ ହଠାତ ନିଆଁ ଲାଗିଥିଲା । ଘଟଣାସ୍ଥଳରେ ୧୨ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ତେବେ ଚାରି…

ଏବେ Truecallerରେ ତୁରନ୍ତ ଖୋଜନ୍ତୁ ନିଜ ନିକଟସ୍ଥ କୋଭିଡ୍‌ ହସ୍ପିଟାଲ, ଏମିତି କରନ୍ତୁ ବ୍ୟବହାର

ଦେଶରେ କରୋନା ଭାଇରସ୍‌ ମହାମାରୀ ଉଗ୍ର ରୂପ ଧାରଣ କରିଛି। ଗତବର୍ଷ ତୁଳନାରେ ଏଥର ଅଧିକ କେସ୍‌ ସାମ୍ନାକୁ ଆସୁଛି। ଦିନକୁ ଦିନ କେସ୍‌ ବଢ଼ିବାରେ ଲାଗିଛି। ଏମିତିରେ ସମସ୍ତଙ୍କୁ ନିଜ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଉଛି। ସ୍ଥିତି ଏତେ ସଙ୍ଗୀନ ରହିଛି କି, ହସ୍ପିଟାଲରେ…

କୋଭିଡ୍‌ ହସ୍‌ପିଟାଲ ପାଇଁ ବିଏମ୍‌ସିର ନୂଆ ବ୍ୟବସ୍ଥା, ଏଣିକି ବିନା ରେଫେରାଲରେ ଭର୍ତ୍ତି ମନା

ଭୁବନେଶ୍ବର: କୋଭିଡ୍‌ ହସ୍‌ପିଟାଲ ପାଇଁ ବିଏମ୍‌ସିର ନୂଆ ବ୍ୟବସ୍ଥା। ଏଣିକି ବିନା ରେଫେରାଲରେ ଭର୍ତ୍ତି ମନା। ୧୯୨୯ରେ ଫୋନ୍‌ କରି ହସ୍‌ପିଟାଲରେ ଭର୍ତ୍ତି ହୋଇପାରିବେ। ହେଲ୍‌ପ ଡେସ୍କରେ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ବାହାର ଜିଲ୍ଲାରୁ ଆସୁଥିବା କୌଣସି ଆକ୍ରାନ୍ତଙ୍କ ପାଖରେ…

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ମୁମ୍ବାଇରେ କୋଭିଡ୍ ସଂକ୍ରମିତଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା

ମୁମ୍ବାଇ : ରିଲାଏନ୍ସ ଫାଉଣ୍ଡେସନ କୋଭିଡ୍ ଯତ୍ନ ପାଇଁ ସର୍ବବୃହତ ଯୋଗଦାନ ଦେଇଛି। ମୁମ୍ବାଇର ୱର୍ଲିରେ ଥିବା ନ୍ୟାସନାଲ୍ ସ୍ପୋର୍ଟସ୍ କ୍ଲବ ଅଫ୍ ଇଣ୍ଡିଆରେ ସାର୍ ଏଚଏନ୍ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲ୍ ଏକ ଉତ୍ସର୍ଗୀକୃତ ୬୫୦ ଶଯ୍ୟାର କୋଭିଡ୍ କେୟାର ବ୍ୟବସ୍ଥାର ପରିଚାଳନା କରିବ । ଏଠାରେ…

ଆଜିଠାରୁ ବାରିପଦା କିସ୍‌ କ୍ୟାମ୍ପସରେ ପୁଣି କାର୍ଯ୍ୟକ୍ଷମ ହେଲା କିମ୍ସ କୋଭିଡ୍‌ ହସ୍ପିଟାଲ୍

ଭୁବନେଶ୍ବର: ଆଜିଠାରୁ ବାରିପଦା କିସ୍‌ କ୍ୟାମ୍ପସରେ ପୁଣି କାର୍ଯ୍ୟକ୍ଷମ ହେଲା କିମ୍ସ କୋଭିଡ୍‌ ହସପିଟାଲ । ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ୍‌ ଭରଦ୍ୱାଜ୍‌ ଆଜି ଏହାକୁ ଲୋକାର୍ପିତ କରିଛନ୍ତି । ୧୧୦ ଶଯ୍ୟା ବିଶିଷ୍ଟ ଏହି କୋଭିଡ୍‌ ହସପିଟାଲରେ ରହିଛି ୨୦ ଆଇସିୟୁ ଓ ୧୦ ଏଚ୍‌ଡିୟୁ। ୧୦ଟି…

ଫୁଲବାଣୀରେ ଖୁବଶୀଘ୍ର ଆରମ୍ଭ ହେବ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ, କିମ୍ସ ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନ…

କନ୍ଧମାଳ: ଫୁଲବାଣୀରେ ଖୁବଶୀଘ୍ର ଆରମ୍ଭ ହେବ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ । କିମ୍ସ ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି । କନ୍ଧମାଳ ଜିଲ୍ଲାପାଳ ଏବଂ କିମ୍ସ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଅମ୍ବିକା ପ୍ରସାଦ ମହାନ୍ତିଙ୍କ ମଧ୍ୟରେ MOU…