covid monitors employed in puri

ପୁରୀରେ ୧୨୪ ଜଣ କୋଭିଡ୍‌ ମନିଟରଙ୍କୁ ନିଯୁକ୍ତି କଲେ ଜିଲ୍ଲାପାଳ: ବସ୍ତି ଗୁଡ଼ିକରେ ବୁଲି ସଂଗ୍ରହ କରିବେ ଥଣ୍ଡା,କାଶ ଓ କଫ ଲକ୍ଷଣ ଥିବା ବ୍ୟକ୍ତିଙ୍କ ତଥ୍ୟ

ପୁରୀ: ପୁରୀରେ ଥିବା ବସ୍ତି ଗୁଡ଼ିକରେ କରୋନା ସଂକ୍ରମଣ ହେବା ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ନେଇଛନ୍ତି ଅଭିନବ ପଦକ୍ଷେପ। ବସ୍ତି ଗୁଡ଼ିକରେ ଜନଜସେତନତା ସୃଷ୍ଟି କରିବା…

4 years ago