Browsing Tag

covid patient

ଭୀମସାରରେ ଭର୍ତ୍ତି ହେଲେ ଚଳିତ ବର୍ଷର ପ୍ରଥମ କୋଭିଡ ରୋଗୀ

ସମ୍ବଲପୁର(କେନ୍ୟୁଜ) : ଭୀମସାରରେ ଚଳିତ ବର୍ଷର ପ୍ରଥମ କୋଭିଡ ରୋଗୀ ଭର୍ତ୍ତି ହେଇଛନ୍ତି l ରୋଗୀ ଜଣକ ହେଉଛନ୍ତି ବଲାଙ୍ଗୀର ଜ଼ିଲ୍ଲାର ଜଣେ ବୟସ୍କ ବ୍ୟକ୍ତି l ପ୍ରଥମେ ବଲାଙ୍ଗୀର ମେଡ଼ିକାଲରେ ତାଙ୍କର ଟେଷ୍ଟ ରେ କୋଭିଡ ରେ ସଂକ୍ରମିତ ହୋଇଥିବା ଜଣା ପଡିଥିଲା l ତେବେ ତାଙ୍କୁ ଡାକ୍ତର ତୁରନ୍ତ…

କରୋନାରୁ ସୁସ୍ଥ ପରେ ବଡ଼ ଲୋକଙ୍କ ସହ ଛୋଟ ପିଲା ହେଉଛନ୍ତି ଡାଇବେଟିସର ଶିକାର, ରିସର୍ଚ୍ଚରୁ ପ୍ରକାଶ

କରୋନା  ଭାଇରସକୁ ନେଇ ଏକ ନୂତନ ତଥ୍ୟ ସାମ୍ନାକୁ ଅ।।ସିଛି । ଏହାକୁ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । କରୋନା ଭାଇରସ କେବଳ ମଧୁମେହ ବା ଡାଇବେଟିସ ଲୋକଙ୍କ ପାଇଁ କ୍ଷତିକାରକ ନୁହେଁ ବରଂ ଏହା ଲୋକଙ୍କ ମଧ୍ୟରେ ଡାଇବେଟିସ ସମସ୍ୟା ମଧ୍ୟ ସୃଷ୍ଟି କରୁଛି ।ଏହାକୁ ନେଇ କେବଳ ବଡ଼ ଲୋକ…

ହସ୍ପିଟାଲ ପାଇଁ ବଦଳିଲା ନିୟମ, ବିନା କୋଭିଡ ପଜିଟିଭ ରିପୋର୍ଟରେ ହେବ ହସ୍ପିଟାଲରେ ଭର୍ତ୍ତି

କେନ୍ୟୁଜ୍(ବ୍ୟୁରୋ): ହସ୍ପିଟାଲରେ ଭର୍ତ୍ତି ହେବାକୁ ଆବଶ୍ୟକ ନାହିଁ କୋଭିଡ୍‌ ଟେଷ୍ଟ ପଜିଟିଭ୍‌ ରିପୋର୍ଟ । ଆସିଲା କେନ୍ଦ୍ର ସରକାରଙ୍କ ପରିବର୍ତ୍ତିତ ଗାଇଡ୍‌ଲାଇନ୍‌ । ସବୁ ରାଜ୍ୟ ସରକାରଙ୍କୁ ଏହି ଗାଇଡ୍‌ ଲାଇନ୍‌ ଜାରି କରିଛି କେନ୍ଦ୍ର । ଏଣିକି ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ…

କରୋନା ମୃତକଙ୍କ ପକେଟରୁ ଚୋରି କଲେ ହସପିଟାଲ କର୍ମଚାରୀ

ସବୁଠୁ ଲଜ୍ଜାଜନକ ଦୃଶ୍ୟ ଇଏ। ମୃତ ଶରୀରରୁ ଚୋରି କରିବାକୁ ପଛାଉନାହାଁନ୍ତି ଲୋକେ। କରୋନାରେ ପୀଡିତ ହୋଇ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ପକେଟରୁ ଚୋରି କରୁଛନ୍ତି ହସପିଟାଲ କର୍ମଚାରୀ। ଏ ଦୃଶ୍ୟ ଦେଖି ଆପଣ ବିଶ୍ୱାସ କରିପାରୁନଥିବେ। ଭାବୁଥିବେ ସତରେ କଣ ଆମ ମଣିଷ ସମାଜ ଏମିତି ଅମଣିଷ…

ଟୋକିଓ ଅଲିମ୍ପିକ୍ସରେ ସଂକ୍ରମିତଙ୍କୁ ଅଲଗା ହୋଟେଲରେ ରଖିବାକୁ ପ୍ରସ୍ତୁତି, ୩୦୦ ରୁମ୍‌ କରାଯିବ ବୁକ୍‌

ଟୋକିଓ ଅଲିମ୍ପିକ୍ସ ପାଇଁ ଆସିବାକୁ ଥିବା ଖେଳାଳିମାନଙ୍କଠାରେ ଯଦି କୋଭିଡ୍‌ର ମାମୁଲି ବି ଲକ୍ଷଣ ମିଳେ, ତ ସେମାନଙ୍କୁ ହୋଟେଲରେ କ୍ୱାରେଣ୍ଟିନରେ ରଖାଯାଇପାରେ। ଏଥିପାଇଁ ନିକଟସ୍ଥ ଏକ ହୋଟେଲରେ ୩୦୦ ରୁମ୍‌ ବୁକ୍‌ କରାଯିବା ନେଇ ବିଚାର କରାଯାଉଛି। ଜାପାନର ଏକ ସମାଚାର ଏଜେନ୍ସି ସୂତ୍ରରୁ…

ବିଶ୍ୱରେ ପ୍ରଥମ ! ଜୀବିତ ଡୋନରଙ୍କ ଫୁସ୍‌ଫୁସ୍‌ କୋଭିଡ୍‌ ରୋଗୀଙ୍କଠାରେ ହେଲା ପ୍ରତ୍ୟାରୋପିତ, ସ୍ୱାମୀ ଓ ପୁଅ କଲେ ଦାନ

ଜାପାନୀ ଡାକ୍ତରମାନେ କରୋନା ଆକ୍ରାନ୍ତ ଜଣେ ମହିଳାଙ୍କର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଫୁସ୍‌ଫୁସ୍‌କୁ ପ୍ରତ୍ୟାରୋପଣ କରିବାରେ ବଡ଼ ସଫଳତା ହାସଲ କରିଛନ୍ତି। ପୂର୍ବରୁ ମୃତ ଡୋନରଙ୍କ ଫୁସ୍‌ଫୁସ୍‌ ପ୍ରତ୍ୟାରୋପଣ କରିବାର ଅନେକ ସଫଳ ଅସ୍ତ୍ରୋପଚାର ବିଶ୍ୱରେ ହୋଇସାରିଛି। କିନ୍ତୁ ଏହା ଏମିତି ଏକ…

କୋଭିଡ୍‌ ଓ୍ଵାର୍ଡରେ ୮୧ ବର୍ଷୀୟ ବୃଦ୍ଧଙ୍କ ଆତ୍ମହତ୍ୟା, ଅକ୍ସିଜେନ୍‌ ପାଇପ୍‌ରେ ଲଗାଇ ଦେଲେ ଫାଶି

ମହାରାଷ୍ଟ୍ରର ନାଗପୁରରେ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲର କୋଭିଡ୍‌ ଓ୍ଵାର୍ଡରେ ଭର୍ତ୍ତି ଜଣେ ୮୧ ବର୍ଷୀୟ ବୃଦ୍ଧ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ଗାଧୁଆଘରେ ଅକ୍ସିଜେନ୍‌ ପାଇପ୍‌ରେ ହିଁ ଫାଶି ଲଗାଇଥିବା ଜଣାପଡ଼ିଛି। ଏ ନେଇ ସମ୍ପୃକ୍ତ ମେଡିକାଲ କର୍ତ୍ତୃପକ୍ଷ ସୂଚନା…

ନବରଙ୍ଗପୁର: ଡର ବଢାଇଲେ କରୋନା ଆକ୍ରାନ୍ତ, ଡାକ୍ତରଖାନା କାନ୍ଥ ଡେଇଁ ମାରିଲେ ଛୁ. . . .

ନବରଙ୍ଗପୁର(କେନ୍ୟୁଜ୍): ପୁଣି ଡର ବଢାଇଲେ କରୋନା ଆକ୍ରାନ୍ତ।  ମେଡିକାଲ କାନ୍ଥ ଡେଇଁ ଛୁ ମାରିଲେ  ।  ଥାନାରେ ଏତଲା ଦେଲେ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ। ନବରଙ୍ଗପୁର କୋଭିଡ ହସ୍ପିଟାଲରୁ ଏହି କରୋନା ଆକ୍ରାନ୍ତ ଚମ୍ପଟ ମାରିଥିବା ସୂଚନା ମିଳିଛି। ଏହି ଆକ୍ରାନ୍ତ ବ୍ୟକ୍ତି ଜଣକ  ଗତ ୩…